ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷବନ୍ଧୁ ସନ୍ତୋଷ ପାତ୍ର

The Sakala Picture
Published On

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ମଧ୍ଯ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘରେ ବାପା ମା’ ଥିବା […]

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ମଧ୍ଯ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘରେ ବାପା ମା’ ଥିବା ବେଳେ ଗତକାଲି ରାତି ସାଢ଼େ ୧୦ଟା ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସାଜିଥିବା ପୁତୁରା ସହ ମିଶି ସ୍ୱାମୀଙ୍କୁ କରେଣ୍ଟ ଓ ବିଷ ଦେଇ ହତ୍ୟା କଲା ସ୍ତ୍ରୀ

ସେପଟେ ମାସେ ପୂର୍ବରୁ ପୁଅ ଠିକଠାକ୍ ଥିବା କହିଛନ୍ତି ସନ୍ତୋଷଙ୍କ ବାପା ସୁରେନ୍ଦ୍ର । ୧୫ ଦିନ ହେବ ମରିଯିବି ମରିଯିବି କହୁଥିଲେ ସନ୍ତୋଷ। ଭୁବନେଶ୍ୱରର ଜଣେ ଝିଅକୁ ଭଲ ପାଉଥିଲେ ବୋଲି ବାପା କହିଛନ୍ତି । ଝିଅ ମରିଯିବା ପରେ ସନ୍ତୋଷ ମରିଯିବି କହୁଥିଲା ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅବୈଧ ସମ୍ପର୍କର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, କ୍ଷେତରେ ପୋତିଦେଲା ଶବ

06 Jul 2022 By The Sakala

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷବନ୍ଧୁ ସନ୍ତୋଷ ପାତ୍ର

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ମଧ୍ଯ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘରେ ବାପା ମା’ ଥିବା ବେଳେ ଗତକାଲି ରାତି ସାଢ଼େ ୧୦ଟା ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେପଟେ ମାସେ ପୂର୍ବରୁ ପୁଅ ଠିକଠାକ୍ ଥିବା କହିଛନ୍ତି ସନ୍ତୋଷଙ୍କ ବାପା ସୁରେନ୍ଦ୍ର । ୧୫ ଦିନ ହେବ ମରିଯିବି ମରିଯିବି କହୁଥିଲେ ସନ୍ତୋଷ। ଭୁବନେଶ୍ୱରର ଜଣେ ଝିଅକୁ ଭଲ ପାଉଥିଲେ ବୋଲି ବାପା କହିଛନ୍ତି । ଝିଅ ମରିଯିବା ପରେ ସନ୍ତୋଷ ମରିଯିବି କହୁଥିଲା ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର