୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାର ରାୟ ପ୍ରକାଶ: ୩୦ଜଣ ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ

The Sakala Picture
Published On

କନ୍ଧମାଳ: ୨୦୦୮ ମସିହା କନ୍ଧମାଳ ଦଙ୍ଗା ସମୟରେ କୋଟଗଡ ଥାନା ଅଂଚଳର ବଣ୍ଡାପିପିଲିରେ ଘଟିଥିବା ଘଟଣାର ରାୟ ପ୍ରକାଶ ପାଇଛି। ଘଟଣାର ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ JMFC ଅନୁରାଗ ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡା ଦେଶ ସହିତ ଏକ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ୬ମାସ ଅଧିକା ଜେଲ ଦଣ୍ଡ ଭୋଗିବାକୁ ହେବ। ୩୦ଜଣରୁ କୋର୍ଟରେ ଅନୁପସ୍ଥିତ ଥିବା ୬ଜଣଙ୍କ ବିରୁଦ୍ଧରେ କୋର୍ଟ ପକ୍ଷରୁ […]

କନ୍ଧମାଳ: ୨୦୦୮ ମସିହା କନ୍ଧମାଳ ଦଙ୍ଗା ସମୟରେ କୋଟଗଡ ଥାନା ଅଂଚଳର ବଣ୍ଡାପିପିଲିରେ ଘଟିଥିବା ଘଟଣାର ରାୟ ପ୍ରକାଶ ପାଇଛି। ଘଟଣାର ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ JMFC ଅନୁରାଗ ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡା ଦେଶ ସହିତ ଏକ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ୬ମାସ ଅଧିକା ଜେଲ ଦଣ୍ଡ ଭୋଗିବାକୁ ହେବ। ୩୦ଜଣରୁ କୋର୍ଟରେ ଅନୁପସ୍ଥିତ ଥିବା ୬ଜଣଙ୍କ ବିରୁଦ୍ଧରେ କୋର୍ଟ ପକ୍ଷରୁ NBW ଇସୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁଯାୟୀ, ସେତେବେଳେ ବଣ୍ଡାପିପିଲିର ଅତୁଲ ପରିଜାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଆଜି ରାୟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

29 Jul 2021 By The Sakala

୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାର ରାୟ ପ୍ରକାଶ: ୩୦ଜଣ ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ

କନ୍ଧମାଳ: ୨୦୦୮ ମସିହା କନ୍ଧମାଳ ଦଙ୍ଗା ସମୟରେ କୋଟଗଡ ଥାନା ଅଂଚଳର ବଣ୍ଡାପିପିଲିରେ ଘଟିଥିବା ଘଟଣାର ରାୟ ପ୍ରକାଶ ପାଇଛି। ଘଟଣାର ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ JMFC ଅନୁରାଗ ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡା ଦେଶ ସହିତ ଏକ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ୬ମାସ ଅଧିକା ଜେଲ ଦଣ୍ଡ ଭୋଗିବାକୁ ହେବ। ୩୦ଜଣରୁ କୋର୍ଟରେ ଅନୁପସ୍ଥିତ ଥିବା ୬ଜଣଙ୍କ ବିରୁଦ୍ଧରେ କୋର୍ଟ ପକ୍ଷରୁ NBW ଇସୁ କରାଯାଇଛି।

ସୂଚନା ଅନୁଯାୟୀ, ସେତେବେଳେ ବଣ୍ଡାପିପିଲିର ଅତୁଲ ପରିଜାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଆଜି ରାୟ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର