ସୁନ୍ଦରଗଡ଼
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍; ୫ ମୃତ, ୧୨ ଗୁରୁତର ଆହତ
Published On
By The Sakala
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଏନ୍ଏଚ୍ ୫୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍ । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ସୁନ୍ଦରଗଡ଼ରେ ଲଜ୍ଜା!, ନାବାଳିକାକୁ ୧୪ ଦିନ ଧରି ଦୁଷ୍କର୍ମ
Published On
By The Sakala
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅଧୀନ ତଳସରା ଥାନା ଅଞ୍ଚଳରେ ଜଣେ ୧୭ବର୍ଷୀୟା ନାବାଳିକାକୁ ତାର ପୁରୁଷ ବନ୍ଧୁ ଏକ ବନ୍ଦ କୋଠରୀରେ ଦୀର୍ଘ ୧୪ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ପୀଡ଼ିତାକୁ ଉଦ୍ଧାର କରିବା ସହ ତାର ପୁରୁଷ ବନ୍ଧୁକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ମୁତାବକ, ଗତ ୧୬ ତାରିଖରେ ସମ୍ପୃକ୍ତ ନାବାଳିକାକୁ ତାର ପୁରୁଷବନ୍ଧୁ ବୁଲିବାକୁ କହି ଡାକି ନେଇଥିଲା। ତଳସରା ସୀମାନ୍ତବର୍ତ୍ତୀ ଏକ […]
ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା, ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଲୁଚାଇ ରଖିଥିଲେ
Published On
By The Sakala
ବଣାଇଁ : ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା। ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ନଗଦ ଜବତ କରିଛି। ମାଓବାଦୀମାନେ ବିସ୍ଫୋରକ କିଣିବା ପାଇଁ ଏହି ଟଙ୍କାର ବଣ୍ଡଲ ଗୁଡ଼ିକୁ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଷ୍ଟିଲ୍ ଟିଫିନ୍ରେ ଭର୍ତ୍ତି କରି ମାଟିତଳେ ଲୁଚାଇ ରଖିଥିଲେ। […]
‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ: ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପୁଷ୍ଟିକର ସହାୟତା ପ୍ରଦାନ…
Published On
By The Sakala
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ସହ ହାତ ମିଶାଇଛି। ‘ଟିବି ମୁକ୍ତ ଭାରତ ଅଭିଯାନ’କୁ ସମର୍ଥନ କରିବା ଉଦ୍ଦେଶ୍ୟରେ କମ୍ପାନୀ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହିତ ମିଶି ୬୩ଜଣ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ପୁଷ୍ଟିକର କିଟ୍ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର […]
ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ସାପ୍ତାହିକ ଚଳାଚଳ ଦିବସ ବନ୍ଦ ଦିନରେ ପରିବର୍ତ୍ତନ..
Published On
By The Sakala
ଭୁବନେଶ୍ୱର : ପୂର୍ବତଟ ରେଳପଥ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସାପ୍ତାହିକ ଛୁଟି ଦିବସରେ ପରିବର୍ତ୍ତନ ଘୋଷଣା କରିଛି। ୩ ଜୁନ୍ ୨୦୨୫ଠାରୁ ଟ୍ରେନଟି ଏବେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ। ତଦନୁସାରେ, ଟ୍ରେନଟି ୭ ଜୁନ୍ ୨୦୨୫ରୁ ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ। କୌଣସି ଷ୍ଟେସନରେ ଟ୍ରେନର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ । ସଂଶୋଧିତ ସାପ୍ତାହିକ ଛୁଟିର ଲକ୍ଷ୍ୟ ଯାତ୍ରୀଙ୍କ ଚାହିଦା ଏବଂ […]
ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ : ପୁଲିସ, ଖଣି ବିଭାଗ ଓ GST ଅଧିକାରୀଙ୍କ ତଦନ୍ତ ଆରମ୍ଭ
Published On
By The Sakala
ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ […]
ବିଧାୟକ ଯୋଗେଶ ସିଂହଙ୍କ ଅଟକକୁ ନିନ୍ଦା କଲା ବିଜେଡି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ବିଧାୟକଙ୍କୁ ଉଠାଇନେବା ଅଗଣତାନ୍ତ୍ରିକ
Published On
By The Sakala
ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ, ଅଙ୍ଗନବାଡି, ସ୍କୁଲ ଓ ଗ୍ରାମାଞ୍ଚଳ ରାସ୍ତାରେ କୋଇଲା ବୋଝେଇ ଟ୍ରକ ପରିବହନକୁ ବିରୋଧ କରି ଓ ନିକଟସ୍ଥ କୋଇଲା ସାଇଡିଂର ସ୍ଥାନାନ୍ତର ଦାବିରେ ଧାରଣାରେ ବସିଥିବା ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂହ ଓ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ଉଠାଇନେଇ ଅଟକ ରଖିବା ଘଟଣାକୁ ବିଜୁ ଜନତା ଦଳ ନିନ୍ଦା କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି […]
ସୁନ୍ଦରଗଡ଼ରେ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର
Published On
By The Sakala
ସୁନ୍ଦରଗଡ଼: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା, ଯେଉଁଥିରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା। ହେମଗିରର ମୁଣ୍ଡେରଖେତ […]
ରାଉରକେଲାରେ ପୁଲିସର ଡବଲ ଏନକାଉଣ୍ଟର, ଦୁଇ ଅପରାଧୀ ଗୁରୁତର
Published On
By The Sakala
ରାଉରକେଲା : ରାଉରକେଲା ବିଶ୍ରା ଅଞ୍ଚଳରେ ପୁଲିସର ଡବଲ ଏନକାଉଣ୍ଟର । ପୁଲିସର ଗୁଳିମାଡରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଢାବାରେ ଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତମାନେ । ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ସମୟରେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଆହତ ଢାବା ମାଲିକଙ୍କ ସହ ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ […]
ରାମଲୀଳା ଦେଖି ଫେରୁଥିଲେ; ଭାରସାମ୍ୟ ହରାଇ ଟ୍ରାକ୍ଟର ପଛକୁ ପିଟିଲା ବାଇକ୍ , ୩ ମୃତ
Published On
By The Sakala
ସୁନ୍ଦରଗଡ଼: ରାମନବମୀ ଯାତ୍ରା ହେଲା ଶେଷ ଯାତ୍ରା । ଯାତ୍ରା ଦେଖି ଫେରିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୁନ୍ଦରଗଡ଼ ବଡ଼ଗାଁ ଥାନା ଅନ୍ତର୍ଗତ ଭୋଇପାଲି ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଟ୍ରାକ୍ଟର ପଛରେ ଏକ ବାଇକ ପିଟି ହୋଇଥିଲା। ଘଟଣାସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନ ସୁନ୍ଦର ସା […]
ରାଉରକେଲାରେ ଅଭାବନୀୟ ଘଟଣା: ବାପାକୁ ହତ୍ୟା କରି ମାତୃହତ୍ୟାର ପ୍ରତିଶୋଧ ନେଲା ପୁଅ
Published On
By The Sakala
ରାଉରକେଲା: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଭାଲୁପତ୍ରା ଗ୍ରାମରେ ଅଭାବନୀୟ ଘଟଣା, ଜେଲ ଫେରନ୍ତା ବାପାକୁ ହତ୍ୟା କରି ମାତୃହତ୍ୟାର ପ୍ରତିଶୋଧ ନେଲା ପୁଅ। ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ କିଛି ବର୍ଷ ଜେଲ ଯାଇଥିଲେ। ଗତ ଡିସେମ୍ବର ମାସରେ ସେ ଗାଁକୁ ଫେରିଥିଲେ। ଜେଲରୁ ଫେରିବା ପରେ ସେ ତାଙ୍କ ପୁଅକୁ ଅତ୍ୟାଚାର କରିଥିଲେ। ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇପଡ଼ିଥିଲା। ଏହାସହିତ ମା’ […]
ଅବକାରୀ ପାଟ୍ରୋଲିଂ ଦଳ ଉପରକୁ ଗୋରୁ ବେପାରୀଙ୍କ ଗୁଳିମାଡ, ଜଣେ ଗିରଫ
Published On
By The Sakala
ସୁନ୍ଦରଗଡ଼: ହେମଗିରି ଅବକାରୀ ଥାନା ପାଟ୍ରୋଲିଂ ଦଳ ଉପରକୁ ପିଅକଅପ (ଓଡି୧୪ଡି – ୮୮୨୪)ରେ ଗୋରୁ ନେଇ ଯାଉଥିବା ବେପାରୀ ମାନେ ୨ ରାଉଣ୍ଡ ଗୁଳି ଚଳାଇବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଶନିବାର ସକାଳେ ହେମଗିରି ଅବକାରୀ ଥାନା ଅଧିକାରୀ ବିନୟ ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଏକ ପ୍ରାଇଭେଟ ବୋଲେରୋରେ ପାଟ୍ରୋଲିଂ କରୁଥିବା ବେଳେ ହେମଗିରି ଥାନା ଅନ୍ତର୍ଗତ ଉତ୍ସାଳୀ ନିକଟରେ ମହୁଲ ଫୁଲ ଚାଲାଣ ସନ୍ଦେହରେ ଉକ୍ତ ପିକଅପ୍ର […]