ଗଜପତି
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଗଜପତିର ୧୭ ପ୍ରକଳ୍ପରୁ ପାଣି ଶୋଷୁଛି ଆନ୍ଧ୍ର, ୩୩ ବର୍ଷରେ ଟଙ୍କାଟିଏ ବି କର ପୈଠ କରିନି
Published On
By The Sakala
ପାରଳାଖେମୁଣ୍ଡି : ଗଜପତିର ଜମି, ଜଳ, ଜଙ୍ଗଲ ଉପରେ ସବୁବେଳେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହି ଆସିଛି। ଜିଲ୍ଲା ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଜଳକୁ ନେଇ ଅନେକ ବିବାଦ ରହିଛି। ଏପରିକି, ବଂଶଧାରା ଓ ମହେନ୍ଦ୍ରତନୟା ଜଳକୁ ନେଇ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। କିନ୍ତୁ, ଆନ୍ଧ୍ର ନିଜେ ଓଡ଼ିଶା ଚୁକ୍ତି କରି ତାହାକୁ ଖିଲାପ କରି ଚାଲିଥିବା ଦେଖିବାକୁ ମିଳୁଛି। ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ଜଳରେ […]
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବରିଷ୍ଠ କିରାଣି ଓ ପିଅନ…
Published On
By The Sakala
ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ ଲାଞ୍ଚ। ନିରଞ୍ଜନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ଜଗଦୀଶ। ସିଡିଏମ୍ଓ କାର୍ୟ୍ୟାଳୟ ଓ ଜଗଦୀଶଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି। ନିରଞ୍ଜନଙ୍କ ମଣ୍ଡଳଦେବୀସ୍ଥିତ ବାସଭବନରେ ବି ଭିଜିଲାନ୍ସର ଚଢ଼ାଉ ଜାରି ରହିଛି।
ଛତୁଆ ନେଲା ଦୁଇ ଶିଶୁ କନ୍ୟାଙ୍କ ଜୀବନ
Published On
By The Sakala
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ରାମଗିରି ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଛତୁଆ ଖାଇ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାଦ୍ବୟ ହେଲେ, ତୁଳସୀ ବଡ଼ମୁଣ୍ଡି ଏବଂ ଗୁଣବତୀ ବଡ଼ମୁଣ୍ଡି। ଏଥିସହ ଶିବଶଙ୍କର ବଡ଼ମୁଣ୍ଡିଙ୍କ ପରିବାରର ଅନ୍ୟ ତିନିଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା […]
ଗଜପତିରେ ପୁଣି ବାଘ ଆତଙ୍କ!
Published On
By The Sakala
ମୋହନା : ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ରେଞ୍ଜ ପୁରୁଣାପାଣି ଗାଁରେ ବାଘ ଆତଙ୍କ! ଗାଁ ନିକଟ ଜଙ୍ଗଲ ମଧ୍ୟରୁ କ୍ଷତ ବିକ୍ଷତ ମୃତ ବଳଦ ଉଦ୍ଧାର । ଖବର ପାଇଁ ଚନ୍ଦ୍ରଗିରି ରେଞ୍ଜ ଷ୍ଟାପ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଯେହେତୁ ଏହି ଗ୍ରାମଟି ଲଖାରି ଅଭୟାରଣ୍ୟ ଲାଗି ରହିଛି । କିଛି ଦିନ ତଳେ ଚନ୍ଦ୍ରଗିରି ରେଞ୍ଜ କୃଷ୍ଣପୁର ଗ୍ରାମ ନିକଟରେ ଏକ ଗାଈକୁ ମାରି ଥିଲା ବାଘ । ବର୍ତମାନ ପୁଣି ଆଉ […]
ଓକିଲଙ୍କୁ ଏସିଡ୍ ମାଡ଼, ବରିଷ୍ଠ ଆଇନଜୀବୀଙ୍କ ଘରେ ପଶି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ
Published On
By The Sakala
ଗଜପତି : ଆଇନଜୀବୀଙ୍କ ଉପରେ ଏସିଡି ମାଡ ହୋଇଛି। ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ବାଇକ୍ରେ ଆସି ୨ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ବେଳେ ଗୁରୁତର ଓକିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରୁ ହୋଇଛି ଏସିଡ ମାଡ। ଆଇନଜୀବୀ ପି.ରାମାରାଓ ଆଜି ଅପରାହ୍ନରେ ଘରେ ଥିବା ସମୟରେ […]
ଗଜପତିରେ ମାତିଛନ୍ତି ଲୁଟେରା : ଦିବାଲୋକରେ ମହିଳାଙ୍କୁ ଟାର୍ଗେଟ କରି ଝାମ୍ପି ନେଉଛନ୍ତି ସୁନା ଗହଣା
Published On
By The Sakala
ପାରଳାଖେମୁଣ୍ଡି : ଗୁରାଣ୍ଡି ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ଲୁଟେରା ମାତିଛନ୍ତି । ଗତ କାଲି ପାରଳାଖେମୁଣ୍ଡି ସହରର ନୂଆବସ୍ ଷ୍ଟାଣ୍ଡ ଠାରେ ଜଣେ ମହିଳାଙ୍କ ଠାରୁ ଛିନ୍ ତାଇ କରିଥିବା ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ବୃଦ୍ଧାଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରେ […]
ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ଗିରଫ
Published On
By The Sakala
ମୋହନା : ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ଉଭୟ ଥାନା ଅଞ୍ଚଳରୁ ୧୦ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ କଣ୍ଟେନର ଓ ଗୋଟିଏ କାର ସହ ୪ ଜଣକୁ ଗିରଫ କରାଯାଇଛି । ମୋହନା ଥାନା କମଳାପୁର ଛକରୁ ଏକ କଣ୍ଟେନରରୁ ୭ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ବିରିକୋଟି ଅଞ୍ଚଳରୁ ବିହାର […]
ଗଜପତି ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା
Published On
By The Sakala
ଭୁବନେଶ୍ୱର : ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍ ମିଳିଛି। ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍ଟିଏସ୍ଏସ୍) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି। ଚାରି […]
ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍ ଦୁର୍ଘଟଣା, ୧୫ରୁ ଉର୍ଦ୍ଧ ଆହାତ
Published On
By The Sakala
ସାନଖେମୁଣ୍ଡି: ଗଞ୍ଜାମ – ଗଜପତି ସୀମାନ୍ତ ମୁଖ୍ୟ ରାସ୍ତା ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଗୁପ୍ତେଶ୍ୱର ନାମକ ବରଯାତ୍ରୀ ବସ୍ ଦୁର୍ଘଟଣା । ଉକ୍ତ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ପାଟପୁର ବାରମୁଣ୍ଡୁଳି ଗ୍ରାମର ମମତା ପଣ୍ଡା, ପ୍ରଭାସିନୀ ବିଷୋୟୀ, ରାମହରି ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ଦିଗପହଣ୍ଡି ଥାନା ଭିସ୍ମଗିରି ଗ୍ରାମର ଚିନ୍ମୟ ମାହାନ୍ତି, ଲକ୍ଷ୍ମଣ ଦିକ୍ଷୀତି, ନିତ୍ୟାନନ୍ଦ ଦିକ୍ଷିତି, ସନ୍ତୋଷ ରଥ, ଏସ.ଟିକରପଡ଼ା ଗ୍ରାମର କୁମାରୀ ପାତ୍ର, ବନିତା […]
ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
Published On
By The Sakala
ଗଜପତି: ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲା ଅଭିଷେକ ଆରାଧନା। ଏହି ଅବସରରେ ସାମିଲ ହୋଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଜିରାଙ୍ଗରେ ଭଗବାନ ବୁଦ୍ଧଙ୍କ ମନ୍ଦିର ଦର୍ଶନ କରିବା ସହ ବୌଦ୍ଧ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର […]
କାଶୀନଗରରେ ବିକାଶର ହିସାବ ଦେଲେ ୫ଟି ଅଧ୍ୟକ୍ଷ: ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ୧୨୦ କୋଟି
Published On
By The Sakala
ଗଜପତି: ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ପ୍ରାୟ ୧୨୦ କୋଟି ଟଙ୍କା। କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମେ’ ୧୦ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ। ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗୁମ୍ମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲ କରିବାକୁ ମଂଜୁରୀ ମିଳିଛି। […]
ଆଜି ‘୫-ଟି’ ଅଧ୍ୟକ୍ଷଙ୍କ ଗଜପତି ଜିଲ୍ଲା ଗସ୍ତ
Published On
By The Sakala
ପାରଳାଖେମୁଣ୍ଡି: ଆଜି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ଉଭୟ ପ୍ରଶାସନ ଓ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ସମୟରେ ହେଲିକପ୍ଟର୍ରେ ବାହାରି ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ପଡ଼ିଆରେ ଦିନ ୧୧.୧୦ରେ ପହଞ୍ଚିବା ପରେ ଗଜପତି ଷ୍ଟାଡିୟମ୍ଠାରେ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେବେ ‘୫-ଟି’ ଅଧ୍ୟକ୍ଷ। ଏହାପରେ ମଧ୍ୟାହ୍ନ ୧୨.୦୫ରେ କାଶୀନଗର ଯିବେ। ମଧ୍ୟାହ୍ନ ୧୨.୨୦ରେ କାଶୀନଗରସ୍ଥିତ ବାରାଣାସୀ ହାଇସ୍କୁଲ ପଡ଼ିଆରେ ଅବତରଣ […]