କଟକ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ସମୟ ପୂର୍ବରୁ ପ୍ରତ୍ୟାହାର ହୋଇପାରିବ ଫିକ୍ସଡ୍ ଡିପୋଜିଟ୍
Published On
By The Sakala
କଟକ : ବିବାହରେ ଆବଶ୍ୟକତା ପାଇଁ ପୋଷ୍ଟାଲ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍କୁ ଅସମୟରେ ବା ସମୟ ପୂର୍ବରୁ ପ୍ରତ୍ୟାହାରକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ହିନ୍ଦୁ ଆଇନ ଅନୁସାରେ ବିବାହ ଏକ ପାରମ୍ପରିକ ଆବଶ୍ୟକତା। ଏଣୁ ନିୟମଗତ ପ୍ରତିବନ୍ଧକ ଦର୍ଶାଇ ଏଥିପାଇଁ ଜଣଙ୍କୁ ନିଜ ସମ୍ପତ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପରିବାରରେ ବିବାହର ଖର୍ଚ୍ଚ ବହନ କରିବା ପାଇଁ ଜଣେ ମହିଳା ଫିକ୍ସଡ୍ ଡିପୋଜିଟ୍ ପାଇଁ ବିନିଯୋଗ କରିଥିବା ଟଙ୍କାକୁ ମାଚୁରିଟି ସମୟ ପୂର୍ବରୁ […]
ବାପାଙ୍କ ଶବ ନେଇ ଘରକୁ ଫେରୁଥିବାବେଳେ ନିଜେ ଶବ ପାଲଟିଗଲେ ପୁଅ
Published On
By The Sakala
କଟକ: ବାପାଙ୍କ ଶବ ନେଇ ଘରକୁ ଫେରୁଥିବାବେଳେ ନିଜେ ଶବ ପାଲଟିଗଲେ ପୁଅ। ମେଡିକାଲରୁ ବାପାଙ୍କ ମୃତଦେହ ନେଇ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି କଟକ ବଡ଼ମେଡ଼ିକାଲରୁ ନିଜ ବାପଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ନିଜ ଘର ଠାକୁରମୁଣ୍ଡା ଅଣୁଥିବାବେଳେ ଯାଜପୁର ଜିଲ୍ଲା କୋରେଇ ଥାନା ଧନପୁର ଛକ ନିକଟରେ ଏକ ପିକଅପ୍ ଭ୍ୟାନ ଆମ୍ବୁଲାନ୍ସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ନିଜ ବାପାଙ୍କ ଶବ ପାଖରେ ଥିବା […]
ରକ୍ତ କର୍କଟ ରୋଗୀଙ୍କ ଜୀବନ ସହ ଖେଳ : ଏସ୍ସିବିରେ ‘ଆସିମିନିବ୍ ଟ୍ରାଏଲ’ ବନ୍ଦ
Published On
By The Sakala
କଟକ : ଏସ୍ସିବି ମେଡିକାଲକୁ ବିଶ୍ୱସ୍ତରୀୟ ରୂପ ଦେବାର ଯୋଜନା କରାଯାଇଛି। ଆଗାମୀ ଦିନରେ ବଦଳିଯିବ ବଡ ମେଡିକାଲର ରୂପରେଖ। କିନ୍ତୁ ଏଠାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏଠାରେ ଚାଲିଥିବା ଆସିମିନିବ୍ ଟ୍ରାଏଲ ବନ୍ଦ କରିଦିଆଯାଇଛି। ଏଣୁ ଗୁରୁତର ରକ୍ତ କର୍କଟ ରୋଗୀଙ୍କୁ ବହୁମୂଲ୍ୟ ଆସିମିନିବ୍ ଔଷଧ ଆଉ ମିଳିବ ନାହିଁ। ଏପରିକି ୨ଲକ୍ଷ ଟଙ୍କା ମୂଲ୍ୟର ଏହି ଔଷଧ କିଣି ସେବନ କରିବା […]
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା : ସନ୍ଦେହଘେରରେ ବୋର୍ଡ ସଭାପତିଙ୍କ ଭୂମିକା, ରିମାଣ୍ଡରେ ଆସିବେ ନିହାରଙ୍କ ସମେତ ୩ ଅଭିଯୁକ୍ତ
Published On
By The Sakala
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି। ଏହି ଘଟଣାରେ ବୋର୍ଡ ଉପସଭାପତି ନୀହାର ରଂଜନ ମହାନ୍ତିଙ୍କ ଗିରଫଦାରୀ ପରେ ଶ୍ରୀ ମହାନ୍ତିଙ୍କ ସହ ଗତ କିଛି ଦିନ ଧରି ବୋର୍ଡ କାର୍ଯ୍ୟାଳୟର ଆଉ କେଉଁମାନେ ଅଧିକ ସମ୍ପର୍କରେ ଥିଲେ, ତାହାର ଖୋଳତାଡ଼ ଜାରି ରହିଛି। ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବୋର୍ଡ କାର୍ଯ୍ୟାଳୟର ଆଉ ଜଣେ […]
ଶିକ୍ଷକ ବଦଳି ପାଇଁ ବିଧାୟକ ଓ ସାଂସଦଙ୍କ ସୁପାରିସ ପ୍ରସଙ୍ଗ, ଅନ୍ତରୀଣ ରହିତାଦେଶ ଲଗାଇଲେ ହାଇକୋର୍ଟ
Published On
By The Sakala
କଟକ : ରାଜ୍ୟ ସରକାର ନିକଟରେ ବିଧାୟକ ଓ ସାଂସଦଙ୍କ ସୁପାରିସ ଭିତ୍ତିରେ ଶିକ୍ଷକଙ୍କ ବଦଳି ସମ୍ପର୍କିତ ନିଷ୍ପତ୍ତି ନେଇଥିବା ବେଳେ ଏହି ସୁପାରିସ ଆଧାରରେ କରାଯାଇଥିବା ବଦଳି ଆଦେଶକୁ ବିରୋଧ କରି କେତେକ ଶିକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କିତ ଦୁଇଟି ମାମଲାର ଶୁଣାଣି କରି ଆବେଦନକାରୀ ଶିକ୍ଷକଙ୍କ ବଦଳି ଆଦେଶ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଫକିର ମହାନନ୍ଦ ଓ ରାହୁଲ ତ୍ରିପାଠୀଙ୍କ ତରଫରୁ ରୁଜୁ […]
ଆସିଲେନି ୨ ପୁଅ: ଆଇଆଇସି କରାଇଲେ ଶେଷକୃତ୍ୟ, ଘର ମାଲିକଙ୍କ ମାନବିକତା ଯୋଗୁଁଁ ବଞ୍ଚିଥିଲେ ବୃଦ୍ଧ
Published On
By The Sakala
କଟକ : ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ବସ୍ତିଆ ସାହିରେ ଗତକାଲି ଘଟିଛି ଏକ ଅଭାବନୀୟ ଘଟଣା। ନିଜର ଅସହାୟତା ଯୋଗୁଁଁ ଭଡ଼ାଘର ସମ୍ମୁଖସ୍ଥ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୃଦ୍ଧ ଶଶିକାନ୍ତ ସାହୁ(୮୦)। ଗୋପାଳପୁରର ମୂଳବାସିନ୍ଦା ଶିଶିକାନ୍ତଙ୍କ ପତ୍ନୀ ବିୟୋଗ ପରେ ଏକା ହୋଇଯାଇଥିଲେ। ୨ପୁଅ ପଚାରୁ ନଥିବାରୁ ନିଃସଙ୍ଗ ଜୀବନ ବିତାଉଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଶଶିକାନ୍ତ ଦୁଇ ଓଳି ଖାଇବାକୁ ଯୋଗାଡ଼ କରି ପାରୁ ନଥିଲେ। ଘର ମାଲିକର ମାନବିକତା ଯୋଗୁଁଁ […]
ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ୍ ଘଟଣା, ସନ୍ଦେହରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୂମିକା
Published On
By The Sakala
ଭୁବନେଶ୍ୱର : ଭାଇରାଲ୍ ହେଲା ପ୍ରଶ୍ନପତ୍ର। ରାତିଅଧିଆ ବାତିଲ୍ ହେଲା ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)। ହେଲେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଓଟିଇଟି ପ୍ରଶ୍ନପତ୍ର ସହ ସମାନ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ କିପରି ଜାଣିଲେ ଓ ପରୀକ୍ଷା ବାତିଲ୍ କଲେ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାର ଥିଲା। ନିୟମ ଅନୁସାରେ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ସିଲ୍ ହୋଇ ରହିଥିବା ପ୍ରଶ୍ନପତ୍ର […]
ଋଣ ନ ସୁଝି ପାରିବାରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା !
Published On
By The Sakala
ବାଙ୍କୀ: ଋଣ କରି ଋଣ ନ ସୁଝି ପାରିବାରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଅଭିଯୋଗ। ମୁଣ୍ଡଳୀ ନିକଟସ୍ଥ ମହାନଦୀ ବ୍ରିଜ ଉପରେ ଘଟିଛି ଏଭଳି ଅଘଟଣ। ଆତ୍ମହତ୍ୟା କରିଥିବା ଯୁବକଙ୍କ ସିଡ଼ିଏ ସେକ୍ଟର ୧୦ ମାର୍କତ ନଗର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ହେମନ୍ତ ସାହୁ ବୋଲି ଜଣାପଡ଼ିଛି। ହେମନ୍ତ ଧୂପକାଠି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟଉଥିଲେ। ସେ ବ୍ୟାଙ୍କରୁ ଋଣ କରିଥିଲେ। ହେଲେ ଋଣ ଟଙ୍କା ସୁଝି ନ ପରିବାରୁ ଋଣ ଦେଇଥିବା […]
ଭଟ୍ଟାରିକା ମନ୍ଦିର ବେଢ଼ାରେ ପସିଲା ମହାନଦୀର ପ୍ରଥମ ବନ୍ୟାଜଳ
Published On
By The Sakala
ବଡମ୍ବା : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଥିବା ହେତୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମାଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମାଙ୍କୁ ଜଳାସାୟୀ କରିପାରିନି। ସକାଳ ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ବନ୍ୟାଜଳ ମାଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଯଦି […]
ଏସ୍ସିବିରେ ଡାକ୍ତରୀ ପାଠପଢ଼ା ବ୍ୟାଘାତ; ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ…
Published On
By The Sakala
କଟକ: ରାଜ୍ୟରେ ଡାକ୍ତରୀ ଶିକ୍ଷାର ଅନ୍ତୁଡ଼ିଶାଳ ହେଉଛି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଖ୍ୟାତନାମା ଚିକିତ୍ସକ ସୃଷ୍ଟି କରିବାରେ ଏସ୍ସିବିର ସ୍ୱତନ୍ତ୍ର ପରିଚୟ ରହିଛି। ମାତ୍ର ଏଠାରେ ଆଗଭଳି ଆଉ ପାଠପଢ଼ା ହେଉନାହିଁ। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ପାଠପଢ଼ୁଆ ଡାକ୍ତରୀ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ହାସଲ କରିପାରୁନାହାନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ଏସ୍ସିବିରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ନିମନ୍ତେ ରାଷ୍ଟ୍ରପତିଙ୍କ […]
ମହିଳା ରୋଗୀଙ୍କ ମଳ ଦ୍ବାର ନଳୀ କାଟିବା ଘଟଣା, କଟକ ଜନନୀ ହସ୍ପିଟାଲ୍ ଉପରେ କାର୍ଯ୍ୟାନୁଷ୍ଠାନ
Published On
By The Sakala
କଟକ : ଜନନୀ ହସ୍ପିଟାଲ୍ ଉପରେ ଲାଗିଲା କଟକଣା। ସିଲ ହେଲା ଜନନୀ ହସ୍ପିଟାଲର ଓଟି। ନୂତନ ରୋଗୀଙ୍କୁ ମଧ୍ୟ ଆଡ଼ମିଶନ କରି ପାରିବେ ନାହିଁ। ଆବଶ୍ୟକୀୟ କାଗଜପତ୍ରନ ଥିବା ଓ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଟିମ୍ ପଦକ୍ଷେପ ଗ୍ରହଣ କରିଛି। କିଛି ଦିନ ତଳେ କଟକ ରାଣୀହାଟସ୍ଥିତ ଜନନୀ ହସ୍ପିଟାଲରେ ଜଣେ ମହିଳା ଭର୍ତ୍ତି ହୋଇଥିଲେ । ଡାକ୍ତର ଭୁଲ ବଶତଃ ଅପରେସନ୍ ବେଳେ ମହିଳାଙ୍କ ମଳଦ୍ବାର ନଳୀ କାଟିଦେଇଥିଲେ । […]
କଟକରେ ଛଦ୍ମବେଶୀ ଆଫଗାନୀ
Published On
By The Sakala
ଭୁବନେଶ୍ୱର: ୨୦୧୮ ମସିହାରୁ ବେଆଇନ ଭାବେ ଭାରତରେ ଛଦ୍ମ ବେଶରେ ରହିଆସୁଥିବା ଜଣେ ଧୂର୍ତ୍ତକୁ ଏୟାରପୋର୍ଟ ଥାନା ପୁଲିସ୍ ଗିରଫ କରିଛି। ସେ ହେଲା, ଆଫଗାନିସ୍ତାନ କାବୁଲର ମହମ୍ମଦ ୟୁସୁଫ୍। ନକଲି ପାସ୍ପୋର୍ଟରେ ଦୁବାଇରୁ ଭୁବନେଶ୍ବର ଫେରିବା ବେଳେ ଭୁବନେଶ୍ବର ବିମାନବନ୍ଦରରେ ସେ ଧରାପଡ଼ିଛି। ତା’ ନିକଟରୁ ପୁଲିସ୍ ଗୋଟିଏ ନକଲି ପାସ୍ପୋର୍ଟ ଏବଂ କିଛି ଜାଲ୍ କାଗଜପତ୍ର ଜବତ କରିଛି। ସେ କଟକର ମୋତି ଖାନଙ୍କ ପୁଅ ୟାହା ଖାନଙ୍କ ନାମରେ ଏକ ନକଲି ଭାରତୀୟ […]