କୋରାପୁଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ୩ ଅଟକ

The Sakala Picture
Published On

କୋରାପୁଟ : କରୋପୁଟରୁ ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍। ମଙ୍ଗଳବାର ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ ବେଳେ ପଟାଙ୍ଗୀ ପୁଲିସ ଏକ କାରରୁ ଏହି ଜାଲ୍ ନୋଟ୍‌ ଜବତ କରିଛି। ଏନେଇ  ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଦେଇଛନ୍ତ। ସୂଚନାଯୋଗ୍ୟ ମଙ୍ଗଳବାର ପଟାଙ୍ଗୀ ପୁଲିସ ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ କାରକୂ ଯାଞ୍ଚ କରିବାରୁ ସେଥିରୁ ୭ କୋଟି ୯୦ ଲକ୍ଷ ଟଙ୍କାର […]

କୋରାପୁଟ : କରୋପୁଟରୁ ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍। ମଙ୍ଗଳବାର ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ ବେଳେ ପଟାଙ୍ଗୀ ପୁଲିସ ଏକ କାରରୁ ଏହି ଜାଲ୍ ନୋଟ୍‌ ଜବତ କରିଛି। ଏନେଇ  ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଦେଇଛନ୍ତ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ସୂଚନାଯୋଗ୍ୟ ମଙ୍ଗଳବାର ପଟାଙ୍ଗୀ ପୁଲିସ ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ କାରକୂ ଯାଞ୍ଚ କରିବାରୁ ସେଥିରୁ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବଦ କରାଯାଇଥିଲା। ପୁଲିସ ଜାଲ୍‌ ନୋଟ୍‌ ସହ କାର ଓ ୩ ଜଣଙ୍କୁ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର