ନାବାଳିକା ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି ଲଜ୍ୟା ଜନକ ଘଟଣା। ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନୂଆଖମଣ ଗ୍ରାମର ଭୋଳେଶ୍ବର ମୁଣ୍ଡା (୩୦)। ସୂଚନାଅନୁସାରେ ନାବାଳିକା ଜଣଙ୍କ ଗତ ସୋମବାର ରାତି୮ ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ଅଭିଯୁକ୍ତ କକା ପାଇଖାନା ପଛପଟେ ଜୋର ଜବରଦସ୍ତ ଭାବରେ ଦୁଷ୍କର୍ମ କରିଥିଲା ।ପିଡିତା ଜଣଙ୍କ ଘଟଣା ସମ୍ପର୍କରେ ରେ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି ଲଜ୍ୟା ଜନକ ଘଟଣା। ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନୂଆଖମଣ ଗ୍ରାମର ଭୋଳେଶ୍ବର ମୁଣ୍ଡା (୩୦)। ସୂଚନାଅନୁସାରେ ନାବାଳିକା ଜଣଙ୍କ ଗତ ସୋମବାର ରାତି୮ ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ଅଭିଯୁକ୍ତ କକା ପାଇଖାନା ପଛପଟେ ଜୋର ଜବରଦସ୍ତ ଭାବରେ ଦୁଷ୍କର୍ମ କରିଥିଲା ।ପିଡିତା ଜଣଙ୍କ ଘଟଣା ସମ୍ପର୍କରେ ରେ ଘରେ ଜଣାଇବା ପରେ ଗ୍ରାମରେ ଗୁରୁବାର ଏକ ସଭା ବସି ପିଡିତାକୁ ଅନ୍ୟତ୍ର ବିବାହ କରାଇବା ଖର୍ଚ୍ଚ ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା।

ଆହୁରି ପଢ଼ନ୍ତୁ: ବ୍ଲୁ ଡ୍ରମ୍ ହତ୍ୟା ମାମଲା: ସୌରଭଙ୍କ ହତ୍ୟାକାରୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡ

କିନ୍ତୁ ଘଟଣାକୁ ନେଇ ଅଭିଯୁକ୍ତର ସ୍ତ୍ରୀ ପିଡିତା ପରିବାରକୁ ପାଟିତୁଣ୍ଡ ସହ ଗାଳି ଗୁଳଜ କରିବାରୁ ପିଡିତା ନାବାଳିକାର ବାପା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୁଲିସ ନାବାଳିକାର ଡାକ୍ତରୀ ମାଇନା କରାଇ ଅଭିଯୁକ୍ତ କକାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତୁରୁମୁଙ୍ଗା ଥାନା ରେ୧୦୮ /୨୧ ରେ ଏକ ମାମଲା ରୁଜୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର