ବିଲିଂ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଠକୁଥିଲେ ହସ୍ପିଟାଲ କର୍ମଚାରୀ, ଗିରଫ କଲା ପୁଲିସ

The Sakala Picture
Published On

ଭୁବନେଶ୍ବର: ହସ୍ପିଟାଲରେ ଚାକିରି କରି ରୋଗୀଙ୍କୁ ଠକେଇ। ରୋଗୀଙ୍କ ସମ୍ପର୍କୀୟଙ୍କୁ ଚୂନ ଲଗାଉଥିଲେ ହସ୍ପିଟାଲ କର୍ମଚାରୀ। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲରେ। ସେଠାରେ ଜଣେ କର୍ମଚାରୀ ରେଡିଓଲୋଜିଷ୍ଟ ଭାବେ କାମ କରି ଭିନ୍ନଭିନ୍ନ ଉପାୟରେ ବିଲିଂ ସମୟରେ ଠକୁଥିଲେ। ୩୧ ଲକ୍ଷ ଟଙ୍କା ଠକି ନେଇଥିବା କରିତକର୍ମା ନାରାୟଣ ବେହେରାକୁ କଟକ ବୟାଳିସ ମୌଜାର ଶିଶୁଆ ଗାଁରୁ ଗିରଫ କରାଯାଇଛି । କେସ ନମ୍ବର ୩୬୯, […]

ଭୁବନେଶ୍ବର: ହସ୍ପିଟାଲରେ ଚାକିରି କରି ରୋଗୀଙ୍କୁ ଠକେଇ। ରୋଗୀଙ୍କ ସମ୍ପର୍କୀୟଙ୍କୁ ଚୂନ ଲଗାଉଥିଲେ ହସ୍ପିଟାଲ କର୍ମଚାରୀ। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ସେଠାରେ ଜଣେ କର୍ମଚାରୀ ରେଡିଓଲୋଜିଷ୍ଟ ଭାବେ କାମ କରି ଭିନ୍ନଭିନ୍ନ ଉପାୟରେ ବିଲିଂ ସମୟରେ ଠକୁଥିଲେ। ୩୧ ଲକ୍ଷ ଟଙ୍କା ଠକି ନେଇଥିବା କରିତକର୍ମା ନାରାୟଣ ବେହେରାକୁ କଟକ ବୟାଳିସ ମୌଜାର ଶିଶୁଆ ଗାଁରୁ ଗିରଫ କରାଯାଇଛି । କେସ ନମ୍ବର ୩୬୯, ଦଫା ୪୦୮, ୪୧୭, ୪୨୦ରେ କୋର୍ଟଚାଲାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

୨୦୧୯ ରୁ ୨୦୧୩ ପର୍ଯ୍ୟନ୍ତ ନାରାୟଣ ସେଠାରେ କାମ କରୁଥିବା ବେଳେ ରୋଗୀଙ୍କୁ ମିଛ ବିଲ କରାଇ ଠକିଛନ୍ତି । ହସ୍ପିଟାଲର ଅନ୍ୟ ଯେଉଁମାନେ ଏଭଳି ଠକେଇର ସମ୍ପୃକ୍ତ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ପି.କେ.ମଲ୍ଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

17 Nov 2023 By The Sakala

ବିଲିଂ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଠକୁଥିଲେ ହସ୍ପିଟାଲ କର୍ମଚାରୀ, ଗିରଫ କଲା ପୁଲିସ

ଭୁବନେଶ୍ବର: ହସ୍ପିଟାଲରେ ଚାକିରି କରି ରୋଗୀଙ୍କୁ ଠକେଇ। ରୋଗୀଙ୍କ ସମ୍ପର୍କୀୟଙ୍କୁ ଚୂନ ଲଗାଉଥିଲେ ହସ୍ପିଟାଲ କର୍ମଚାରୀ। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲରେ।

ସେଠାରେ ଜଣେ କର୍ମଚାରୀ ରେଡିଓଲୋଜିଷ୍ଟ ଭାବେ କାମ କରି ଭିନ୍ନଭିନ୍ନ ଉପାୟରେ ବିଲିଂ ସମୟରେ ଠକୁଥିଲେ। ୩୧ ଲକ୍ଷ ଟଙ୍କା ଠକି ନେଇଥିବା କରିତକର୍ମା ନାରାୟଣ ବେହେରାକୁ କଟକ ବୟାଳିସ ମୌଜାର ଶିଶୁଆ ଗାଁରୁ ଗିରଫ କରାଯାଇଛି । କେସ ନମ୍ବର ୩୬୯, ଦଫା ୪୦୮, ୪୧୭, ୪୨୦ରେ କୋର୍ଟଚାଲାଣ କରାଯାଇଛି ।

୨୦୧୯ ରୁ ୨୦୧୩ ପର୍ଯ୍ୟନ୍ତ ନାରାୟଣ ସେଠାରେ କାମ କରୁଥିବା ବେଳେ ରୋଗୀଙ୍କୁ ମିଛ ବିଲ କରାଇ ଠକିଛନ୍ତି । ହସ୍ପିଟାଲର ଅନ୍ୟ ଯେଉଁମାନେ ଏଭଳି ଠକେଇର ସମ୍ପୃକ୍ତ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ପି.କେ.ମଲ୍ଲ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର