ଭିଜିଲାନ୍ସ ଜାଲରେ ଦେଓଗାଁ ବିଆରସି, ବିଲ୍ ପାସ କରାଇବା ପାଇଁ ମାଗୁଥିଲେ ଲାଞ୍ଚ

The Sakala Picture
Published On

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।  ଲାଞ୍ଚ ନେଉଥିବାବେଳେ ଜଣେ କର୍ମଚାରୀ ଧରାପଡ଼ିଛନ୍ତି। ଉକ୍ତ କର୍ମଚାରୀ ଜଣକ ହେଉଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଜଣେ ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ ବିଆରସି ବିଲ ପାସ କରାଇବାକୁ ଲାଞ୍ଚ […]

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।  ଲାଞ୍ଚ ନେଉଥିବାବେଳେ ଜଣେ କର୍ମଚାରୀ ଧରାପଡ଼ିଛନ୍ତି। ଉକ୍ତ କର୍ମଚାରୀ ଜଣକ ହେଉଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଜଣେ ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ ବିଆରସି ବିଲ ପାସ କରାଇବାକୁ ଲାଞ୍ଚ ମାଗିଥିଲେ। ଏହାପରେ ଠିକାଦାର ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯାହା ଫଳରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ଜଳଯୋଗାଣ ଓ ପରିମଳ ବିଭାଗରେ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ବିଆରସିଙ୍କୁ ଧରିଥିଲେ।

ଆହୁରି ପଢ଼ନ୍ତୁ: ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

07 Mar 2024 By The Sakala

ଭିଜିଲାନ୍ସ ଜାଲରେ ଦେଓଗାଁ ବିଆରସି, ବିଲ୍ ପାସ କରାଇବା ପାଇଁ ମାଗୁଥିଲେ ଲାଞ୍ଚ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।  ଲାଞ୍ଚ ନେଉଥିବାବେଳେ ଜଣେ କର୍ମଚାରୀ ଧରାପଡ଼ିଛନ୍ତି। ଉକ୍ତ କର୍ମଚାରୀ ଜଣକ ହେଉଛନ୍ତି ଦେଓଗାଁ ଜଳ ଓ ପରିମଳ ବିଭାଗର ବିଆରସି ମଧୁସୂଦନ ପଟେଲ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଜଣେ ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ ବିଆରସି ବିଲ ପାସ କରାଇବାକୁ ଲାଞ୍ଚ ମାଗିଥିଲେ। ଏହାପରେ ଠିକାଦାର ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯାହା ଫଳରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ଜଳଯୋଗାଣ ଓ ପରିମଳ ବିଭାଗରେ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ବିଆରସିଙ୍କୁ ଧରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର