ଗୁଣି ଗାରେଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣିଗାରେଡିକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।। ସୂଚନା ଅନୁଯାୟୀ, ପଦୀଆ ପଡିଆମି ଗାଁରେ ଗୁଣି ଗାରେଡି କରୁଥିବା ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ପଡିଆମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଗୁଣି ଗାରିଡିକୁ କେନ୍ଦ୍ର କରି ଏହିପରି ଘଟଣା ଘଟିଥିବା ଜଣା ପଡିଛି। ଖବର ପାଇ ଘଟଣା ସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଶବକୁ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣିଗାରେଡିକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ପଦୀଆ ପଡିଆମି ଗାଁରେ ଗୁଣି ଗାରେଡି କରୁଥିବା ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ପଡିଆମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଗୁଣି ଗାରିଡିକୁ କେନ୍ଦ୍ର କରି ଏହିପରି ଘଟଣା ଘଟିଥିବା ଜଣା ପଡିଛି। ଖବର ପାଇ ଘଟଣା ସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଶବକୁ ଜବତ କରିବାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

18 May 2022 By The Sakala

ଗୁଣି ଗାରେଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣିଗାରେଡିକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।।

ସୂଚନା ଅନୁଯାୟୀ, ପଦୀଆ ପଡିଆମି ଗାଁରେ ଗୁଣି ଗାରେଡି କରୁଥିବା ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ପଡିଆମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଗୁଣି ଗାରିଡିକୁ କେନ୍ଦ୍ର କରି ଏହିପରି ଘଟଣା ଘଟିଥିବା ଜଣା ପଡିଛି। ଖବର ପାଇ ଘଟଣା ସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଶବକୁ ଜବତ କରିବାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

https://www.thesakala.in/crime/a-murder-case-in-malkangriri/article-11679
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର