କୃଷ୍ଣପ୍ରସାଦ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଜନକ ପାଇଲେ ଓପିଏସସି, ପୂର୍ବରୁ ଥିଲେ ଇଣ୍ଡିଆନ ନାଭିରେ…
Published On
By The Sakala
କୃଷ୍ଣପ୍ରସାଦ: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ର ସୀମାଞ୍ଚଳଙ୍କ ଭାଇ ଗଞ୍ଜାମ ପ୍ରୟାଗି ଗ୍ରାମର ଜଣେ କୃଷକଙ୍କ ପୁଅ ପାଇଲେ ପ୍ରଶାସନିକ ସେବା (ଓଏଏସ )। ପ୍ରୟାଗି ଗ୍ରାମର କାମରାଜୁ ତରେଇଙ୍କ ପୁଅ ଜନକ ତରେଇ ପ୍ରଥମେ ଇଣ୍ଡିଆନ ନାଭିରେ କାର୍ଯ୍ୟରତ ଥିଲେ। ୬ ମାସ ପୂର୍ବରୁ ସେ ଅବସର ନେଇ ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ। କଠିନ ପରିଶ୍ରମ କରି ସେ ପ୍ରଥମ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି। ଉକ୍ତ […]
ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ
Published On
By The Sakala
କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ସାତପଡ଼ା ସ୍ଥିତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ପୂଜା କାଳୀନ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ କେଳୁ ଚରଣ ଜେନା ଯୋଗଦେଇ ସ୍ବେଛାସେବୀ ମାନଙ୍କୁ ସେବା ସମ୍ପର୍କରେ ପ୍ରେରଣା […]
ଗ୍ୟାସ୍ ଟାଙ୍କି ଫାଟି ଘରେ ଲାଗିଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା ୩ ବଖରା ଘର
Published On
By The Sakala
କୃଷ୍ଣପ୍ରସାଦ : ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦି ଗ୍ରାମରେରେ ଗ୍ୟାସ ଲିକ ହୋଇ ଜଳିଯାଇଛି ୩ ବଖରା ଘର। ସୂଚନା ମୁତାବକ ଦିବା ୩ ଟା ସମୟରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା। ଦେଖୁ ଦେଖୁ ଘର, ଚାଳ ଆସବାବପତ୍ର କୁ ନିଆଁ ଲାଗିଥିଲା। ମାୟାଧର ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ଵଂସ ହୋଇଗଲା। ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଂଚି […]
ଚିଲିକା ମଝିରୁ ବେଆଇନ ଫାର୍ମ ହାଉସ ଉଚ୍ଛେଦ
Published On
By The Sakala
କୃଷ୍ଣପ୍ରସାଦ:ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ବିରିପଦର ମୌଜାର ଚିଲିକା ମଝିରେ ଥିବା ବେଆଇନ ଫାର୍ମ ହାଉସକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଫାର୍ମ ହାଉସ ଦୀର୍ଘ ୫ ବର୍ଷ ଧରି ୩୦ ଡ଼ିସିମିଲ ଜାଗା ଉପରେ ଦୁଇ ମହଲାର ଅଟ୍ଟାଳିକା ଠିଆ ହୋଇଥିଲା । ଏହି ବେଆଇନ ଫାର୍ମ ହାଉସ କୃଷ୍ଣପ୍ରସାଦ ବ୍ଳକ ବଡଝାଡ଼ ଗ୍ରାମର ଅକ୍ଷୟ ତରେଇ ନିର୍ମାଣ କରିଥିବା ଜଣାପଡିଛି । ବେଆଇନ ଅଟ୍ଟାଳିକା ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ଧରି ଅଭିଯୋଗ […]
ସାନବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
Published On
By The Sakala
କୃଷ୍ଣପ୍ରସାଦ : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ (୨୦୨୪-୨୫)ଶିକ୍ଷା ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଥିଲା । ତନ୍ମଧ୍ୟରୁ ଜଣେ ମାତ୍ର କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଜନତା ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସାନବସନ୍ତପୁର ପ୍ରାଥମିକ ବିଦ୍ୟାଳୟ ଗମ୍ଭାରୀ ସହକାରୀ ଶିକ୍ଷୟତ୍ରୀ ରୋଷାଲୀନ ରଣଜିତ ସିଂହ ଗୁରୁ ଦିବସ ଦିନ ପୁରୀ ଜିଲ୍ଲାର ସଦଭାବନା ଗୃହ ଠାରେ ଆୟୋଜନ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କାର ଗ୍ରହଣ କରିଛନ୍ତି । […]
କୃଷ୍ଣପ୍ରସାଦ ପାଇକସାହି ପକ୍ଷରୁ କାଳିଜାଇ ମନ୍ଦିର ସଫେଇ
Published On
By The Sakala
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତର ପାଇକସାହି ଗ୍ରାମବାସୀଙ୍କ ତରଫରୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ତଥା ପାରିକୁଦର ଇଷ୍ଟଦେବୀ ମାଆ କାଳିଜାଇଙ୍କ ପୀଠକୁ ସଫେଇ କରାଯାଇଛି। ବିଭିନ୍ନ ସ୍ଥାନରୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଯୋଗୁଁ ମନ୍ଦିର ପରିସର ଅଳିଆ ଆବର୍ଜନା ହୋଇପଡିଥିଲା । ପାଇକସାହି ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର କୁମାର ପାତ୍ର ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ମନ୍ଦିର ଚତ୍ରୁପାର୍ଶ୍ଵରୁ ପ୍ଲାଷ୍ଟିକ ବୋତଲ ଅଳିଆ ଆବର୍ଜନା ସଫେଇ କରିବା ସହିତ […]
ଚିଲିକା ରିଂବନ୍ଧରେ ତାଳ ମଞ୍ଜି ରୋପଣ
Published On
By The Sakala
କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗ୍ରୀନ ପାରିକୁଦ ସଂଗଠନ ପକ୍ଷରୁ ଆବାହକ ପରିବେଶବିତ ହିମାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଚିଲିକା ରିଂବନ୍ଧରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦ୍ଵିପାଞ୍ଚଳ କୃଷ୍ଣପ୍ରସାଦ ବ୍ଳକକୁ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ଚିଲିକା ରିଂବନ୍ଧର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ । ଏହି ପ୍ରରିପ୍ରେକ୍ଷୀରେ ଗ୍ରୀନ ପାରିକୁଦ ସଂଗଠନର କର୍ମକର୍ତ୍ତା ମାନଙ୍କ ସହଯୋଗରେ ଏହି […]
ଚିଲିକାରୁ ୨୫୦ ଏକର ବେଆଇନ ଘେରି ଉଚ୍ଛେଦ
Published On
By The Sakala
କୃଷ୍ଣପ୍ରସାଦ: ନୀଳାମ୍ବୁ ଚିଲିକାରୁ ଘରି ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ବୁଧବାର କୃଷ୍ଣପ୍ରସାଦ ରାଜସ୍ବ ସର୍କଲ ଅଧିନ ଇପିଙ୍ଗ ମୌଜା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଏବଂ ଖଟିଆକୁଦି (ଖ) ପଞ୍ଚକୁଦି ଅଞ୍ଚଳରୁ ୧୫୦ ଏକର […]
ରାଜସ୍ବ ଅମଲା ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ
Published On
By The Sakala
କୃଷ୍ଣପ୍ରସାଦ: ରାଜ୍ୟ ସଂଘର ଆହ୍ଵାନକ୍ରମେ ୧୦ ଦଫା ଦାବି ନେଇ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। କୃଷ୍ଣପ୍ରସାଦ ତହସିଲ,ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ଏବଂ ଉପବିଭାଗ ଅଧିକାରୀ ଆନ୍ଦୋଳନରେ ସାମିଲ ହେବା ସହ ରାଜ୍ଯ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସଂଘ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ,ରାଜସ୍ବ […]
ସାତପଡ଼ା ଡିଗ୍ରୀ କଲେଜରେ ଯୌନ ନିର୍ଯାତନା ସଚେତନତା କର୍ମଶାଳା
Published On
By The Sakala
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ସାତପଡ଼ା ସ୍ଥିତ ପଞ୍ଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଯୌନ ନିର୍ଯ୍ୟାତନା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି, ଏସଆଇ ସାଗର ପ୍ରସାଦ ନାୟକ, ସାତପଡ଼ା ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ […]
ଆରଡ଼ିସି ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ
Published On
By The Sakala
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ରୁକ୍ମଣୀ ଦେବୀ ଚିଲିକା ଡିଗ୍ରୀ ମହାବିଦ୍ୟାଳୟ ନୂଆପଡାରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଧର୍ମାନନ୍ଦ ପଲାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସଂସ୍କୃତ ବରିଷ୍ଠ ଅଧ୍ୟାପିକା ଅର୍ଣ୍ଣପୂର୍ଣ୍ଣା ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷାର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ଗୋପାଳ କୃଷ୍ଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ […]
ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଲଞ୍ଚ
Published On
By The Sakala
କୃଷ୍ଣପ୍ରସାଦ:ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ କୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଆବଶ୍ୟକତା ଠାରୁ ଲଞ୍ଚ ରେ ବହୁ ଯାତ୍ରୀ ଆସିଥିଲେ। ଲଞ୍ଚ ର ଉପର ଭିତର ଲୋକାରଣ୍ୟ ହୋଇଥିଲା। ବାଲୁଗାଁ କାର୍ଯ୍ୟାଳୟ ନିକଟ ରେ ୭ ଟି ଲଞ୍ଚ ଥିଲେ ମଧ୍ୟ ୨ଟି ଲଞ୍ଚ ରେ ଯାତ୍ରୀଙ୍କୁ ସେବା ନ ଦେଇ ବିପଦ ସଂକୁଳ ଭାବେ ଗୋଟିଏ ଲଞ୍ଚ […]