୨୦୨୨- ୨୩ ରେଳ ବଜେଟ : ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଲା ୫୮୦୨.୬୫ କୋଟି ଟଙ୍କାର ଆନୁଦାନ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ  ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି। – ଅନୁଗୁଳ-ସୁକିନ୍ଦା ରୁଟ୍‌ ପାଇଁ ୪୭୫ କୋଟି -ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି -ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି -ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି -ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି […]

ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ  ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

– ଅନୁଗୁଳ-ସୁକିନ୍ଦା ରୁଟ୍‌ ପାଇଁ ୪୭୫ କୋଟି

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

-ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

-ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି

-ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି

-ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି

-ଜୟପୁର-ମାଲକାନଗିରି ‌ ପାଇଁ ୧୩.୮ କୋଟି

-ଜୟପୁର-ନବରଙ୍ଗପୁର ରୁଟ୍‌ ପାଇଁ ୮୧ କୋଟି

-ନୂଆପଡ଼ା-ଗୁଣପୁର-ଥେରୁବାଲି ରୁଟ୍‌ ପାଇଁ ୧୦ କୋଟି

-ତାଳଚେର-ଅନୁଗୁଳ ରୁଟ୍‌ ପାଇଁ ୧୮ କୋଟି

ସମ୍ବଲପୁର-ଫୁଲବାଣୀ-ଗୋପାଳପୁର ରେଳ ଲାଇନ ପାଇଁ ୧ କୋଟି

-ଖୋର୍ଦ୍ଧା-ବାରଙ୍ଗ ରେଳ ଲାଇନ ପାଇଁ ୧୬୪ କୋଟି ମଞ୍ଜୁରୀ

ରଜତଗଡ଼- ବାରଙ୍ଗ ରେଳ ଲାଇନ ପାଇଁ ୧ କୋଟି

୨୧ଟି ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ୨୧୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି।

ସୂଚନା ଅନୁଯାୟୀ,କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବ୍ରୁଆରି ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ ରହିଛି ।

02 Feb 2022 By The Sakala

୨୦୨୨- ୨୩ ରେଳ ବଜେଟ : ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଲା ୫୮୦୨.୬୫ କୋଟି ଟଙ୍କାର ଆନୁଦାନ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ମଞ୍ଜୁରୀ

ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ  ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

– ଅନୁଗୁଳ-ସୁକିନ୍ଦା ରୁଟ୍‌ ପାଇଁ ୪୭୫ କୋଟି

-ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି

-ତାଳଚେର-ବିମଳାଗଡ଼ ପାଇଁ ୨୫୦ କୋଟି

-ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି

-ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି

-ଜୟପୁର-ମାଲକାନଗିରି ‌ ପାଇଁ ୧୩.୮ କୋଟି

-ଜୟପୁର-ନବରଙ୍ଗପୁର ରୁଟ୍‌ ପାଇଁ ୮୧ କୋଟି

-ନୂଆପଡ଼ା-ଗୁଣପୁର-ଥେରୁବାଲି ରୁଟ୍‌ ପାଇଁ ୧୦ କୋଟି

-ତାଳଚେର-ଅନୁଗୁଳ ରୁଟ୍‌ ପାଇଁ ୧୮ କୋଟି

ସମ୍ବଲପୁର-ଫୁଲବାଣୀ-ଗୋପାଳପୁର ରେଳ ଲାଇନ ପାଇଁ ୧ କୋଟି

-ଖୋର୍ଦ୍ଧା-ବାରଙ୍ଗ ରେଳ ଲାଇନ ପାଇଁ ୧୬୪ କୋଟି ମଞ୍ଜୁରୀ

ରଜତଗଡ଼- ବାରଙ୍ଗ ରେଳ ଲାଇନ ପାଇଁ ୧ କୋଟି

୨୧ଟି ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ୨୧୪୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି।

ସୂଚନା ଅନୁଯାୟୀ,କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫେବ୍ରୁଆରି ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ ରହିଛି ।

https://www.thesakala.in/latest-odisha-news/2022-23-railway-budget-odisha-received-rs-5802-65-crore-in-railway-budget/article-8938
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର