ରାଜଧାନୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା: ୬ଗିରଫ, ମୁଖ୍ଯ ଅଭିଯୁକ୍ତ ଫେରାର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ଛୁରୀରେ ଭୁସି ହତ୍ୟା । ଖଣ୍ଡଗିରି ଥାନା ରଘୁନାଥ ନଗର ମନ୍ଦିର ନିକଟରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତ୍ରିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମିଳିଥିବା ସୂଚନା ମୁତାବକ ମୃତକ ଜଣଙ୍କ ହେଉଛନ୍ତି ସନତାନ ରାଉତରାୟ । ଅଭିଯୋଗ ପରେ ପୋଲିସ ଘଟଣାରେ ୬ ଜଣକୁ ଗିରଫ କରିଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ଫେରାର […]

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ଛୁରୀରେ ଭୁସି ହତ୍ୟା । ଖଣ୍ଡଗିରି ଥାନା ରଘୁନାଥ ନଗର ମନ୍ଦିର ନିକଟରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତ୍ରିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମିଳିଥିବା ସୂଚନା ମୁତାବକ ମୃତକ ଜଣଙ୍କ ହେଉଛନ୍ତି ସନତାନ ରାଉତରାୟ ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଅଭିଯୋଗ ପରେ ପୋଲିସ ଘଟଣାରେ ୬ ଜଣକୁ ଗିରଫ କରିଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଖଣ୍ଡଗିର ପୋଲିସ ଘଟଣାର ତଦନ୍ତ କରୁଛି । କାହିଁକି ଓ କେଉଁ କାରଣରୁ ଯୁବକ ଜଣଙ୍କୁ ଅଭିଯୁକ୍ତମାନେ ହତ୍ୟା କଲେ ତାହାର କାରଣ ଖୋଜୁଛି ପୋଲିସ । ସେପଟେ ଏହି ହତ୍ୟା ଘଟଣାରେ ଆଉ କେଉଁ ମାନଙ୍କର ହାତ ରହିଛି ତଦନ୍ତ ଚଳାଇଛି ଖଣ୍ଡଗିରି ପୋଲିସ ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର