ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ମହଙ୍ଗା ହେଲା ଟୋଲ ଟ୍ୟାକ୍ସ: ଦେବାକୁ ପଡ଼ିବ ଅଧିକ ୫ ପ୍ରତିଶତ

The Sakala Picture
Published On

ନୂଆଦିଲ୍ଲୀ : ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ ଯାତ୍ରା କରିବା ମହଙ୍ଗା ହୋଇଯାଇଛି। ଏବେ ଏନ୍‌ଏଚ୍‌ରେ ଯିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବାପେକ୍ଷା ଅଧିକ ଟିକସ ଦେବାକୁ ହେବ। ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ସାରା ଦେଶରେ ଟୋଲ୍‌ ଟ୍ୟାକ୍ସକୁ ୪ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି। ବର୍ଦ୍ଧିତ ଟୋଲ୍‌ ଟ୍ୟାକ୍ସ ଗତକାଲିଠୁ କାର୍ଯ୍ୟକାରୀ ହୋଇଛି। ଏବେ ୧୦୦ ଟଙ୍କା ବଦଳରେ ଟୋଲ୍‌ ଟିକସ ବାବଦକୁ ୧୦୪ରୁ ୧୦୫ ଟଙ୍କା ପର୍ଯ୍ୟନ୍ତ […]

ନୂଆଦିଲ୍ଲୀ : ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ ଯାତ୍ରା କରିବା ମହଙ୍ଗା ହୋଇଯାଇଛି। ଏବେ ଏନ୍‌ଏଚ୍‌ରେ ଯିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବାପେକ୍ଷା ଅଧିକ ଟିକସ ଦେବାକୁ ହେବ। ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ସାରା ଦେଶରେ ଟୋଲ୍‌ ଟ୍ୟାକ୍ସକୁ ୪ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି। ବର୍ଦ୍ଧିତ ଟୋଲ୍‌ ଟ୍ୟାକ୍ସ ଗତକାଲିଠୁ କାର୍ଯ୍ୟକାରୀ ହୋଇଛି। ଏବେ ୧୦୦ ଟଙ୍କା ବଦଳରେ ଟୋଲ୍‌ ଟିକସ ବାବଦକୁ ୧୦୪ରୁ ୧୦୫ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ। ପରିବହନ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡିଆରଡିଓ ପକ୍ଷରୁ ସ୍ୱଦେଶୀ 'ନେତ୍ର AEW&C' ସିଷ୍ଟମକୁ ମିଳିଲା ଫାଇନାଲ୍ ଅପରେସନାଲ୍ କ୍ଲିୟରାନ୍ସ: ଭାରତୀୟ ବାୟୁସେନାର ଶକ୍ତି ହେବ ଦ୍ୱିଗୁଣିତ

ସେ କହିଛନ୍ତି, ପ୍ରତି ବର୍ଷ ଏପ୍ରିଲ ୧ରେ ଟୋଲ୍‌ ହାର ସଂଶୋଧନ କରାଯାଇଥାଏ। ପାଇକରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରରେ ଏହି ହାର ସ୍ଥିର କରାଯାଇଥାଏ। ଦେଶରେ ପ୍ରାୟ ୮୫୫ ଟୋଲ୍‌ ପ୍ଲାଜା ରହିଛି। ଏଥିରୁ ୬୭୫ଟି ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୧୮୦ଟି ଘରୋଇ କମ୍ପାନୀ ହାତରେ ରହିଛି। ଏହି ଟିକସ ବୃଦ୍ଧି ନିଷ୍ପତ୍ତି ସବୁ ଟୋଲ୍‌ ପ୍ଲାଜାରେ କାର୍ଯ୍ୟକାରୀ ହେବ। ହାଇୱେ ଏବଂ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ଆଧାର, ପାନ୍‌କାର୍ଡ, ପାସପୋର୍ଟ ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ ! ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀକୁ ନେଇ ବିତର୍କ...

02 Apr 2025 By The Sakala

ମହଙ୍ଗା ହେଲା ଟୋଲ ଟ୍ୟାକ୍ସ: ଦେବାକୁ ପଡ଼ିବ ଅଧିକ ୫ ପ୍ରତିଶତ

ନୂଆଦିଲ୍ଲୀ : ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ ଯାତ୍ରା କରିବା ମହଙ୍ଗା ହୋଇଯାଇଛି। ଏବେ ଏନ୍‌ଏଚ୍‌ରେ ଯିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବାପେକ୍ଷା ଅଧିକ ଟିକସ ଦେବାକୁ ହେବ। ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ସାରା ଦେଶରେ ଟୋଲ୍‌ ଟ୍ୟାକ୍ସକୁ ୪ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି। ବର୍ଦ୍ଧିତ ଟୋଲ୍‌ ଟ୍ୟାକ୍ସ ଗତକାଲିଠୁ କାର୍ଯ୍ୟକାରୀ ହୋଇଛି। ଏବେ ୧୦୦ ଟଙ୍କା ବଦଳରେ ଟୋଲ୍‌ ଟିକସ ବାବଦକୁ ୧୦୪ରୁ ୧୦୫ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ। ପରିବହନ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରତି ବର୍ଷ ଏପ୍ରିଲ ୧ରେ ଟୋଲ୍‌ ହାର ସଂଶୋଧନ କରାଯାଇଥାଏ। ପାଇକରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରରେ ଏହି ହାର ସ୍ଥିର କରାଯାଇଥାଏ। ଦେଶରେ ପ୍ରାୟ ୮୫୫ ଟୋଲ୍‌ ପ୍ଲାଜା ରହିଛି। ଏଥିରୁ ୬୭୫ଟି ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୧୮୦ଟି ଘରୋଇ କମ୍ପାନୀ ହାତରେ ରହିଛି। ଏହି ଟିକସ ବୃଦ୍ଧି ନିଷ୍ପତ୍ତି ସବୁ ଟୋଲ୍‌ ପ୍ଲାଜାରେ କାର୍ଯ୍ୟକାରୀ ହେବ। ହାଇୱେ ଏବଂ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର