ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁକୁ ଉଠାଇ ନେଲା ପୁଲିସ୍

The Sakala Picture
Published On

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀକୁ ଉଠାଇ ନେଇଛି ପୁଲିସ। ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଉଠାଇ ନେଲା କମିଶନରେଟ ପୁଲିସ। କମିଶନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଗବନ୍ଧୁକୁ ତାଙ୍କ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀ ଜଗବନ୍ଧୁକୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ଜଣାପଡ଼ିଛି। ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ ତନାଘନା […]

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀକୁ ଉଠାଇ ନେଇଛି ପୁଲିସ। ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଉଠାଇ ନେଲା କମିଶନରେଟ ପୁଲିସ। କମିଶନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଗବନ୍ଧୁକୁ ତାଙ୍କ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀ ଜଗବନ୍ଧୁକୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ଜଣାପଡ଼ିଛି। ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ ତନାଘନା ଚଳାଇଛି ।  ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୁଲିସ ପଚରା ଉଚରା ପରେ ଛାଡି ଦେଇଥିଲେ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସୂଚନା ଅନୁଯାୟୀ, ଗତ ଶୁକ୍ରବରା  ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ ଖାରଜ ହେଇଯାଇଥିଲା। ଜାମିନ୍‌ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର SDJM କୋର୍ଟ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା

21 Oct 2022 By The Sakala

ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁକୁ ଉଠାଇ ନେଲା ପୁଲିସ୍

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀକୁ ଉଠାଇ ନେଇଛି ପୁଲିସ। ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଉଠାଇ ନେଲା କମିଶନରେଟ ପୁଲିସ। କମିଶନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଗବନ୍ଧୁକୁ ତାଙ୍କ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀ ଜଗବନ୍ଧୁକୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ଜଣାପଡ଼ିଛି। ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ ତନାଘନା ଚଳାଇଛି ।  ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୁଲିସ ପଚରା ଉଚରା ପରେ ଛାଡି ଦେଇଥିଲେ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବରା  ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ ଖାରଜ ହେଇଯାଇଥିଲା। ଜାମିନ୍‌ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର SDJM କୋର୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର