ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱର ଚକେଇସିଆଣିରୁ ବ୍ରାଉନସୁଗର ଜବତ। ନିଶା ବେପାରୀ ବାବୁ ନାୟକକୁ ଗିରଫ କରିଥି ମଞ୍ଚେଶ୍ୱର ଥାନା ପୁଲିସ । ବାବୁ ନାୟକକ ଠାରୁ ୧୦ଗ୍ରାମ ବ୍ରାଉନସୁଗର ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ବାବୁ ଖୋର୍ଦ୍ଧାରୁ ଆଣି ଭୁବନେଶ୍ୱରରେ କାରବାର କରୁଥିଲା । ଏହି ବ୍ରାଉନସୁଗର ରାକେଟ ନେଇ ପୁଲିସ ଅଧିକ ପଚାର ଉଚୁରା ଜାରି ରଖିଛି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

10 Aug 2022 By The Sakala

ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର, ଜଣେ ଗିରଫ

ଭୁବନେଶ୍ବର: ଭୁବନେଶ୍ୱର ଚକେଇସିଆଣିରୁ ବ୍ରାଉନସୁଗର ଜବତ। ନିଶା ବେପାରୀ ବାବୁ ନାୟକକୁ ଗିରଫ କରିଥି ମଞ୍ଚେଶ୍ୱର ଥାନା ପୁଲିସ । ବାବୁ ନାୟକକ ଠାରୁ ୧୦ଗ୍ରାମ ବ୍ରାଉନସୁଗର ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ବାବୁ ଖୋର୍ଦ୍ଧାରୁ ଆଣି ଭୁବନେଶ୍ୱରରେ କାରବାର କରୁଥିଲା । ଏହି ବ୍ରାଉନସୁଗର ରାକେଟ ନେଇ ପୁଲିସ ଅଧିକ ପଚାର ଉଚୁରା ଜାରି ରଖିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର