ବନ୍ଧୁକ ମୁନରେ ଘର ମାଲିକଙ୍କଠାରୁ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

କଟକ: କଟକ ମହାନଦୀ ବିହାରରେ ଆଜି ଭୋର୍ ସମୟରେ ଏକ ବଡ଼ ଧରଣର ଡକାୟତି ଘଟିଛି। ୫ ଜଣ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ୧୮ଲକ୍ଷ ୫୦ହଜାର ଟଙ୍କା ଲୁଟ୍ କରିଥିବା  ଅଭିଯୋଗ ହୋଇଛି। ମହାନଦୀ ବିହାର ପ୍ଲଟ ନମ୍ବର ୫୬୭ ଅଞ୍ଚଳର ପିକେ ପଟନାୟକଙ୍କ ଘରୁ ଏହି ଲୁଟ ହୋଇଥିବା ହୋଇଥିଲା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ମୁଖା ପିନ୍ଧି ଘରେ ପଶିଥିଲେ। ପରେ ଘର ମାଲିକକୁ ବାନ୍ଧି ମାଡ ମାରିବା ସହ ବନ୍ଧୁକ ଦେଖାଇ […]

କଟକ: କଟକ ମହାନଦୀ ବିହାରରେ ଆଜି ଭୋର୍ ସମୟରେ ଏକ ବଡ଼ ଧରଣର ଡକାୟତି ଘଟିଛି। ୫ ଜଣ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ୧୮ଲକ୍ଷ ୫୦ହଜାର ଟଙ୍କା ଲୁଟ୍ କରିଥିବା  ଅଭିଯୋଗ ହୋଇଛି। ମହାନଦୀ ବିହାର ପ୍ଲଟ ନମ୍ବର ୫୬୭ ଅଞ୍ଚଳର ପିକେ ପଟନାୟକଙ୍କ ଘରୁ ଏହି ଲୁଟ ହୋଇଥିବା ହୋଇଥିଲା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ମୁଖା ପିନ୍ଧି ଘରେ ପଶିଥିଲେ। ପରେ ଘର ମାଲିକକୁ ବାନ୍ଧି ମାଡ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

21 Oct 2022 By The Sakala

ବନ୍ଧୁକ ମୁନରେ ଘର ମାଲିକଙ୍କଠାରୁ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକ ମହାନଦୀ ବିହାରରେ ଆଜି ଭୋର୍ ସମୟରେ ଏକ ବଡ଼ ଧରଣର ଡକାୟତି ଘଟିଛି। ୫ ଜଣ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ୧୮ଲକ୍ଷ ୫୦ହଜାର ଟଙ୍କା ଲୁଟ୍ କରିଥିବା  ଅଭିଯୋଗ ହୋଇଛି। ମହାନଦୀ ବିହାର ପ୍ଲଟ ନମ୍ବର ୫୬୭ ଅଞ୍ଚଳର ପିକେ ପଟନାୟକଙ୍କ ଘରୁ ଏହି ଲୁଟ ହୋଇଥିବା ହୋଇଥିଲା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ମୁଖା ପିନ୍ଧି ଘରେ ପଶିଥିଲେ। ପରେ ଘର ମାଲିକକୁ ବାନ୍ଧି ମାଡ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର