ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହଣ୍ଡି ବିଶ୍ବନାଥପୁର ସ୍ଥିତ ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି। ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।  ଏହି ଚଢାଉରେ ୬ଜଣ ଡିଏସପି ଓ ୪ ଇନ୍‌ସ୍ପେକ୍ଟର ସାମିଲ ଥିବା ସୂଚନା । ତେବେ ଚଢାଉ ଜାରି ରହିଥିବାରୁ କେତେ ପରିମାଣର ସମ୍ପତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡି […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହଣ୍ଡି ବିଶ୍ବନାଥପୁର ସ୍ଥିତ ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି। ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।  ଏହି ଚଢାଉରେ ୬ଜଣ ଡିଏସପି ଓ ୪ ଇନ୍‌ସ୍ପେକ୍ଟର ସାମିଲ ଥିବା ସୂଚନା । ତେବେ ଚଢାଉ ଜାରି ରହିଥିବାରୁ କେତେ ପରିମାଣର ସମ୍ପତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

07 Mar 2022 By The Sakala

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହଣ୍ଡି ବିଶ୍ବନାଥପୁର ସ୍ଥିତ ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି। ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।  ଏହି ଚଢାଉରେ ୬ଜଣ ଡିଏସପି ଓ ୪ ଇନ୍‌ସ୍ପେକ୍ଟର ସାମିଲ ଥିବା ସୂଚନା । ତେବେ ଚଢାଉ ଜାରି ରହିଥିବାରୁ କେତେ ପରିମାଣର ସମ୍ପତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ।

https://www.thesakala.in/crime/vigilance-raid-on-college-principal-home/article-9753
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର