ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ: ମାତିଲେଣି ପକ୍ଷୀ ଶିକାରୀ, ଜଣେ ଗିରଫ

The Sakala Picture
Published On

ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ହୋଇଥିବା ବେଳେ ଶିକାରୀ ଏବେ ମାତିଛନ୍ତି। ଆଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ପାଖରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣାର ବିଦ୍ୟାଧର ରାଉତ । ତାଙ୍କ ପାଖରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ଜବତ କରିଛି ବନବିଭାଗ […]

ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ହୋଇଥିବା ବେଳେ ଶିକାରୀ ଏବେ ମାତିଛନ୍ତି। ଆଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ପାଖରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣାର ବିଦ୍ୟାଧର ରାଉତ । ତାଙ୍କ ପାଖରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ଜବତ କରିଛି ବନବିଭାଗ । ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ବିଷ ଦେଇ ପକ୍ଷୀ ଶିକାର କରୁଥିଲେ ଗିରଫ ଶିକାରୀ । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ବନବିଭାଗର ପାଟ୍ରୋଲିଂରେ ଢିଲା ଯୋଗୁଁ ଶିକାରୀ ସକ୍ରିୟ ଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

28 Nov 2021 By The Sakala

ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ: ମାତିଲେଣି ପକ୍ଷୀ ଶିକାରୀ, ଜଣେ ଗିରଫ

ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ହୋଇଥିବା ବେଳେ ଶିକାରୀ ଏବେ ମାତିଛନ୍ତି। ଆଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ପାଖରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣାର ବିଦ୍ୟାଧର ରାଉତ । ତାଙ୍କ ପାଖରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ଜବତ କରିଛି ବନବିଭାଗ । ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ବିଷ ଦେଇ ପକ୍ଷୀ ଶିକାର କରୁଥିଲେ ଗିରଫ ଶିକାରୀ । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ବନବିଭାଗର ପାଟ୍ରୋଲିଂରେ ଢିଲା ଯୋଗୁଁ ଶିକାରୀ ସକ୍ରିୟ ଥିବା ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର