ଠକକୁ ଅପହରଣ କରି ଅପହୃତକାରୀ ଗିରଫ୍

The Sakala Picture
Published On

ଭୁବନେଶ୍ୱର: ରାଜାଧନୀ ଉପକଣ୍ଠରୁ ଏକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ଚନ୍ଦକା ଥାନା ପୁଲିସ। ଅପହାରଣକାରୀ ସମେତ ଚାକିରି ଦେବାକୁ କହି ଠକିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଟି ହେଉଛି, ଅନ୍ଧାରୁଆ ଅଞ୍ଚଳର ଦୀପାଞ୍ଜଳୀ ଆପାର୍ଟମେଣ୍ଟରେ ରହୁଥିବା ସଦାନନ୍ଦ ବେହେରା ଦୁଇ ଜଣ ଯୁବକଙ୍କୁ ପୁଲିସରେ ଚାକିରି ଦେବାକୁ କହି ତାଙ୍କଠୁ ୩ ଲକ୍ଷ ଟଙ୍କା ନେଇଥିଲେ। ଠକେଇର ଶିକାର ହୋଇଥିବା ଉକ୍ତ ୨ ଯୁବକ ହେଲେ ପ୍ରୋମଦ ମହାନ୍ତି ଓ […]

ଭୁବନେଶ୍ୱର: ରାଜାଧନୀ ଉପକଣ୍ଠରୁ ଏକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ଚନ୍ଦକା ଥାନା ପୁଲିସ। ଅପହାରଣକାରୀ ସମେତ ଚାକିରି ଦେବାକୁ କହି ଠକିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଘଟଣା ଟି ହେଉଛି, ଅନ୍ଧାରୁଆ ଅଞ୍ଚଳର ଦୀପାଞ୍ଜଳୀ ଆପାର୍ଟମେଣ୍ଟରେ ରହୁଥିବା ସଦାନନ୍ଦ ବେହେରା ଦୁଇ ଜଣ ଯୁବକଙ୍କୁ ପୁଲିସରେ ଚାକିରି ଦେବାକୁ କହି ତାଙ୍କଠୁ ୩ ଲକ୍ଷ ଟଙ୍କା ନେଇଥିଲେ। ଠକେଇର ଶିକାର ହୋଇଥିବା ଉକ୍ତ ୨ ଯୁବକ ହେଲେ ପ୍ରୋମଦ ମହାନ୍ତି ଓ ସନ୍ତୋଷ ପଟନାୟକ ।  ଦୁଇ ବର୍ଷ ପରେ ଟଙ୍କାକି ଚାକିରୀ ନ ଦେବାରୁ ଟଙ୍କା ପାଇବା ପାଇଁ ଗତ ୯ ତାରିଖରେ ସଦାନନ୍ଦକୁ ଅନ୍ଧାରୁଆ ମାଳିମା ମନ୍ଦିର ନିକଟରୁ ଅପହରଣ କରିଥିଲେ ଠକେଇର ଶିକାର ହୋଇଥିବା ପ୍ରୋମଦ ଓ ସନ୍ତୋଷ। ସଦାନନ୍ଦଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀକୁ ଫୋନ କରି ସାଢ଼େ ୩ ଲକ୍ଷ ମାଗିଥିଲେ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଅପହରଣ ନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନମ୍ବରକୁ ଟ୍ରାକ କରି ପୁଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ ଚଢ଼ାଉ କରିବା ପରେ ଅପହରଣକାରୀ ଓ ଅପହୃତାକୁ କାବୁ କରିଥିଲେ। ପରେ ପୁଲିସର ତଦନ୍ତ ବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଯାହାପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ଗିରଫ କରିବା ସହ ସଦାନନ୍ଦକୁ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଛି । ସଦନାଦ ଏମିତି କେତେ ଜଣଙ୍କ ଠାରୁ ଠକେଇ କରିଛି ପୁଲିସ ତା’ର ତଦନ୍ତ ଜାରି ରଖିଛି। ୩ ଜଣଙ୍କୁ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

11 Jul 2021 By The Sakala

ଠକକୁ ଅପହରଣ କରି ଅପହୃତକାରୀ ଗିରଫ୍

ଭୁବନେଶ୍ୱର: ରାଜାଧନୀ ଉପକଣ୍ଠରୁ ଏକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ଚନ୍ଦକା ଥାନା ପୁଲିସ। ଅପହାରଣକାରୀ ସମେତ ଚାକିରି ଦେବାକୁ କହି ଠକିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣା ଟି ହେଉଛି, ଅନ୍ଧାରୁଆ ଅଞ୍ଚଳର ଦୀପାଞ୍ଜଳୀ ଆପାର୍ଟମେଣ୍ଟରେ ରହୁଥିବା ସଦାନନ୍ଦ ବେହେରା ଦୁଇ ଜଣ ଯୁବକଙ୍କୁ ପୁଲିସରେ ଚାକିରି ଦେବାକୁ କହି ତାଙ୍କଠୁ ୩ ଲକ୍ଷ ଟଙ୍କା ନେଇଥିଲେ। ଠକେଇର ଶିକାର ହୋଇଥିବା ଉକ୍ତ ୨ ଯୁବକ ହେଲେ ପ୍ରୋମଦ ମହାନ୍ତି ଓ ସନ୍ତୋଷ ପଟନାୟକ ।  ଦୁଇ ବର୍ଷ ପରେ ଟଙ୍କାକି ଚାକିରୀ ନ ଦେବାରୁ ଟଙ୍କା ପାଇବା ପାଇଁ ଗତ ୯ ତାରିଖରେ ସଦାନନ୍ଦକୁ ଅନ୍ଧାରୁଆ ମାଳିମା ମନ୍ଦିର ନିକଟରୁ ଅପହରଣ କରିଥିଲେ ଠକେଇର ଶିକାର ହୋଇଥିବା ପ୍ରୋମଦ ଓ ସନ୍ତୋଷ। ସଦାନନ୍ଦଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀକୁ ଫୋନ କରି ସାଢ଼େ ୩ ଲକ୍ଷ ମାଗିଥିଲେ।

ଅପହରଣ ନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନମ୍ବରକୁ ଟ୍ରାକ କରି ପୁଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ ଚଢ଼ାଉ କରିବା ପରେ ଅପହରଣକାରୀ ଓ ଅପହୃତାକୁ କାବୁ କରିଥିଲେ। ପରେ ପୁଲିସର ତଦନ୍ତ ବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଯାହାପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ଗିରଫ କରିବା ସହ ସଦାନନ୍ଦକୁ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଛି । ସଦନାଦ ଏମିତି କେତେ ଜଣଙ୍କ ଠାରୁ ଠକେଇ କରିଛି ପୁଲିସ ତା’ର ତଦନ୍ତ ଜାରି ରଖିଛି। ୩ ଜଣଙ୍କୁ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

https://www.thesakala.in/crime/police-arrested-3-person-in-kidnap-and-fraud-case/article-3661
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର