୨ହଜାର ଟଙ୍କା ପାଇଁ ପିଟିପିଟି ହତ୍ଯା; ହଜିଗଲା ମାନବିକତା, ଦେଖଣାହାରୀ ସାଜିଲେ ଅଞ୍ଚଳବାସୀ

The Sakala Picture
Published On

ବ୍ରହ୍ମପୁର : ମାତ୍ର ୨ହଜାର ଟଙ୍କା ପାଇଁ ଜଣେ ଅନ୍ଯଜଣଙ୍କ ଜୀବନ ନେବାକୁ ପଛାଇ ନାହିଁ। ଦେଖଣାହାରୀ ସାଜିଛନ୍ତି ସ୍ଥାନୀୟ ଲୋକେ। ସର୍ବ ସମ୍ମୁଖରେ ଜଣେ ଅନ୍ଯଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ଅନ୍ତର୍ଗତ ଏ ବରିଡା ଗାଁରେ। ମୃତକ ଜଣଙ୍କ ଭାଟପଡା ଗାଁର ଟୁକୁନା ଛଟେଇ ବୋଲି ଜଣାପଡିଛି।  ଅଭିଯୁକ୍ତକୁ ମଧ୍ଯ ପୁଲିସ ଗିରଫ କରିଛି।  […]

ବ୍ରହ୍ମପୁର : ମାତ୍ର ୨ହଜାର ଟଙ୍କା ପାଇଁ ଜଣେ ଅନ୍ଯଜଣଙ୍କ ଜୀବନ ନେବାକୁ ପଛାଇ ନାହିଁ। ଦେଖଣାହାରୀ ସାଜିଛନ୍ତି ସ୍ଥାନୀୟ ଲୋକେ। ସର୍ବ ସମ୍ମୁଖରେ ଜଣେ ଅନ୍ଯଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ଅନ୍ତର୍ଗତ ଏ ବରିଡା ଗାଁରେ। ମୃତକ ଜଣଙ୍କ ଭାଟପଡା ଗାଁର ଟୁକୁନା ଛଟେଇ ବୋଲି ଜଣାପଡିଛି।  ଅଭିଯୁକ୍ତକୁ ମଧ୍ଯ ପୁଲିସ ଗିରଫ କରିଛି।  ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଭାଇରାଲ ଭିଡିଓ ଅନୁଯାୟୀ, ଯୁବକ ଜଣଙ୍କୁ ଅନ୍ଯ ଜଣେ ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଘାତକ ଆକ୍ରମଣ କରୁଛନ୍ତି । ଅଞ୍ଚଳବାସୀ ଦେଖି ଚୁପଚାପ୍ ରହିଥିବା ବେଳେ ଜଣେ ମହିଳା ଆକ୍ରମଣକାରୀଙ୍କୁ ପ୍ରତିରୋଧ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ତଥାପି ଦୁର୍ବୃତ୍ତ ଜଣଙ୍କ ଭ୍ରୁକ୍ଷେପ ନକରି ଆକ୍ରମଣ କରି ଚାଲିଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

16 Apr 2021 By The Sakala

୨ହଜାର ଟଙ୍କା ପାଇଁ ପିଟିପିଟି ହତ୍ଯା; ହଜିଗଲା ମାନବିକତା, ଦେଖଣାହାରୀ ସାଜିଲେ ଅଞ୍ଚଳବାସୀ

ବ୍ରହ୍ମପୁର : ମାତ୍ର ୨ହଜାର ଟଙ୍କା ପାଇଁ ଜଣେ ଅନ୍ଯଜଣଙ୍କ ଜୀବନ ନେବାକୁ ପଛାଇ ନାହିଁ। ଦେଖଣାହାରୀ ସାଜିଛନ୍ତି ସ୍ଥାନୀୟ ଲୋକେ। ସର୍ବ ସମ୍ମୁଖରେ ଜଣେ ଅନ୍ଯଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ଅନ୍ତର୍ଗତ ଏ ବରିଡା ଗାଁରେ। ମୃତକ ଜଣଙ୍କ ଭାଟପଡା ଗାଁର ଟୁକୁନା ଛଟେଇ ବୋଲି ଜଣାପଡିଛି।  ଅଭିଯୁକ୍ତକୁ ମଧ୍ଯ ପୁଲିସ ଗିରଫ କରିଛି।  ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଭାଇରାଲ ଭିଡିଓ ଅନୁଯାୟୀ, ଯୁବକ ଜଣଙ୍କୁ ଅନ୍ଯ ଜଣେ ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଘାତକ ଆକ୍ରମଣ କରୁଛନ୍ତି । ଅଞ୍ଚଳବାସୀ ଦେଖି ଚୁପଚାପ୍ ରହିଥିବା ବେଳେ ଜଣେ ମହିଳା ଆକ୍ରମଣକାରୀଙ୍କୁ ପ୍ରତିରୋଧ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ତଥାପି ଦୁର୍ବୃତ୍ତ ଜଣଙ୍କ ଭ୍ରୁକ୍ଷେପ ନକରି ଆକ୍ରମଣ କରି ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର