ବିଶ୍ବର ଟପ୍-୨୦ ଧନୀ ତାଲିକାରେ ପୁଣି ସାମିଲ ହେଲେ ଗୌତମ ଆଦାନୀ

The Sakala Picture
Published On

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିର ପରିମାଣ । ସମ୍ପତ୍ତିରେ ସଦ୍ୟତମ ବୃଦ୍ଧି ପରେ ଆଦାନୀ ବିଶ୍ବର ଟପ୍-୨୦ ଧନୀ ତାଲିକାକୁ ଫେରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୯୨ ବିଲିୟନ ଡ଼ଲାର (୨୪,୨୬୮କୋଟି) ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଆଦାନୀ ସମ୍ପ୍ରତି ଏହି ତାଲିକାରେ ୨୦ତମ […]

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିର ପରିମାଣ । ସମ୍ପତ୍ତିରେ ସଦ୍ୟତମ ବୃଦ୍ଧି ପରେ ଆଦାନୀ ବିଶ୍ବର ଟପ୍-୨୦ ଧନୀ ତାଲିକାକୁ ଫେରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୯୨ ବିଲିୟନ ଡ଼ଲାର (୨୪,୨୬୮କୋଟି) ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଆଦାନୀ ସମ୍ପ୍ରତି ଏହି ତାଲିକାରେ ୨୦ତମ ସ୍ଥାନରେ ରହିଛନ୍ତି । ଗତ କିଛି ଦିନ ଧରି ଆଦାନୀଙ୍କ ତାଲିକାଭୁକ୍ତ ୧୦ଟି କମ୍ପାନୀ ଷ୍ଟକ୍ ବଜାରରେ ବଢ଼ିଆ ପ୍ରଦର୍ଶନ କରିଥିଲା । ସେୟାର ବୃଦ୍ଧି ଯୋଗୁଁ ଆଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନ ମଧ୍ୟ ୧୧ ଲକ୍ଷ କୋଟି ଟପିଛି ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଚଳିତ ବର୍ଷ ଆରମ୍ଭରେ ଆମେରିକାର ସର୍ଟ ସେଲର ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ବଜାର କ୍ୟାପ୍ ପୂରା କମିଯାଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ପ୍ରଥମ ଥର ପାଇଁ ବଜାର ମୂଲ୍ୟର ଏହି ସଂଖ୍ୟା ଅତିକ୍ରମ କରିଛି । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ର ସମସ୍ତ କମ୍ପାନୀର ସେୟାର କ୍ରାସ୍ ହୋଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

21 Aug 2023 By The Sakala

ବିଶ୍ବର ଟପ୍-୨୦ ଧନୀ ତାଲିକାରେ ପୁଣି ସାମିଲ ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିର ପରିମାଣ । ସମ୍ପତ୍ତିରେ ସଦ୍ୟତମ ବୃଦ୍ଧି ପରେ ଆଦାନୀ ବିଶ୍ବର ଟପ୍-୨୦ ଧନୀ ତାଲିକାକୁ ଫେରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୯୨ ବିଲିୟନ ଡ଼ଲାର (୨୪,୨୬୮କୋଟି) ବୃଦ୍ଧି ପାଇଛି ।

ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଆଦାନୀ ସମ୍ପ୍ରତି ଏହି ତାଲିକାରେ ୨୦ତମ ସ୍ଥାନରେ ରହିଛନ୍ତି । ଗତ କିଛି ଦିନ ଧରି ଆଦାନୀଙ୍କ ତାଲିକାଭୁକ୍ତ ୧୦ଟି କମ୍ପାନୀ ଷ୍ଟକ୍ ବଜାରରେ ବଢ଼ିଆ ପ୍ରଦର୍ଶନ କରିଥିଲା । ସେୟାର ବୃଦ୍ଧି ଯୋଗୁଁ ଆଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନ ମଧ୍ୟ ୧୧ ଲକ୍ଷ କୋଟି ଟପିଛି ।

ଚଳିତ ବର୍ଷ ଆରମ୍ଭରେ ଆମେରିକାର ସର୍ଟ ସେଲର ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ବଜାର କ୍ୟାପ୍ ପୂରା କମିଯାଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ପ୍ରଥମ ଥର ପାଇଁ ବଜାର ମୂଲ୍ୟର ଏହି ସଂଖ୍ୟା ଅତିକ୍ରମ କରିଛି । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ର ସମସ୍ତ କମ୍ପାନୀର ସେୟାର କ୍ରାସ୍ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp