ଝାରସୁଗୁଡ଼ା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି
Published On
By The Sakala
ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଅଗ୍ନି ଜାଗୃକ୍ତ ତାଲିମ ପଦକ୍ଷେପ ଅଧୀନରେ ସରବାହାଲର ସରକାରୀ ହାଇସ୍କୁଲରେ ଏକ ବ୍ୟାପକ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅଧିବେଶନରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିବାରଣ କୌଶଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରୋଟୋକଲ ବିଷୟରେ ସଚେତନ ହୋଇଥିଲେ। କାର୍ଯ୍ୟକ୍ରମଟି ପାରସ୍ପରିକ ଆଲୋଚନା ଏବଂ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ […]
ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ ଝାରସୁଗୁଡାର ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ କରିଛି
Published On
By The Sakala
ଝାରସୁଗୁଡା : ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି, ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ପ୍ରବେଶକୁ ପରିବର୍ତନ କରିଛି। ୨୦୨୨ ମସିହାରେ ଏହାର ଶୁଭାରମ୍ଭ ହେବା ପରଠାରୁ, ପ୍ରୋଜେକ୍ଟ ବିଦ୍ୟାଗ୍ରହ ଗଣିତ, ବିଜ୍ଞାନ ଏବଂ ଇଂରାଜୀରେ […]
ବଜ୍ରପାତରେ ୨ ଯୁବକଙ୍କ ମୃତ୍ୟୁ, ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ
Published On
By The Sakala
ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କାଳିବାହାଲ ଗ୍ରାମରେ ଆଜି ବଜ୍ରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କାଳିବାହାଲ ଗ୍ରାମର ଦୁଃଖବନ୍ଧୁ ମାଝୀ (୨୫) ଏବଂ ବୀର କିଷାନ (୪୫) ବୋଲି ପୁଲିସ ସୂଚନା ଦେଇଛି। ଦିନ ପ୍ରାୟ ୨ ଟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡି ହେବାରୁ ଚାଷ କରିବାକୁ ଯାଇଥିବା ଉଭୟ ଦୁଃଖବନ୍ଧୁ, ଏବଂ ବୀର କିଶୋର ପାଖରେ ଥିବା ଏକ ମହୁଲ […]
ବ୍ରଜରାଜନଗର ନାବାଳକ ଯୌନ ନିର୍ଯ୍ୟାତନା ମାମଲା : ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ
Published On
By The Sakala
ଝାରସୁଗୁଡା : ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଦୁଷ୍କର୍ମ କରିଥିବାନେଇ ମାମଲା ରୁଜୁ ହେବାର ମାତ୍ର ୫୫ ଦିନରେ ଆସିଛି ରାୟ । ଅଭିଯୁକ୍ତ ଅଜିତ ନାଗକୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଫାଇନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଜଜ୍ ପୂଜା ଷଡ଼ଙ୍ଗୀ […]
ଝାରସୁଗୁଡାରେ ୪୬ ଟପିଲା ତାତି, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Published On
By The Sakala
ଭୁବନେଶ୍ବର : ତାତି ଭାଙ୍ଗୁଛି ରେକର୍ଡ। ଗତକାଲି ଝାରସୁଗୁଡା ୪୫.୪ ଡିଗ୍ରୀ ସହ ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗି ୪୬ ଡିଗ୍ରୀ ପାର୍ କରିଛି ପାରଦ। ୧୯୫୩ ପରଠାରୁ ରେକର୍ଡ ହୋଇଥିବା ଅପ୍ରେଲ ମାସର ସର୍ବକାଳୀନ ରେକର୍ଡ ପୂର୍ବରୁ ୪୬.୧ ଡିଗ୍ରୀ ରହିଥିଲା ଯାହା ୨୦ ଅପ୍ରେଲ ୨୦୧୦ରେ ରେକର୍ଡ ହୋଇଥିଲା , ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରୀ ରେକର୍ଡ ହୋଇଛି। ଆଜି ଝାରସୁଗୁଡା ପରେ […]
ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର
Published On
By The Sakala
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର। ସେଖ୍ ଆସିଫ ସହ ଅଭିଷେକ ବାରିକକୁ ଏନ୍କାଉଣ୍ଟର। ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ବେଲପାହାଡ଼ ପୁଲିସର ଏନ୍କାଉଣ୍ଟର । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍ପି। ଉଭୟ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଧରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲେ। ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଛି। ଦୁର୍ଷ୍କମ ମାମଲାରେ […]
ବେଦାନ୍ତ ଆଲୁମିନିୟମର ‘ପ୍ରକଳ୍ପ ବିଦ୍ୟା’ ଏବଂ ‘ପ୍ରକଳ୍ପ ନିର୍ମଳ’ ଉଦଘାଟିତ
Published On
By The Sakala
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ହେମଗିର ଏବଂ କୁରାଲୋଇ ଅଞ୍ଚଳରେ ଶିକ୍ଷା, ଜଳ ଯୋଗାଣ ଏବଂ ପରିମଳ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ଜୀବନର ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କମ୍ପାନୀ ଦୁଇଟି ପ୍ରଭାବଶାଳୀ ସିଏସ୍ଆର୍ କାର୍ୟ୍ୟକ୍ରମ ଆରମ୍ଭ କରିଛି । ‘‘ପ୍ରକଳ୍ପ ବିଦ୍ୟା’’ ଏବଂ ‘‘ପ୍ରକଳ୍ପ ନିର୍ମଳ’’ ୩୦,୦୦୦ ରୁ ଅଧିକ ଲୋକଙ୍କୁ ଉପକୃତ କରୁଛି । ମୁଣ୍ଡେରଖେଟରେ ଆୟୋଜିତ ଉଦଘାଟନୀ କାର୍ୟ୍ୟକ୍ରମରେ ଅତିରିକ୍ତ […]
ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ମହିଳା ସମିତି ଦୁଲଦୁଲି ପ୍ରଦର୍ଶନୀ ୨୦୨୫ରେ ତାର ବିଶେଷତ୍ୱ ପ୍ରତିପାଦନ କରିଛି
Published On
By The Sakala
ଝାରସୁଗୁଡ଼ା : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଦ୍ୱାରା ସମର୍ଥିତ ଓଡ଼ିଶାର ଅନ୍ୟତମ ମହିଳା ନେତୃତ୍ୱାଧୀନ ସମବାୟ ସମିତି ଦୁଲଦୁଲି ପ୍ରଦର୍ଶନୀ ୨୦୨୫ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟଲକୁ ଓଡ଼ିଶା ସରକାରଙ୍କ ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟିର ସିଇଓ ଯୁବରାଜ ସାହୁ ଉଦଘାଟନ କରିଥିଲେ। ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତିର ଷ୍ଟଲରେ ସଦସ୍ୟାମାନଙ୍କ ସୃଜନଶୀଳତା ଓ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ, ଫିନାଇଲ, ସୁଗନ୍ଧିତ କ୍ୟାଣ୍ଡେଲ […]
ବଚସା ନେଲା ଉଗ୍ରରୂପ: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ..
Published On
By The Sakala
ଝାରସୁଗୁଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ […]
ଉଗ୍ରରୂପ ନେଲା ଭାଇ-ଭାଇ ବଚସା : ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ
Published On
By The Sakala
ଝାରସୁଗୁଡା : ଭାଇ ସାଜିଲା ଭାତୃହନ୍ତା। ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ଏଭଳି ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ଗଙ୍ଗାପଡାରେ ଘଟିଛି । ମୃତକ ଜଣକ ବଡ଼ ଭାଇ ସୁନୀଲ ସୋରେନ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ସାନଭାଇ ସୁଶୀଲ ସୋରେନ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ସାନ ଭାଇକୁ ପୁଲିସ ଅଟକ ରଖିଛି ଏବଂ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ […]
୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ
Published On
By The Sakala
ଝାରସୁଗୁଡା : ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ଅମିନ। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା କିରମିରା ତହସିଲଦାରଙ୍କ ଅଫିସର ଅମିନ ଭାସ୍କର ମେହେର। ଭାସ୍କରଙ୍କୁ ଅଟକ କରାଯାଇଥିବାବେଳେ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ତାଙ୍କ କିରମିରା ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଖୋଲତାଡ଼ ଜାରିଥିବା ଝାରସୁଗୁଡା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତଙ୍କ ଜମିର ଫିଲଡ […]
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା, ପି.ଏସ.ଓ. ଙ୍କୁ ବହିଷ୍କାର କଲେ ଏସପି
Published On
By The Sakala
ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପ ପାଇଁ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ମିତ୍ରଭାନୁ ଦେଓକୁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ବହିଷ୍କୃତ କରିଛନ୍ତି। ଗଲା ସେପ୍ଟେମ୍ବର ୨୭ ତାରିଖରେ ଏହି ନିର୍ଦେଶ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରୁ ହୋଇଥିବା ବେଳେ ଏହାକୁ ଲୁଚାଇ ରଖାଯାଇଥିଲା। କେଉଁ ଉଦେଶ୍ୟରେ ଏହି ନିର୍ଦ୍ଦଶକୁ ଲୁଚାଇ ରଖାଯାଇଥିଲା, ତାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାହିଁକି ନା […]