ଅସଲି ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ, ୨ ଗିରଫ

The Sakala Picture
Published On

ଭୁବନେଶ୍ବର: ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଗିରଫ ଦୁଇ ଜଣ ହେଲ କୃଷ୍ଣଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ। ସୂଚନା ଅନୁଯାୟୀ,  ଗୋପାଳ ଇମ୍ପେରିଆଲ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡ଼ାଇରେକ୍ଟର କୈଳାସ ଚନ୍ଦ୍ର ଚୌହାନ ତାଙ୍କ ବ୍ରାଣ୍ଡର ନକଲି କରାଯାଉଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ଆକ୍ସନ […]

ଭୁବନେଶ୍ବର: ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଗିରଫ ଦୁଇ ଜଣ ହେଲ କୃଷ୍ଣଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ସୂଚନା ଅନୁଯାୟୀ,  ଗୋପାଳ ଇମ୍ପେରିଆଲ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡ଼ାଇରେକ୍ଟର କୈଳାସ ଚନ୍ଦ୍ର ଚୌହାନ ତାଙ୍କ ବ୍ରାଣ୍ଡର ନକଲି କରାଯାଉଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ଆକ୍ସନ ମୋଡ଼କୁ ଆସିବା ସହ ୟୁନିଟ ୧ ହାଟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ମଧ୍ୟ ଏସବୁ ଦେଖି ତାଯୁବ ହୋଇଯାଇଥିଲା। ହାଟରେ ଥିବା ୭ ଓ ୧୪ ନମ୍ବର ଦୋକାନ ସିଲ କରିବା ସହ ପୁରୀର କୃଷ୍ଣଚନ୍ଦ୍ର ରାଉଳ ଓ ବାଲିପାଟଣାର ବାସୁଦେବ ମଣ୍ଡଳଙ୍କୁ ଗିରଫ କରିଥିଲା। ଗିରଫ ପରେ କିଭଳି ସେମାନେ ବ୍ରାଣ୍ଡର ନକଲ କରୁଥିଲେ ସେ ନେଇ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। କୋରାପୁଟ ରୁ କେନ୍ଦୁପତ୍ର ଆଣି ସେଥିରେ ସେଣ୍ଟ ମିଶାଇ ବ୍ରାଣ୍ଡ ନାଁରେ ବିକ୍ରି କରୁଥିଲେ । ଯାହା ଫଳରେ କାହାକୁ ସନ୍ଦେହ ହେଉନଥିଲା । ଆଗାମୀ ଦିନରେ ଏଭଳି ନକଲି ପ୍ରଡକ୍ଟ ବିକ୍ରି କରୁଥିବା ଅନ୍ୟ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ହେବ । COTPA ଆକ୍ଟ ଅଧୀନରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା  ତାହା କରାଯିବ ବୋଲି ବୋଲି ଜୋନ ଏସିପି ମାନସ ଗଡନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

13 Oct 2023 By The Sakala

ଅସଲି ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ, ୨ ଗିରଫ

ଭୁବନେଶ୍ବର: ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଗିରଫ ଦୁଇ ଜଣ ହେଲ କୃଷ୍ଣଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ।

ସୂଚନା ଅନୁଯାୟୀ,  ଗୋପାଳ ଇମ୍ପେରିଆଲ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡ଼ାଇରେକ୍ଟର କୈଳାସ ଚନ୍ଦ୍ର ଚୌହାନ ତାଙ୍କ ବ୍ରାଣ୍ଡର ନକଲି କରାଯାଉଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ଆକ୍ସନ ମୋଡ଼କୁ ଆସିବା ସହ ୟୁନିଟ ୧ ହାଟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ମଧ୍ୟ ଏସବୁ ଦେଖି ତାଯୁବ ହୋଇଯାଇଥିଲା। ହାଟରେ ଥିବା ୭ ଓ ୧୪ ନମ୍ବର ଦୋକାନ ସିଲ କରିବା ସହ ପୁରୀର କୃଷ୍ଣଚନ୍ଦ୍ର ରାଉଳ ଓ ବାଲିପାଟଣାର ବାସୁଦେବ ମଣ୍ଡଳଙ୍କୁ ଗିରଫ କରିଥିଲା। ଗିରଫ ପରେ କିଭଳି ସେମାନେ ବ୍ରାଣ୍ଡର ନକଲ କରୁଥିଲେ ସେ ନେଇ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। କୋରାପୁଟ ରୁ କେନ୍ଦୁପତ୍ର ଆଣି ସେଥିରେ ସେଣ୍ଟ ମିଶାଇ ବ୍ରାଣ୍ଡ ନାଁରେ ବିକ୍ରି କରୁଥିଲେ । ଯାହା ଫଳରେ କାହାକୁ ସନ୍ଦେହ ହେଉନଥିଲା । ଆଗାମୀ ଦିନରେ ଏଭଳି ନକଲି ପ୍ରଡକ୍ଟ ବିକ୍ରି କରୁଥିବା ଅନ୍ୟ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ହେବ । COTPA ଆକ୍ଟ ଅଧୀନରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା  ତାହା କରାଯିବ ବୋଲି ବୋଲି ଜୋନ ଏସିପି ମାନସ ଗଡନାୟକ କହିଛନ୍ତି।

https://www.thesakala.in/crime/allegation-of-selling-fake-zarda-2-arrested/article-26349
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର