ଝାରଖଣ୍ଡ ମିସ୍ତ୍ରୀ ଙ୍କ ଦୌରାତ୍ମ୍ୟ ; ଘରେ ପଶି ସଂଘବଦ୍ଧ ଭାବେ ସାମ୍ବାଦିକ ଙ୍କୁ ଆକ୍ରମଣ, ୯ ଗିରଫ

The Sakala Picture
Published On

କରଞ୍ଜିଆ : ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ସତ୍ୟରେ ପରିଣିତ ହୋଇଛି । ଝାରଖଣ୍ଡ, ବେଙ୍ଗଲ ମିସ୍ତ୍ରୀ କାମ କରିବା ବାହାନାରେ ଏଠାରେ ଚୋରି କରିବା, ସଂପ୍ରଦାୟିଜ ଦଙ୍ଗା ସୃଷ୍ଟି କରିବା ହନି ଟ୍ରାପ କରିବା ଆଦି ଅପରାଧିକ କାଯ୍ୟକଳାପ ନେଇ ପୂର୍ବରୁ ଅଭିଯୋଗ କରାଯାଇଥିଲା । ପ୍ରଶାସନ ଗୁରୁତର ନଦେବାରୁ ଆଜି ଘରେ ପଶି ଆକ୍ରମଣ କରିବାକୁ ଛାଡ଼ିନାହାନ୍ତି । ଆକ୍ରମଣ ର ଶିକାର ହୋଇଛନ୍ତି ଜଣେ କର୍ତ୍ତବ୍ୟରତ ସାମ୍ବାଦିକ । ତେବେ […]

କରଞ୍ଜିଆ : ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ସତ୍ୟରେ ପରିଣିତ ହୋଇଛି । ଝାରଖଣ୍ଡ, ବେଙ୍ଗଲ ମିସ୍ତ୍ରୀ କାମ କରିବା ବାହାନାରେ ଏଠାରେ ଚୋରି କରିବା, ସଂପ୍ରଦାୟିଜ ଦଙ୍ଗା ସୃଷ୍ଟି କରିବା ହନି ଟ୍ରାପ କରିବା ଆଦି ଅପରାଧିକ କାଯ୍ୟକଳାପ ନେଇ ପୂର୍ବରୁ ଅଭିଯୋଗ କରାଯାଇଥିଲା । ପ୍ରଶାସନ ଗୁରୁତର ନଦେବାରୁ ଆଜି ଘରେ ପଶି ଆକ୍ରମଣ କରିବାକୁ ଛାଡ଼ିନାହାନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

ଆକ୍ରମଣ ର ଶିକାର ହୋଇଛନ୍ତି ଜଣେ କର୍ତ୍ତବ୍ୟରତ ସାମ୍ବାଦିକ । ତେବେ ସାମ୍ବାଦିକ କୁ ଆକ୍ରମଣ ନେଇ ସବୁ ଗଣମାଧ୍ୟମ ଏକ ହେବାରୁ କରଞ୍ଜିଆ ପୁଲିସ ବାଧ୍ୟ ହୋଇ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭିନ୍ନ ସମ୍ପ୍ରଦାୟ ତଥା ବାହାର ରାଜ୍ୟ ଲୋକ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିବାରୁ ସହରରେ ତ୍ରୀବ ଉତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ ସତ୍ୟବ୍ରତ ବେହେରା ଜଣେ ସାମ୍ବାଦିକ, ତାଙ୍କ ଘର କରଞ୍ଜିଆ ଅଟୋ କଲେଜ ନିକଟରେ ।

ଆହୁରି ପଢ଼ନ୍ତୁ: ଇନ୍‌ଫୋସିଟି ଅଞ୍ଚଳରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପ୍ରେମିକ ସମେତ ୩ ଗିରଫ

