ବଜେଟ୍‌ ୨୦୨୨-୨୩ : ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସନ୍ତୁଳନ ବଜେଟ୍ ।ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ। ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା […]

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସନ୍ତୁଳନ ବଜେଟ୍ ।ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ।

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେବ ? ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି । ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି । ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ଆଉ କିଛି ଜିନିଷ ମହଙ୍ଗା ହୋଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଶସ୍ତା

– ମୋବାଇଲ୍ ଚାର୍ଜର ଶସ୍ତା ହେବ
– କୃଷିଜାତ ଦ୍ରବ୍ୟ ଶସ୍ତା ହେବ
– ହୀରା ଅଳଙ୍କାର ଶସ୍ତା ହେବ
–  ଜୋତା ଶସ୍ତା ହେବ
– ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ
– ମୋବାଇଲ୍ ଫୋନ୍, ଚାର୍ଜର, କପଡା, ଚମଡା

ମହଙ୍ଗା

ଆମଦାନୀ ଶୁଳ୍କରେ ଛାଡକୁ ହଟାଇ ପୁଞ୍ଜି ସାମଗ୍ରୀ ଉପରେ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ଅନୁକରଣ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି ଯାହା ଦ୍ବାରା ଏହାର ଆମଦାନୀ ହ୍ରାସ ହୋଇପାରିବ । ବିଦେଶୀ ଛତା ମଧ୍ୟ ମହଙ୍ଗା ହେବ। ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

01 Feb 2022 By The Sakala

ବଜେଟ୍‌ ୨୦୨୨-୨୩ : ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ସନ୍ତୁଳନ ବଜେଟ୍ ।ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ।

ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେବ ? ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି । ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି । ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ଆଉ କିଛି ଜିନିଷ ମହଙ୍ଗା ହୋଇଛି।

ଶସ୍ତା

– ମୋବାଇଲ୍ ଚାର୍ଜର ଶସ୍ତା ହେବ
– କୃଷିଜାତ ଦ୍ରବ୍ୟ ଶସ୍ତା ହେବ
– ହୀରା ଅଳଙ୍କାର ଶସ୍ତା ହେବ
–  ଜୋତା ଶସ୍ତା ହେବ
– ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ
– ମୋବାଇଲ୍ ଫୋନ୍, ଚାର୍ଜର, କପଡା, ଚମଡା

ମହଙ୍ଗା

ଆମଦାନୀ ଶୁଳ୍କରେ ଛାଡକୁ ହଟାଇ ପୁଞ୍ଜି ସାମଗ୍ରୀ ଉପରେ ୭.୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ଅନୁକରଣ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି ଯାହା ଦ୍ବାରା ଏହାର ଆମଦାନୀ ହ୍ରାସ ହୋଇପାରିବ । ବିଦେଶୀ ଛତା ମଧ୍ୟ ମହଙ୍ଗା ହେବ। ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର