ସମ୍ବଲପୁର
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ତହସିଲଦାର
Published On
By The Sakala
ସମ୍ବଲପୁର: ଲାଞ୍ଚ ନେଇ ଧରାପଡିଲେ ତହସିଲଦାର। ବାମର ତହସିଲଦାର ଅଶ୍ଵିନୀ ପଣ୍ଡା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରିଲା ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍। ଜମି ମ୍ୟୁଟେଶନ ପାଇଁ ଲାଞ୍ଚ ନେଉଥିଲେ ତହସିଲଦାର।
ସତର୍କ ରୁହନ୍ତୁ ତଳିଆ ଅଞ୍ଚଳର ଲୋକେ, ଖୋଲିଲା ହୀରାକୁଦର ୧୬ ଗେଟ୍
Published On
By The Sakala
କଟକ/ସମ୍ବଲପୁର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୁତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଲାଗିରହିଛି। ରାଜ୍ୟରେ ଏହି ଲଘୁଚାପ ଜନିତ ବର୍ଷା ଆଉ ଦୁଇ ଦିନ ଲାଗି ରହିବ। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ,ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ […]
ସ୍କୁଲରେ ଥାର୍ଡ ଡିଗ୍ରୀ, ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର
Published On
By The Sakala
ସମ୍ବଲପୁର: ସ୍କୁଲରେ ଥାର୍ଡ ଡିଗ୍ରୀ। ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର । ସମ୍ବଲପୁର ଶାସନ ଥାନା ଅଞ୍ଚଳର ଏକ ଘୋରୋଇ ସ୍କୁଲରେ ଶିକ୍ଷକଙ୍କ ମାଡରେ ଛାତ୍ରଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଜଣାପଡ଼ିଛି। ସିଟି ସ୍କାନରେ ଆସିଲା ରିପୋର୍ଟ। ଛାତ୍ରଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ଛାତ୍ରଙ୍କ ପରିବାର ଲୋକଙ୍କ ସାଙ୍ଘାତିକ ଅଭିଯୋଗ। ଲେଖିବାରେ ବିଳମ୍ବ କରିବାରୁ ମୁଣ୍ଡକୁ ମାଡ ମାରିଥିଲେ ଶିକ୍ଷକ।
କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା ପୁଲିସ, ବାମ ଗୋଡ଼ରେ ବାଜିଛି ଗୁଳି
Published On
By The Sakala
ସମ୍ବଲପୁର: ସମ୍ବଲପୁରରେ ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାଯାଇଛି। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ମହମ୍ମଦ ସାମଦକୁ ଏନକାଉଣ୍ଟର କରିଛି ପୁଲିସ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁଯାୟୀ, ଗତ ରାତିରେ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା […]
ମା’ ସମଲେଇଙ୍କ ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ, ୨୮ ଅଗଷ୍ଟରେ ଲାଗି ହେବ ନବାନ୍ନ
Published On
By The Sakala
ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ୨୮ ତାରିଖରେ ଦିନ ୧୦ଟା ୩୩ରୁ ୧୦ଟା ୫୫ ସମୟ ଭିତରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ । ଏଥିପାଇଁ ଆଜି ସମ୍ବଲପୁରର ବସିଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଲୋକମାନେ ନିଜ ନିଜର ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ […]
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଭଦ୍ରକ ଜିଲ୍ଲାର ୨୩ ସ୍କୁଲ ଦୁଇ ଦିନ ପାଇଁ ଛୁଟି
Published On
By The Sakala
ସମ୍ବଲପୁର/ଭଦ୍ରକ : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୬ ହଜାର ୮୩୪ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି। ସୋମବାର ସକାଳ ୭ଟା ସୁଦ୍ଧା ୬୧୫.୩୧ ଫୁଟରେ ପହଂଚିଛି ଜଳଭଣ୍ଡାର ଜଳସ୍ତର। ତେବେ ଗତକାଲି ଅପେକ୍ଷା ଜଳ ଭଣ୍ଡାର ଭିତରକୁ […]
ଦେବଝରଣ ଜଳ ପ୍ରପାତରେ ବୁଡ଼ି ବୁର୍ଲା ମେଡିକାଲ୍ କଲେଜର ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
Published On
By The Sakala
ସମ୍ବଲପୁର: ପାଣିରେ ବୁଡ଼ି ବୁର୍ଲା ଭିମସାର୍ର ଦୁଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଉଭୟ ବୁର୍ଲା ଭିମସାର୍ର ଶେଷ ବର୍ଷର ଛାତ୍ରୀଛାତ୍ରୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବୁର୍ଲା ମେଡିକାଲ୍ କଲେଜ୍ର ୬ ଛାତ୍ରଛାତ୍ରୀ ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତ ବୁଲିଯାଇଥିଲେ। ସେଠାରେ ସାଙ୍ଗ ମାନଙ୍କ ସହ ଗାଧୋଇବା ସମୟରେ ଦୁଇ ଡାକ୍ତରୀ ଛାତ୍ରଛାତ୍ରୀ ବୁଡିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। […]
ଖୋଲିଲା ହୀରାକୁଦ ଗେଟ୍ : ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ
Published On
By The Sakala
ସମ୍ବଲପୁର: ବାଜିଲା ସାଇରନ, ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୧୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ବର ୮ଟି ଗେଟ୍ ଏବଂ ଡାହାଣ ପାଶ୍ବର ୪ଟି ଗେଟ୍ ଖୋଲାଯାଇଛି। ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳ ଲୋକଙ୍କ ସହ ୧୩ ଜିଲ୍ଲାକୁ […]
ପୁଣି ଖାକିରେ ଲାଗିଲା ଦାଗ : ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି କନଷ୍ଟେବଳ ଗିରଫ
Published On
By The Sakala
ସମ୍ବଲପୁର : ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ। ଏପରି ଘଟଣା ଘଟିଛି ସମ୍ବଲପୁର ଅଞ୍ଚଳରେ । ସମ୍ବଲପୁରରେ ଜଣେ ପୁଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୁଲିସ। ବରେଇପାଲି ଥାନାରେ କାର୍ଯ୍ୟରତ କନଷ୍ଟେବଳ ବିରଞ୍ଚି ମୁଣ୍ଡାଙ୍କୁ ଗିରଫ କରାଯାଇଛି । ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିବା ନେଇ […]
ଟ୍ରକକୁ ଜୋରରେ ଧକ୍କାଦେଲା କାର୍: ଚାଲିଗଲା ଦୁଇ ଜୀବନ, ୨ ଗୁରୁତର
Published On
By The Sakala
ସମ୍ବଲପୁର: ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ଲଡୁଖାଇ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ଡିଭାଇଡର ଡେଇଁ ଟ୍ରକରେ ପିଟିହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୪ ଜଣ ଯୁବକ ସମ୍ୱଲପୁର ପଟୁ ଗୋଡଭଗାକୁ ଏକ କାର୍ ଯୋଗେ ଯାଉଥିବା ସମୟରେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ କାରଟି ଜାତୀୟ ରାଜପଥର ଡିଭାଇଡର ଡେଇଁ ବରଗଡ଼ ପଟୁ ଆସୁଥିବା ଏକ ଟ୍ରକରେ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ […]
ମହାନଦୀର ତଣ୍ଟି ଚିପିଛି ଛତିଶଗଡ଼ : ସଙ୍କଟରେ ରାଜ୍ୟର ଶତାଧିକ ମତ୍ସ୍ୟଜୀବୀ ପରିବାର
Published On
By The Sakala
ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଶହ ଶହ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍ ଓଡିଶା ପାଇଁ ଦିନକୁ ଦିନ କାଳ ହେବାରେ ଲାଗିଲାଣି। ବିଶେଷକରି ଅଣମୌସୁମୀ ଋତୁରେ ଏହା ଉତ୍କଟ ଜଳାଭାବ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଗ୍ରୀଷ୍ମଋତୁରେ ଏଭଳି ସ୍ଥିତି ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଉପରମୁଣ୍ଡ କଲମାର ସମସ୍ତ ଗେଟ୍ ବନ୍ଦ ଥିବା ବେଳେ ମହାନଦୀ ଦିନକୁ ଦିନ ଭୟଙ୍କର ସ୍ଥିତି ଧାରଣ କରିବାରେ ଲାଗିଛି। ଏହି ପରିେପ୍ରକ୍ଷୀରେ ଶୁଖିଲା […]
ବ୍ରାଣ୍ଡେଡ କମ୍ପାନି ବୋତଲର ଅବିକଳ କପି, ଛତୁ ପରି ଫୁଟିଛି ପାଣି ବୋତଲ କମ୍ପାନୀ
Published On
By The Sakala
ସମ୍ବଲପୁର: ନାମୀଦାମୀ କମ୍ପାନୀର ପାଣି ବୋତଲ ସମସ୍ତଙ୍କୁ ଜଣା। ଶୋଷ ସମୟରେ ପାଣି ବୋତଲ ଦୋକାନୀକୁ ମଗାଯାଉଛି। ଏହାର ଫାଇଦା ନେଇ ଦୋକାନୀ ନକଲି ବ୍ରାଣ୍ଡର ପାଣି ବୋତଲ ଧରାଇ ଦେଉଛି। ଯହା ଦେଖିବାକୁ ପୁରା ସମାନ,ଟିକେ ପରିବର୍ତ୍ତନ କରି କପି କରି ପାଣି ବୋତଲ ବଜାରରେ ବିକ୍ରି ହେଉଛି। ଯାହାକୁ ବ୍ୟବସାୟୀ ମାନେ ବିକିଲେ ଅଧିକ ଲାଭ ମଧ୍ୟ ମିଳୁଛି। ସମ୍ବଲପୁର ବଜାରରେ ବଡ ହୋଟେଲ ଠାରୁ ଆରମ୍ଭ କରି ରାସ୍ତାକଡ ହୋଟେଲ, ଠେଲା ଦୋକାନୀରେ […]