ତାଙ୍କ ଘର ନିକଟରେ ଜଣେ ବ୍ୟବସାୟୀ ନୂତନ ଘର ନିର୍ମାଣ କରୁଛନ୍ତି ସେଠାରେ ରାଜ୍ୟ ବାହାର ଝାରଖଣ୍ଡ ଜିଲ୍ଲା ର ମହାଗ ଖୁରାଦ ଅଂଚଳରୁ ମିସ୍ତ୍ରୀ ଆସି ସତ୍ୟବ୍ରତ ଙ୍କ ଘର ପାଖରେ ରହୁଥିଲେ । ତେବେ ଉକ୍ତ ମିସ୍ତ୍ରୀ କାହାକୁ ନକହି ସତ୍ୟବ୍ରତ ଙ୍କ ଗାଧୁଆ ଘର ଓ ପାଇଖାନା ବ୍ୟବହାର କରିଆସୁଥିଲେ । ସତ୍ୟବ୍ରତ ଜାଣି ତାଙ୍କୁ ପାଇଖାନା ବ୍ୟବହାର ନକରିବାକୁ କହିଥିଲେ । ଏଥିରେ ଜଣେ ମିସ୍ତ୍ରୀ ତାଙ୍କ ଲିଡର କୁ ଫୋନ କରି ଡାକି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲେ ।

ଲିଡର ଆସିବାରୁ ପାଖରେ ଥିବା ଲୁହା ରଡ଼ ଓ କାଠ ବାଡ଼ିରେ ୯ ଜଣ ମିସ୍ତ୍ରୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଅତି କଦଯ୍ୟ ଭlବରେ ରେ ଗାଳି ଗୁଲଜ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ, ଜଣେ ଲୁହା ରଡ଼ ରେ ମୁଣ୍ଡକୁ ଆଘାତ କରିବାରୁ ସେ ବୁଲିପାଡିବାରୁ ବର୍ତ୍ତିଯାଇଥିଲେ ତେବେ ଲୁହା ରୋଡ ଟି ତାଙ୍କ କାନ ରେ ବାଜି ଖଣ୍ଡିଆ ହୋଇଥିଲା ଓ ମିସ୍ତ୍ରୀମାନେ ସତ୍ୟବ୍ରତ ଙ୍କୁ ନିସ୍ତୁକ ପିଟିଥିଲେ ।

ସତ୍ୟବ୍ରତ ଚିତ୍କାର କରିବାରୁ ପାଖରେ ଥିବା ଜଣେ ପଡୋଶୀ ତାଙ୍କୁ ଉଦ୍ଧାର କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ମହମ୍ମଦ ରଫିକ, ମହମ୍ମଦ ମାଜିଦ, ଏସ୍ତିଖାନ ଆନସାରୀ, ମହମ୍ମଦ ନୌସାଦ, ମହମ୍ମଦ ଇନ୍ତିଜାର, ମହମ୍ମଦ ଅମଜାଦ, ମହମ୍ମଦ ଆସିଫ, ମହମ୍ମଦ ଅଜ଼ାଦ, ମହମ୍ମଦ ଇସ୍ତିକର । ଏମାନଙ୍କ ବିରୋଧରେ ଥାନା କେସ ନମ୍ବର ୧୭୯/୨୨ ଆଇ. ପି. ସି ଧରା ୨୯୪,୪୪୭,୩୨୩,୩୪୧,୩୨୪,୫୦୬/୩୪ ଅନୁଯାଇ ମକର୍ଦମା କରାଯାଇଛି ।

06 Jul 2022 By The Sakala

ଝାରଖଣ୍ଡ ମିସ୍ତ୍ରୀ ଙ୍କ ଦୌରାତ୍ମ୍ୟ ; ଘରେ ପଶି ସଂଘବଦ୍ଧ ଭାବେ ସାମ୍ବାଦିକ ଙ୍କୁ ଆକ୍ରମଣ, ୯ ଗିରଫ

କରଞ୍ଜିଆ : ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ସତ୍ୟରେ ପରିଣିତ ହୋଇଛି । ଝାରଖଣ୍ଡ, ବେଙ୍ଗଲ ମିସ୍ତ୍ରୀ କାମ କରିବା ବାହାନାରେ ଏଠାରେ ଚୋରି କରିବା, ସଂପ୍ରଦାୟିଜ ଦଙ୍ଗା ସୃଷ୍ଟି କରିବା ହନି ଟ୍ରାପ କରିବା ଆଦି ଅପରାଧିକ କାଯ୍ୟକଳାପ ନେଇ ପୂର୍ବରୁ ଅଭିଯୋଗ କରାଯାଇଥିଲା । ପ୍ରଶାସନ ଗୁରୁତର ନଦେବାରୁ ଆଜି ଘରେ ପଶି ଆକ୍ରମଣ କରିବାକୁ ଛାଡ଼ିନାହାନ୍ତି ।

ଆକ୍ରମଣ ର ଶିକାର ହୋଇଛନ୍ତି ଜଣେ କର୍ତ୍ତବ୍ୟରତ ସାମ୍ବାଦିକ । ତେବେ ସାମ୍ବାଦିକ କୁ ଆକ୍ରମଣ ନେଇ ସବୁ ଗଣମାଧ୍ୟମ ଏକ ହେବାରୁ କରଞ୍ଜିଆ ପୁଲିସ ବାଧ୍ୟ ହୋଇ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭିନ୍ନ ସମ୍ପ୍ରଦାୟ ତଥା ବାହାର ରାଜ୍ୟ ଲୋକ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିବାରୁ ସହରରେ ତ୍ରୀବ ଉତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ ସତ୍ୟବ୍ରତ ବେହେରା ଜଣେ ସାମ୍ବାଦିକ, ତାଙ୍କ ଘର କରଞ୍ଜିଆ ଅଟୋ କଲେଜ ନିକଟରେ ।

ତାଙ୍କ ଘର ନିକଟରେ ଜଣେ ବ୍ୟବସାୟୀ ନୂତନ ଘର ନିର୍ମାଣ କରୁଛନ୍ତି ସେଠାରେ ରାଜ୍ୟ ବାହାର ଝାରଖଣ୍ଡ ଜିଲ୍ଲା ର ମହାଗ ଖୁରାଦ ଅଂଚଳରୁ ମିସ୍ତ୍ରୀ ଆସି ସତ୍ୟବ୍ରତ ଙ୍କ ଘର ପାଖରେ ରହୁଥିଲେ । ତେବେ ଉକ୍ତ ମିସ୍ତ୍ରୀ କାହାକୁ ନକହି ସତ୍ୟବ୍ରତ ଙ୍କ ଗାଧୁଆ ଘର ଓ ପାଇଖାନା ବ୍ୟବହାର କରିଆସୁଥିଲେ । ସତ୍ୟବ୍ରତ ଜାଣି ତାଙ୍କୁ ପାଇଖାନା ବ୍ୟବହାର ନକରିବାକୁ କହିଥିଲେ । ଏଥିରେ ଜଣେ ମିସ୍ତ୍ରୀ ତାଙ୍କ ଲିଡର କୁ ଫୋନ କରି ଡାକି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲେ ।

ଲିଡର ଆସିବାରୁ ପାଖରେ ଥିବା ଲୁହା ରଡ଼ ଓ କାଠ ବାଡ଼ିରେ ୯ ଜଣ ମିସ୍ତ୍ରୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଅତି କଦଯ୍ୟ ଭlବରେ ରେ ଗାଳି ଗୁଲଜ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ, ଜଣେ ଲୁହା ରଡ଼ ରେ ମୁଣ୍ଡକୁ ଆଘାତ କରିବାରୁ ସେ ବୁଲିପାଡିବାରୁ ବର୍ତ୍ତିଯାଇଥିଲେ ତେବେ ଲୁହା ରୋଡ ଟି ତାଙ୍କ କାନ ରେ ବାଜି ଖଣ୍ଡିଆ ହୋଇଥିଲା ଓ ମିସ୍ତ୍ରୀମାନେ ସତ୍ୟବ୍ରତ ଙ୍କୁ ନିସ୍ତୁକ ପିଟିଥିଲେ ।

ସତ୍ୟବ୍ରତ ଚିତ୍କାର କରିବାରୁ ପାଖରେ ଥିବା ଜଣେ ପଡୋଶୀ ତାଙ୍କୁ ଉଦ୍ଧାର କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ମହମ୍ମଦ ରଫିକ, ମହମ୍ମଦ ମାଜିଦ, ଏସ୍ତିଖାନ ଆନସାରୀ, ମହମ୍ମଦ ନୌସାଦ, ମହମ୍ମଦ ଇନ୍ତିଜାର, ମହମ୍ମଦ ଅମଜାଦ, ମହମ୍ମଦ ଆସିଫ, ମହମ୍ମଦ ଅଜ଼ାଦ, ମହମ୍ମଦ ଇସ୍ତିକର । ଏମାନଙ୍କ ବିରୋଧରେ ଥାନା କେସ ନମ୍ବର ୧୭୯/୨୨ ଆଇ. ପି. ସି ଧରା ୨୯୪,୪୪୭,୩୨୩,୩୪୧,୩୨୪,୫୦୬/୩୪ ଅନୁଯାଇ ମକର୍ଦମା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର