ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଶାବଳରେ ପିଟି ଯୁବକଙ୍କୁ ହତ୍ୟା

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଶାବଳ ସାହାଯ୍ୟରେ ପିଟି ଯୁବକଙ୍କୁ ହତ୍ୟା। ତମାଣ୍ଡୋ ଥାନା ସିଭି ରମଣ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ରାସ୍ତାକଡ଼ରେ ଥିବା ଏକ ଘରୁ ମୃତଦେହ ଜବତ କଲା ପୁଲିସ। ମୃତକଙ୍କ ନାଁ ସୁଶାନ୍ତ ଶତପଥୀ। ସେ ରୋଷେୟା ଭାବେ କାମ କରନ୍ତି। ସେହିଠାରେ ଭଡାରେ ରହୁଥିବା ଆଉ ଜଣେ ରାଜମିସ୍ତ୍ରୀ ନିଶାଶକ୍ତ ଅବସ୍ଥରେ ତାଙ୍କୁ ହତ୍ୟା କରିଛି ।ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ତମାଣ୍ଡୋ ଥାନା ପୁଲିସ। ତେବେ […]

ଭୁବନେଶ୍ବର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଶାବଳ ସାହାଯ୍ୟରେ ପିଟି ଯୁବକଙ୍କୁ ହତ୍ୟା। ତମାଣ୍ଡୋ ଥାନା ସିଭି ରମଣ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ରାସ୍ତାକଡ଼ରେ ଥିବା ଏକ ଘରୁ ମୃତଦେହ ଜବତ କଲା ପୁଲିସ। ମୃତକଙ୍କ ନାଁ ସୁଶାନ୍ତ ଶତପଥୀ। ସେ ରୋଷେୟା ଭାବେ କାମ କରନ୍ତି। ସେହିଠାରେ ଭଡାରେ ରହୁଥିବା ଆଉ ଜଣେ ରାଜମିସ୍ତ୍ରୀ ନିଶାଶକ୍ତ ଅବସ୍ଥରେ ତାଙ୍କୁ ହତ୍ୟା କରିଛି ।ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ତମାଣ୍ଡୋ ଥାନା ପୁଲିସ। ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର