ବଜେଟ ୨୦୨୨-୨୩
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
୨୦୨୨- ୨୩ ରେଳ ବଜେଟ : ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଲା ୫୮୦୨.୬୫ କୋଟି ଟଙ୍କାର ଆନୁଦାନ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ମଞ୍ଜୁରୀ
Published On
By The Sakala
ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି। – ଅନୁଗୁଳ-ସୁକିନ୍ଦା ରୁଟ୍ ପାଇଁ ୪୭୫ କୋଟି -ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି -ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି -ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି -ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି […]
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟର ୨୨ ଟି କାହାଣୀ
Published On
By The Sakala
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କରୋନା ପ୍ରଭାବିତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହି ବଜେଟରେ ଅନେକ ପଦକ୍ଷେପ ନିଆଯାଇଛି। ଉଚ୍ଚ ଅଭିବୃଦ୍ଧି ହାସଲ ପାଇଁ ବ୍ୟୟ ପରିମାଣ ଯଥେଷ୍ଟ ବଢ଼ାଯାଇଥିଲେ ହେଁ ରାଜସ୍ବ ଆୟ ଯଥେଷ୍ଟ କମ୍ ରହିଛି। ତେଣୁ ନିଅଣ୍ଟିଆ ସ୍ଥିତିକୁ ସୁଧାରିବା ପାଇଁ ସରକାର ଋଣର ସାହାରା ନେଇଛନ୍ତି। ବିଶେଷକରି ଭିତ୍ତିଭୂମି, ଡିଜିଟାଲ ଭିତ୍ତିଭୂମି, ପର୍ଯ୍ୟାପ୍ତ ନିବେଶ […]
ବଜେଟକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା: କହିଲେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କିଛି ନାହିଁ
Published On
By The Sakala
ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଦେଶକୁ ଏହି ମହାମାରୀ ସମୟରେ ଆଗକୁ ନେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ […]
ବଜେଟ୍ ୨୦୨୨-୨୩: ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏମଏସପି, କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାରକୁ ମିଳିବ ପ୍ରୋତ୍ସାହନ
Published On
By The Sakala
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷକମାନଙ୍କ ସହ ଜଡିତ ଅନେକ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କୃଷକ ଶବ୍ଦକୁ ସମୁଦାୟ ୧୨ ଥର ଉଲ୍ଲେଖ କରିଛନ୍ତି। ଏହି ସମୟରେ ସରକାର ଜୈବିକ ଚାଷକୁ ପ୍ରୋତ୍ସାହିତ କରିବେ ବୋଲି ସେ କହିଛନ୍ତି। କଠିନ ଶସ୍ୟରୁ ନିର୍ମିତ ଦ୍ରବ୍ୟର ବ୍ରାଣ୍ଡିଂ ଦେଶ ବିଦଶରେ କରାଯିବ । ଏମଏସପି, ତୈଳବୀଜ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଅର୍ଥମନ୍ତ୍ରୀ କୃଷକମାନଙ୍କୁ ଡିଜିଟାଲ […]
ବଜେଟ ୨୦୨୨- ୨୩: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା
Published On
By The Sakala
ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି। ଜାଣନ୍ତୁ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ: ପ୍ରତିରକ୍ଷା- […]
ବଜେଟ୍ ୨୦୨୨-୨୩ : ଜାଣନ୍ତୁ ଏକ ଟଙ୍କାରେ ପୂରା ବଜେଟର ହିସାବ
Published On
By The Sakala
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ସେ ନେଇ ସମ୍ପୁର୍ଣ୍ଣ ତଥ୍ୟ ରଖିଛନ୍ତି। ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ୧୪% ଅଧିକ ବ୍ୟୟବରାଦ କରିଛନ୍ତି। ତେବେ ମୋଟ ବଜେଟକୁ ଯଦି ଏକ ଟଙ୍କା ଭାବି ଆମେ ଏହି ହିସାବ କରିବା ତେବେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ […]
ବଜେଟ୍ ୨୦୨୨-୨୩ : ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହନ, ଡ୍ରୋନ୍ ଦ୍ଵାରା ହେବ କୃଷିକାର୍ଯ୍ୟ
Published On
By The Sakala
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସଂସଦରେ ବଜେଟ୍ ଭାଷଣ ଦେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏମଏସପିରେ କୃଷକଙ୍କଠାରୁ ରେକର୍ଡ କ୍ରୟ […]
ବଜେଟ୍ ୨୦୨୨-୨୩ : ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା
Published On
By The Sakala
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସନ୍ତୁଳନ ବଜେଟ୍ ।ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ। ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା […]
ବଜେଟରେ ସରକାରଙ୍କ ବଡ ଘୋଷଣା, ୨୦୨୨-୨୩ ସୁଦ୍ଧା ଜାରି ହେବ ଇ-ପାସପୋର୍ଟ
Published On
By The Sakala
ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ବଜେଟରେ ଇ ପାସପୋର୍ଟକୁ (E-Passport) ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି । ପାସପୋର୍ଟରେ ଚିପ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି। କୋରୋନା କଟକଣା ମଧ୍ୟରେ ଦେଶର ଚଳିତ ଆର୍ଥିକ ବର୍ଷର ବଜେଟ […]
ବଜେଟ୍ ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍, ୨୦୨୩ ମାର୍ଚ୍ଚ ସୁଦ୍ଧା ଦେଶରେ ଆରମ୍ଭ ହେବ ୫-ଜି ମୋବାଇଲ ସେବା
Published On
By The Sakala
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ନେଇ ସର୍ବେଶେଷ ତଥ୍ୟ ପ୍ରଦାନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ୫ଜି ସେବା ଆରମ୍ଭ ପାଇଁ ୨୦୨୨ରେ […]
ବଜେଟ୍-୨୦୨୨-୨୩: ବେରୋଜଗାର ଏବଂ ବେକାରୀ ସମସ୍ୟା ହଟାଇବା ପାଇଁ ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି
Published On
By The Sakala
ନୂଆଦିଲ୍ଲୀ : ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି ଏବଂ ଏହା ସହିତ ଆସନ୍ତା ୫ ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ । ଯାହାଦ୍ୱାରା ଦେଶରେ ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି […]
କ୍ରିପ୍ଟୋକରେନ୍ସିକୁ ନେଇ ବଡ ଖବର : ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ ଡିଜିଟାଲ ଟଙ୍କା
Published On
By The Sakala
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ନେଇ ସର୍ବେଶେଷ ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଚଳିତ ବଜେଟରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]



