ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

The Sakala Picture
Published On

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ। ବଲାଙ୍ଗୀର ଆଗଲପୁର ତହସିଲରର ସେକ୍ସନ ଅଫିସର କିଶୋର ଖର୍ସେଲ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ।  ଜବତ ହୋଇଥିବା ଟ୍ରାକ୍ଟର ଛାଡ଼ିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ବସଥିଲା। ଜବତ ଟ୍ରାକ୍ଟରକୁ ଛାଡିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିଶୋର ଖର୍ସେଲ । କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଗିରଫ ପରେ […]

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ। ବଲାଙ୍ଗୀର ଆଗଲପୁର ତହସିଲରର ସେକ୍ସନ ଅଫିସର କିଶୋର ଖର୍ସେଲ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ।  ଜବତ ହୋଇଥିବା ଟ୍ରାକ୍ଟର ଛାଡ଼ିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ବସଥିଲା। ଜବତ ଟ୍ରାକ୍ଟରକୁ ଛାଡିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିଶୋର ଖର୍ସେଲ । କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଗିରଫ ପରେ ସେକ୍ସନ୍ ଅଫିସରଙ୍କ ବଲାଙ୍ଗୀର ହାତୀ ଶାଳପଡ଼ାଠାରେ ଥିବା ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଚଢାଉ କରିଥିଲା ଟିମ । ସୂଚନା ଅନୁସାରେ, ବେଆଇନ ବାଲି ଚାଲାଣ ନେଇ ଆଗଲପୁର ବ୍ଲକ ବିନ୍ଧାପାଲିର କୃଷ୍ଣଚନ୍ଦ୍ର ସାହୁଙ୍କ ଟ୍ରାକ୍ଟରକୁ ଆରଆଇ ଜବତ କରି ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ପକାଇଥିଲେ । ତେବେ ୪୫ ହଜାର ଟଙ୍କା ଲାଞ୍ଚ ଦେଲେ ଟ୍ରାକ୍ଟର ଛଡାଯିବ ବୋଲି କହିଥିଲେ ସେକ୍ସନ ଅଫିସର । ଏନେଇ ଟ୍ରାକ୍ଟର ମାଲିକ ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପରେ ଅଫିସରେ ଚଢ଼ାଉ କରି ଗିରଫ କରିଥିଲେ କୃଷ୍ଣଚନ୍ଦ୍ର

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

01 Apr 2022 By The Sakala

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ। ବଲାଙ୍ଗୀର ଆଗଲପୁର ତହସିଲରର ସେକ୍ସନ ଅଫିସର କିଶୋର ଖର୍ସେଲ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ।  ଜବତ ହୋଇଥିବା ଟ୍ରାକ୍ଟର ଛାଡ଼ିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ବସଥିଲା। ଜବତ ଟ୍ରାକ୍ଟରକୁ ଛାଡିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିଶୋର ଖର୍ସେଲ । କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଗିରଫ ପରେ ସେକ୍ସନ୍ ଅଫିସରଙ୍କ ବଲାଙ୍ଗୀର ହାତୀ ଶାଳପଡ଼ାଠାରେ ଥିବା ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଚଢାଉ କରିଥିଲା ଟିମ । ସୂଚନା ଅନୁସାରେ, ବେଆଇନ ବାଲି ଚାଲାଣ ନେଇ ଆଗଲପୁର ବ୍ଲକ ବିନ୍ଧାପାଲିର କୃଷ୍ଣଚନ୍ଦ୍ର ସାହୁଙ୍କ ଟ୍ରାକ୍ଟରକୁ ଆରଆଇ ଜବତ କରି ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ପକାଇଥିଲେ । ତେବେ ୪୫ ହଜାର ଟଙ୍କା ଲାଞ୍ଚ ଦେଲେ ଟ୍ରାକ୍ଟର ଛଡାଯିବ ବୋଲି କହିଥିଲେ ସେକ୍ସନ ଅଫିସର । ଏନେଇ ଟ୍ରାକ୍ଟର ମାଲିକ ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପରେ ଅଫିସରେ ଚଢ଼ାଉ କରି ଗିରଫ କରିଥିଲେ କୃଷ୍ଣଚନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର