ପୁଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ: ୧୧ ଗିରଫ, ୧୭ଟି ସୁନା ଚେନ ସହ ୨ ଲକ୍ଷରୁ ଅଧିକ ଟଙ୍କା ଜବତ

The Sakala Picture
Published On

ଭୁବନେଶ୍ବର: କମିଶନରେଟ ପୁଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ । ୧୧ ଜଣ ଲୁଟେରା ଓ ଡକାୟତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଦିନ ଦ୍ବିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି କମିଶନରେଟ ପୁଲିସ। ୧୭ଟି ସୁନା ଚେନ ସହ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କରୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଅସାବଧାନତାର ସୁଯୋଗ ନେଇ ବାଇକ ଡିକି ଭାଙ୍ଗି ଲୁଟୁଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

03 Apr 2024 By The Sakala

ପୁଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ: ୧୧ ଗିରଫ, ୧୭ଟି ସୁନା ଚେନ ସହ ୨ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ବର: କମିଶନରେଟ ପୁଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ । ୧୧ ଜଣ ଲୁଟେରା ଓ ଡକାୟତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଦିନ ଦ୍ବିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି କମିଶନରେଟ ପୁଲିସ। ୧୭ଟି ସୁନା ଚେନ ସହ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କରୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଅସାବଧାନତାର ସୁଯୋଗ ନେଇ ବାଇକ ଡିକି ଭାଙ୍ଗି ଲୁଟୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର