ଖୋର୍ଦ୍ଧା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା : ୬ଅଭିଯୁକ୍ତ ଗିରଫ, ୨କେଜିରୁ ଉର୍ଦ୍ଧ୍ବ ସ୍ଵର୍ଣ୍ଣ ଅଳଙ୍କାର ଜବତ
Published On
By The Sakala
ଖୋର୍ଦ୍ଧା : ଜଙ୍କିଆ ଥାନା ଅଧୀନ ସାଇ ସୋନା ଆଳଙ୍କାର ଦୋକାନରୁ ୧୧ କୋଟି ୫୫ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦୀ ଲୁଟ୍ ମାମଲାରେ ପୁଲିସ ଆହୁରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହିତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇ କୋର୍ଟକୁ ପଠାଇଛି। ସେମାନଙ୍କ ଠାରୁ ୨କେଜିରୁ ଉର୍ଦ୍ଧ ସ୍ଵର୍ଣ୍ଣ ଅଳଙ୍କାର, ସାଢେ଼ ୪କେଜି ରୂପା ସହ ନଗଦ ଟଙ୍କା ଏବଂ ଲୁଟ ରେ ବ୍ୟବହାର ବନ୍ଧୁକ, ଭୁଜାଲି ମଧ୍ୟ […]
ଜାତୀୟ ରାଜପଥ ଉପରେ ଜଳିଗଲା ‘ଆମ ବସ’
Published On
By The Sakala
ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ନିକଟ ଗଡଖୋର୍ଦ୍ଧା ଛକରେ ଜଳିଗଲା ଚଳନ୍ତା ଆମ ବାସ। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ ମଧ୍ଯାହ୍ନ ୧୨ଟା ସମୟରେ ଏକ ଆମ ବସ ଜଗତପୁରରୁ ଖୋର୍ଦ୍ଧା ଆସୁଥିଲା। ବସ୍ରେ ୩୦ରୁ ଊର୍ଦ୍ଧ୍ବ […]
ଭଣ୍ଡେଇଦେଲେ କେନ୍ଦ୍ର ସରକାର: ଦ୍ୱିତୀୟ ପାଇକ ବିଦ୍ରୋହ ପାଇଁ ମହାସଂଘର ଆହ୍ୱାନ
Published On
By The Sakala
ଭୁବନେଶ୍ୱର : ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଟାଳଟୁଳ ନୀତି ବିରୋଧରେ ଦ୍ୱିତୀୟ ବିଦ୍ରୋହ ପାଇଁ ଆହ୍ୱାନ ଦେଇଛି ପାଇକ ମହାସଂଘ । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ସ୍ଥାପନ, ପାଇକ ଏକାଡେ଼ମୀ ଓ ପାଇକ ରେଜିମେଣ୍ଟ ଗଠନ ଆଦିରେ ଅବହେଳା ସାଙ୍ଗକୁ ଏବେ ଏନ୍ସିଆର୍ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ପ୍ରତିବାଦରେ ଖୋର୍ଦ୍ଧାମାଟିରୁ ପୁଣି ପାଇକ ବିଦ୍ରୋହ ଆରମ୍ଭ ହେବ ବୋଲି […]
ଅଶାନ୍ତ ଚିଲିକା, ଦେଶୀ ବନ୍ଧୁକରୁ ୫୦ ରାଉଣ୍ଡ ଗୁଳିମାଡ଼
Published On
By The Sakala
ବାଲୁଗାଁ: ମାଛଧରାକୁ କେନ୍ଦ୍ର କରି ବୁଧବାର ବିଳମ୍ବିତ ରାତିରେ ଚିଲିକାରେ ଆଖିବୁଜା ଗୁଳିମାଡ଼ ହୋଇଛି। ପୁରୀ ଜିଲ୍ଲା ସିପିଆ ନିକଟବର୍ତ୍ତୀ ଅଞ୍ଚଳରେ କିଛି ଦୁର୍ବୃତ୍ତ ମତ୍ସ୍ୟଜୀବୀଙ୍କ ଉପରକୁ ଦେଶୀ ବନ୍ଧୁକରୁ ପ୍ରାୟ ୪୦ରୁ ୫୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଦୁଇଜଣ ମତ୍ସ୍ୟଜୀବୀ ପାଣିକୁ ଡେଇଁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟଜଣଙ୍କ ଦେହରେ ଗୁଳି ବାଜିଛି। ସେ ହେଲେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମର ବୀର ଜାଲି (୫୫)। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ […]
ଭୂତାଣୁ ପରେ ବୀଜାଣୁ ଭୟ, ଡେଉଁଛି ଡାଇରିଆ
Published On
By The Sakala
ଭୁବନେଶ୍ବର/ କଟକ/ ଯାଜପୁର/ ଭୁବନ: ୫ ଦିନ ତଳେ ଯାଜପୁରରେ ପାଦ ଥାପିଥିବା ଝାଡ଼ାବାନ୍ତି (ଡାଇରିଆ) ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଯାଜପୁରରେ ସ୍ଥିତି ପୂରା ବେକାବୁ ହୋଇପଡ଼ିଥିବା ବେଳେ ପାର୍ଶ୍ବବର୍ତ୍ତୀ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଶହଶହ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାର କାରଣ କିମ୍ବା ଉତ୍ପତ୍ତିର ବିନ୍ଦୁବିସର୍ଗ ଏ ପର୍ଯ୍ୟନ୍ତ ପାଇପାରୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି। ଡାଇରିଆର […]
ପ୍ରକାଶ ପାଇଲା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର +୩ ରେଜଲ୍ଟ
Published On
By The Sakala
ଖୋର୍ଦ୍ଧା : ପ୍ରାଣନାଥ ସୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳ ୨୦୨୨-୨୦୨୫ ଶିକ୍ଷା ବର୍ଷ ଫଳାଫଳ ବୁଧବାର ପ୍ରକାଶିତ ହୋଇଛି । ଚଳିତବର୍ଷ ୧୧୦୫ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୯୪ ଜଣ ପାସ କରିଛନ୍ତି। ପାସ ହାର ୯୦ ପ୍ରତିଶତ ରହିଛି । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀ ମାନେ ଆଗରେ ରହିଛନ୍ତି ଓ ଛାତ୍ରୀ ପାସ ହାର ୯୪.୮ % ରହିଥବା ବେଳେ ଛାତ୍ରଙ୍କ […]
ମୁଖ୍ୟ ରାସ୍ତାକୁ ତାଡି ବିକୁଥିଲେ ମୋରମ, ଟ୍ରାକ୍ଟର ଓ ଜେସିବି ସହ ୨ ଅଟକ
Published On
By The Sakala
ଜଟଣୀ: ଜଟଣୀ ତହସିଲ ଅଧିନ ଜାମୁକୋଳି ଅଞ୍ଚଳରେ ଏବେ ଅସାମାଜିକ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସରକାରୀ ଜମି ଜବରଦଖଲ, ଦାଦାବଟି, ମୋରମ ଚାଲାଣ ଭଳି ବେଆଇନ କାର୍ଯ୍ୟରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ଆଜି ଦିନ ଦ୍ୱିପହରେ ରାସ୍ତା ଉପରୁ ମୋରମ ତାଡି ବିକିବା ବେଳେ ମାଡ଼ି ବସିଛି ଏୟାରଫିଲଡ ପୋଲିସ। ଘଟଣା ଅନୁଯାୟୀ ଗତ କିଛି ମାସ ହେଲାଣି ଜଟଣୀ ସୁନ୍ଦରପଦା ରାସ୍ତା ପ୍ରଶସ୍ତକରଣ କାର୍ଯ୍ୟ ଚାଲିଛି। ୪ ଲେନ ବିଶିଷ୍ଟ ରାସ୍ତା ତିଆରି […]
ମହାପ୍ରଭୁଙ୍କ ସେବାରେ ରାଉତପଡା ବୁଣାକାର, ଗୀତଗୋବିନ୍ଦ ପାଟରେ ଝଲସିବେ ଚତୁର୍ଦ୍ଧା ମୂରତୀ
Published On
By The Sakala
ଖୋର୍ଦ୍ଧା: ଶ୍ରୀମନ୍ଦିରରେ ବାରମାସରେ ତେରଯାତ ଅନୁଷ୍ଠିତ ହୋଇଥାଏ। ଦୈନିକ ବିଭିନ୍ନ ରୀତିନୀତି ଏବଂ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଧାରଣ କରନ୍ତି। ବର୍ଷସାରା ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ, ରଥଯାତ୍ରା ଲାଗି ମହାପ୍ରଭୁଙ୍କ ସୂତା ଓ ପାଟ ବସ୍ତ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ରାଉତପଡାର ବୁଣାକାରମାନେ ଯୋଗାଇ ଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂତା ଓ ପାଟବସ୍ତ୍ର ଲାଗି ତାଲିକା ପାଇବା ପରେ ଏହି ବୁଣାକାରମାନେ ଏହି କାର୍ଯ୍ୟରେ ଲାଗିପଡନ୍ତି। ପବିତ୍ର ଅକ୍ଷୟ ତୃତୀୟା ଠାରୁ କାମ […]
ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Published On
By The Sakala
ଖୋର୍ଦ୍ଧା: ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ ଗୌଡ଼ପାଟଣା ନିକଟବର୍ତ୍ତୀ ମହୁଳାକୁଦିଆର ଏକ ଗଛରେ ଯୁବତୀଯୁବକଙ୍କ ମୃତଦେହ ଝୁଲୁଛି। ଉଭୟଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏନେଇ ଖବରପାଇବା ପରେ ଜଙ୍କିଆ ଓ ବେଗୁନିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। ତେବେ ପୁଅଙ୍କ ଘର […]
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
Published On
By The Sakala
ଚିଲିକା: ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ବିଶାଖାପାଟନାରୁ ଖଡ଼ଗପୁର ଯାଉଥିବା କୋଇଲା ବୋଝେଇ ଟ୍ରେନ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା। ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନ୍ର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିଲା। ଖବରପାଇ ବାଲୁଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁଆୟତ୍ତ କରିବାରେ ସଫଳ ହୋଇଥିଲା। ଅତ୍ୟଧିକ ଖରାରୁ କୋଇଲା ବୋଝେଇ ଟ୍ରେନ୍ର ଏକ ବଗିରେ ନିଆଁ ଲାଗିଥିବା ଅନୁମାନ […]
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ
Published On
By The Sakala
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ପାଇକ ସାହିରେ ଗାଧୋଇ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳଙ୍କ ନାମ ପ୍ରମିଳା ପଲେଇ । ବୟସ ୬୮ ବର୍ଷ। ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରତିଦିନ ଭଳି ଆଜି ସକାଳୁ ପୋଖରୀକୁ ଗାଧେଇ ଯିବାବେଳେ ମହିଳା ଜଣକ ଖୋଲାରେ ପଡ଼ିଥିବା ବିଦୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକ […]
ଜିଆଇ ଟ୍ୟାଗ୍ ଅପେକ୍ଷାରେ କୋରାଖଇ
Published On
By The Sakala
ଭୁବନେଶ୍ୱର: ଆଉ କେଇଟା ଦିନ ପରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସେ ନେଇ ଚଳଚଞ୍ଚଳ ରାଜଧାନୀ। ସେହିପରି ଲିଙ୍ଗରାଜଙ୍କ ପାଇଁ କୋରାଖଇ ପ୍ରସ୍ତୁତିରେ ମଧ୍ୟ କାରିଗର ଲାଗିପଡ଼ିଛନ୍ତି। ରଥଯାତ୍ରା ପାଇଁ କୋରାଖଇର ବିଶେଷ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ କୋରାଖଇର ବାସ୍ନାରେ ମହକୁଛି ପୁରୁଣା ଭୁବନେଶ୍ୱର ଅଞ୍ଚଳ। ଅନ୍ୟ ଦୋକାନ ଅପେକ୍ଷା ପୁରୁଣା ଭୁବନେଶ୍ୱରର ବଇଆ କୋରାଖଇ ହିଁ ସବୁଠୁ ପୁରୁଣା ବୋଲି ମାନ୍ୟତା ରହି ଆସିଛି। ଏହି ବଇଆ କୋରାଖଇ କେବଳ ଯେ ଓଡ଼ିଶା ଲୋକଙ୍କୁ […]