ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଜ୍ଯର ୧୧ଟି ଜିଲ୍ଲାରେ ବଡ଼ ଧରଣର ଚଢାଉ

The Sakala Picture
Published On

ଭୁବନେଶ୍ୱର: ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଜ୍ୟରେ ବଡ଼ ଧରଣର ଚଢ଼ାଉ ଚାଲିଛଇ । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ ଚାଲିଛି। ଭୁବନେଶ୍ୱରରେ ତିନିଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଛି । ବାସୁଦେବ ଉଡସ୍, ଫର୍ଣ୍ଣିଚର ଗୋଡାଉନ ଓ ଚିରାଗ ଇଣ୍ଡଷ୍ଟ୍ରିରେ ରେଡ୍‌ ଚାଲିଛି । ୧୩୬ ଜଣ ଅଫିସର ରେଡ୍‌ରେ ସାମିଲ ହୋଇଛନ୍ତି । କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ସମ୍ବଲପୁର, ବରଗଡ,ରାଉରକେଲା, ଭବାନୀପାଟଣା, କଣ୍ଟାବାଞ୍ଜିରେ […]

ଭୁବନେଶ୍ୱର: ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଜ୍ୟରେ ବଡ଼ ଧରଣର ଚଢ଼ାଉ ଚାଲିଛଇ । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ ଚାଲିଛି। ଭୁବନେଶ୍ୱରରେ ତିନିଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଛି । ବାସୁଦେବ ଉଡସ୍, ଫର୍ଣ୍ଣିଚର ଗୋଡାଉନ ଓ ଚିରାଗ ଇଣ୍ଡଷ୍ଟ୍ରିରେ ରେଡ୍‌ ଚାଲିଛି । ୧୩୬ ଜଣ ଅଫିସର ରେଡ୍‌ରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ସମ୍ବଲପୁର, ବରଗଡ,ରାଉରକେଲା, ଭବାନୀପାଟଣା, କଣ୍ଟାବାଞ୍ଜିରେ ଚାଲିଛି ଏକକାଳୀନ ରେଡ୍ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଜିଏସଟି ଚଢାଉ କରୁଛି । ରାଉରକେଲା ସହରର ଦୁଇଟି ସ୍ଥାନରେ ଜି ଏସ ଟି ଚଢାଉ ହେଉଛି । ଡେଲି ମାର୍କେଟ ଓ ମେନ ରୋଡରେ ଥିବା ଫର୍ଣ୍ଣିଚର ସୋରୁମରେ ଚଢ଼ାଉ ଚାଲିଛି ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସେପଟେ, ସମ୍ବଲପୁରର ୫ଟି ସ୍ଥାନରେ ରେଡ୍ ହେଉଛି । ଗୋଏଲ ଫର୍ଣ୍ଣିଚର୍‌ରେ ଜିଏସଟି ରେଡ୍ ହୋଇଥିବା ବେଳେ ସହରର ତିନିଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ସେପଟେ ବଲାଙ୍ଗୀର କଣ୍ଟାବାଞ୍ଜିର ରାଜୀବ ଅଗ୍ରୱାଲଙ୍କ ଆରକେ ଟ୍ରେଡର୍ସର ପ୍ଲାଏଉଡ ଦୋକାନ ଓ ଗୋଦାମରେ ଚଢ଼ାଉ ଚାଲିଛି । କିଛି ଗୁରୁତ୍ୱପୂର୍ଣ କାଗଜ ପତ୍ର ଜବତ କରି ଯାଞ୍ଚ ଜାରି ରହିଛି ।

17 Nov 2021 By The Sakala

ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଜ୍ଯର ୧୧ଟି ଜିଲ୍ଲାରେ ବଡ଼ ଧରଣର ଚଢାଉ

ଭୁବନେଶ୍ୱର: ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଜ୍ୟରେ ବଡ଼ ଧରଣର ଚଢ଼ାଉ ଚାଲିଛଇ । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ ଚାଲିଛି। ଭୁବନେଶ୍ୱରରେ ତିନିଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଛି । ବାସୁଦେବ ଉଡସ୍, ଫର୍ଣ୍ଣିଚର ଗୋଡାଉନ ଓ ଚିରାଗ ଇଣ୍ଡଷ୍ଟ୍ରିରେ ରେଡ୍‌ ଚାଲିଛି । ୧୩୬ ଜଣ ଅଫିସର ରେଡ୍‌ରେ ସାମିଲ ହୋଇଛନ୍ତି ।

କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ସମ୍ବଲପୁର, ବରଗଡ,ରାଉରକେଲା, ଭବାନୀପାଟଣା, କଣ୍ଟାବାଞ୍ଜିରେ ଚାଲିଛି ଏକକାଳୀନ ରେଡ୍ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଜିଏସଟି ଚଢାଉ କରୁଛି । ରାଉରକେଲା ସହରର ଦୁଇଟି ସ୍ଥାନରେ ଜି ଏସ ଟି ଚଢାଉ ହେଉଛି । ଡେଲି ମାର୍କେଟ ଓ ମେନ ରୋଡରେ ଥିବା ଫର୍ଣ୍ଣିଚର ସୋରୁମରେ ଚଢ଼ାଉ ଚାଲିଛି ।

ସେପଟେ, ସମ୍ବଲପୁରର ୫ଟି ସ୍ଥାନରେ ରେଡ୍ ହେଉଛି । ଗୋଏଲ ଫର୍ଣ୍ଣିଚର୍‌ରେ ଜିଏସଟି ରେଡ୍ ହୋଇଥିବା ବେଳେ ସହରର ତିନିଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ସେପଟେ ବଲାଙ୍ଗୀର କଣ୍ଟାବାଞ୍ଜିର ରାଜୀବ ଅଗ୍ରୱାଲଙ୍କ ଆରକେ ଟ୍ରେଡର୍ସର ପ୍ଲାଏଉଡ ଦୋକାନ ଓ ଗୋଦାମରେ ଚଢ଼ାଉ ଚାଲିଛି । କିଛି ଗୁରୁତ୍ୱପୂର୍ଣ କାଗଜ ପତ୍ର ଜବତ କରି ଯାଞ୍ଚ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର