କ୍ରିପ୍ଟୋକରେନ୍ସିକୁ ନେଇ ବଡ ଖବର : ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ ଡିଜିଟାଲ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ତେବେ ଚଳିତ ବଜେଟରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ତେବେ ଚଳିତ ବଜେଟରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି।  ସରକାରୀ ବିଭାଗ ସ୍ତରରେ ଅର୍ଥ ନେଣଦେଣରେ ହେଉଥିବା ବିଳମ୍ବକୁ କମ କରିବାକୁ ଏକ ଅନଲାଇନ ବିଲ ପେମେଣ୍ଟ ସିଷ୍ଟମ ଆରମ୍ଭ କରାଯିବ । ଏହାକୁ ସବୁ କେନ୍ଦ୍ର ସରକାରୀ ବିଭାଗ ବ୍ୟବହାର କରିପାରିବେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆରବିଆଇର ଡିଜିଟାଲ କରେନ୍ସି ବ୍ଲକଚେନ୍‌ ଟେକ୍ନୋଲଜି ଦ୍ୱାରା ପ୍ରଚଳନ କରାଯିବ।ଆରବିଆଇ ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ସୂଚନା ନେଇଛନ୍ତି। ସେ କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ବୁଷ୍ଟ ଦେବ। ଶସ୍ତା କରେନ୍ସ ମ୍ୟାନେଜମେଣ୍ଟ ବ୍ୟସ୍ଥାକୁ ଏହା ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଏଥିପାଇଁ ବ୍ଲକଚେନ ଓ ଅନ୍ୟ ଟେକ୍ନୋଲଜି ଦ୍ୱାରା ଏହି ଡିଜିଟାଲ କରେନ୍ସି ଆରମ୍ଭ କରାଯିବ। ସେ କହିଛନ୍ତି, ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

01 Feb 2022 By The Sakala

କ୍ରିପ୍ଟୋକରେନ୍ସିକୁ ନେଇ ବଡ ଖବର : ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ ଡିଜିଟାଲ ଟଙ୍କା

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ତେବେ ଚଳିତ ବଜେଟରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି।  ସରକାରୀ ବିଭାଗ ସ୍ତରରେ ଅର୍ଥ ନେଣଦେଣରେ ହେଉଥିବା ବିଳମ୍ବକୁ କମ କରିବାକୁ ଏକ ଅନଲାଇନ ବିଲ ପେମେଣ୍ଟ ସିଷ୍ଟମ ଆରମ୍ଭ କରାଯିବ । ଏହାକୁ ସବୁ କେନ୍ଦ୍ର ସରକାରୀ ବିଭାଗ ବ୍ୟବହାର କରିପାରିବେ ।

ଆରବିଆଇର ଡିଜିଟାଲ କରେନ୍ସି ବ୍ଲକଚେନ୍‌ ଟେକ୍ନୋଲଜି ଦ୍ୱାରା ପ୍ରଚଳନ କରାଯିବ।ଆରବିଆଇ ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ସୂଚନା ନେଇଛନ୍ତି। ସେ କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ବୁଷ୍ଟ ଦେବ। ଶସ୍ତା କରେନ୍ସ ମ୍ୟାନେଜମେଣ୍ଟ ବ୍ୟସ୍ଥାକୁ ଏହା ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଏଥିପାଇଁ ବ୍ଲକଚେନ ଓ ଅନ୍ୟ ଟେକ୍ନୋଲଜି ଦ୍ୱାରା ଏହି ଡିଜିଟାଲ କରେନ୍ସି ଆରମ୍ଭ କରାଯିବ। ସେ କହିଛନ୍ତି, ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ।

https://www.thesakala.in/budget/big-news-about-cryptocurrency-reserve-bank-to-launch-digital-currency/article-8903
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର