ବଲାଙ୍ଗୀରରେ ଚାଞ୍ଚଲ୍ଯ: ଘରୁ ମିଳିଲା ଶାଶୁ-ବୋହୂଙ୍କ ଗଳାକଟା ମୃତଦେହ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଥାନା ନୂଆପଡ଼ା ଗାଁରୁ ଚାଞ୍ଚଲ୍ଯକର ଘଟଣା ସାମ୍ନାକୁ ଆସିଛି। ଦିନ ଦ୍ବିପ୍ରହରରେ ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଘର ଭିତରୁ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି। ଉଭୟ ମୃତକ ସମ୍ପର୍କରେ ଶାଶୁ-ବୋହୂ ବୋଲି ଗ୍ରାମବାସୀ କହିଛନ୍ତି। କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ସ୍ପଷ୍ଟ ଜଣା ପଡି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର