ଓଲା ଇଲେକ୍ଟ୍ରିିକ ପକ୍ଷରୁ ଏସ୍୧ ପୋର୍ଟଫୋଲିଓରେ ୨୫ ହଜାର ଟଙ୍କା ହ୍ରାସ
ଭୁବନେଶ୍ୱର: ଓଲା ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଏହାର ଏସ୍୧ ସ୍କୁଟର ପୋର୍ଟଫୋଲିଓ ଉପରେ ୨୫,୦୦୦ ଟଙ୍କାର ହ୍ରାସ ଘୋଷଣା କରାଯାଇଛି। ଭାରତର ବିଦ୍ୟୁତୀକରଣ ପ୍ରୟାସକୁ ତ୍ୱରାନ୍ୱିତ କରିବା ଏବଂ ଇଭି ଗ୍ରହଣୀୟତାରେ ଥିବା ସମସ୍ତ ବାଧା ଓ ପ୍ରତିବନ୍ଧକକୁ ଭାଙ୍ଗିବା ପାଇଁ କମ୍ପାନୀର ସବୁଠାରୁ ବଡ ପ୍ରୟାସକୁ ଜାରି ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏସ୧ ପ୍ରୋ, ଏସ୧ ଏୟାର ଏବଂ ଏସ୧ ଏକ୍ସ + ଯଥାକ୍ରମେ ୧,୨୯, ୯୯୯ଟଙ୍କା, ୧,୦୪,୯୯୯ଟଙ୍କା ଏବଂ ୮୪,୯୯୯ଟଙ୍କାରେ […]
ଭୁବନେଶ୍ୱର: ଓଲା ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଏହାର ଏସ୍୧ ସ୍କୁଟର ପୋର୍ଟଫୋଲିଓ ଉପରେ ୨୫,୦୦୦ ଟଙ୍କାର ହ୍ରାସ ଘୋଷଣା କରାଯାଇଛି। ଭାରତର ବିଦ୍ୟୁତୀକରଣ ପ୍ରୟାସକୁ ତ୍ୱରାନ୍ୱିତ କରିବା ଏବଂ ଇଭି ଗ୍ରହଣୀୟତାରେ ଥିବା ସମସ୍ତ ବାଧା ଓ ପ୍ରତିବନ୍ଧକକୁ ଭାଙ୍ଗିବା ପାଇଁ କମ୍ପାନୀର ସବୁଠାରୁ ବଡ ପ୍ରୟାସକୁ ଜାରି ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏସ୧ ପ୍ରୋ, ଏସ୧ ଏୟାର ଏବଂ ଏସ୧ ଏକ୍ସ + ଯଥାକ୍ରମେ ୧,୨୯, ୯୯୯ଟଙ୍କା, ୧,୦୪,୯୯୯ଟଙ୍କା ଏବଂ ୮୪,୯୯୯ଟଙ୍କାରେ ଉପଲବ୍ଧ ରହିଛି। ସେହିଭଳି ଏସ୧ ଏକ୍ସ (୪କେଡବ୍ଲୁଏଚ)ର ମୂଲ୍ୟ ୧୦୯,୯୯୯ଟଙ୍କା, ଏସ୧ ଏକ୍ସ (୩ କେଡବ୍ଲୁଏଚ)ର ମୂଲ୍ୟ ୮୯,୯୯୯ଟଙ୍କା ଏବଂ ଏସ୧ ଏକ୍ସ (୨ କେଡବ୍ଲୁଏଚ)ର ମୂଲ୍ୟ ୭୯,୯୯୯ଟଙ୍କା ରହିଛି।
ବର୍ତମାନ ଓଲା ଏସ୧ କିଣିବା ପାଇଁ ହେଉଛି ସର୍ବୋତମ ସମୟ କାରଣ ଫେମ (ବୈଦ୍ୟୁତିକ ଯାନର ଦ୍ରୁତ ଗ୍ରହଣୀୟତା ଏବଂ ଉତ୍ପାଦନ) ସ୍କିମ ୩୧ ମାର୍ଚ୍ଚ ୨୦୨୪ରେ ଶେଷ ହେବାର ସମ୍ଭାବନା ରହିଛି ଏବଂ ଇଭିଏସ ମୂଲ୍ୟରେ ପରିବର୍ତ୍ତନ ମଧ୍ୟ ହୋଇପାରେ। ଓଲା ଏସ ୧ ସ୍କୁଟର ଯେକୌଣସି ପାରମ୍ପରିକ ଆଇସିଇ ଯାନକୁ ଫଛରେ ପକାଇ ବାର୍ଷିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସହିତ ସ୍କୁଟର ବଜାରରେ ଉନ୍ନତ ପସନ୍ଦ ଋପେ ପରିଗଣିତ ହୋଇଛି।