ଡିସେମ୍ବରରୁ ମହଙ୍ଗା ହେବ ହିରୋ ମୋଟୋକର୍ପ ବାଇକ୍‌

The Sakala Picture
Published On

ନୂଆଦିଲ୍ଲୀ: ଭାରତର ସର୍ବବୃହତ ବାଇକ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଏହାର ବିଭିନ୍ନ ଶ୍ରେଣୀ ବାଇକ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ କାରଣକୁ ନେଇ କମ୍ପାନୀ ଆସନ୍ତା ଡିସେମ୍ବର ପହିଲାରୁ ମୂଲ୍ୟ ବୃଦ୍ଧି କରିବ ବୋଲି ଶନିବାର ସୂଚନା ଦେଇଛି। କମ୍ପାନୀ ପ୍ରସ୍ତୁତ ସର୍ବନିମ୍ନ ମୂଲ୍ୟର ବାଇକ୍‌ ସମେତ ପ୍ରିମିୟମ ଶ୍ରେଣୀର ବାଇକ୍‌ ମୂଲ୍ୟରେ ଅନ୍ୟୂନ ୧୫୦୦ ଟଙ୍କାରୁ ୩୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା କୁହାଯାଇଛି। ବାଇକ ଉତ୍ପାଦନ ପାଇଁ ବ୍ୟବହୃତ […]

ନୂଆଦିଲ୍ଲୀ: ଭାରତର ସର୍ବବୃହତ ବାଇକ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଏହାର ବିଭିନ୍ନ ଶ୍ରେଣୀ ବାଇକ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ କାରଣକୁ ନେଇ କମ୍ପାନୀ ଆସନ୍ତା ଡିସେମ୍ବର ପହିଲାରୁ ମୂଲ୍ୟ ବୃଦ୍ଧି କରିବ ବୋଲି ଶନିବାର ସୂଚନା ଦେଇଛି। କମ୍ପାନୀ ପ୍ରସ୍ତୁତ ସର୍ବନିମ୍ନ ମୂଲ୍ୟର ବାଇକ୍‌ ସମେତ ପ୍ରିମିୟମ ଶ୍ରେଣୀର ବାଇକ୍‌ ମୂଲ୍ୟରେ ଅନ୍ୟୂନ ୧୫୦୦ ଟଙ୍କାରୁ ୩୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା କୁହାଯାଇଛି। ବାଇକ ଉତ୍ପାଦନ ପାଇଁ ବ୍ୟବହୃତ ବିଭିନ୍ନ ଶ୍ରେଣୀର ସାମଗ୍ରୀ ମୂଲ୍ୟରେ ଏବେ ବୃଦ୍ଧି ଘଟିଥିବାରୁ କମ୍ପାନୀ ଏହାର ଉତ୍ପାଦ ମୂଲ୍ୟରେ ବୃଦ୍ଧି କରିବାକୁ ବାଧ୍ୟ ହୋଇଥÒବା ହିରୋ ମୋଟୋକର୍ପ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର