ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉସା…

The Sakala Picture
Published On

ବାଲେଶ୍ବର: ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା  ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉସା। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଲେ ପିଡୀତାଙ୍କ ପରିବାରଲୋକେ। ଖବରପାଇ ଘଟଣାସ୍ଥଳରେ ସିଂଲା ଥାନା ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭାନୁପୁର ଗ୍ରାମର ୧୩ ବର୍ଷର […]

ବାଲେଶ୍ବର: ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା  ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉସା। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଲେ ପିଡୀତାଙ୍କ ପରିବାରଲୋକେ। ଖବରପାଇ ଘଟଣାସ୍ଥଳରେ ସିଂଲା ଥାନା ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ସୂଚନା ଅନୁଯାୟୀ, ଭାନୁପୁର ଗ୍ରାମର ୧୩ ବର୍ଷର ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ ପୂର୍ବରୁ ବାହାନା କରି ବାରମ୍ବାର ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଥିଲା। ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲା ଅଭିଯୁକ୍ତ ପିଉସା। ଝିଅର ଶରୀର ଅସୁସ୍ଥ ହେବାରୁ ଘଟଣା ଜଣା ପଡିବା ପରେ ପିଡୀତାଙ୍କ ପରିବାର ନାବାଳିକାର ଡାକ୍ତରୀ ପରୀକ୍ଷା କରିବାପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

08 Aug 2025 By The Sakala

ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉସା…

ବାଲେଶ୍ବର: ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା  ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉସା। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଲେ ପିଡୀତାଙ୍କ ପରିବାରଲୋକେ। ଖବରପାଇ ଘଟଣାସ୍ଥଳରେ ସିଂଲା ଥାନା ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭାନୁପୁର ଗ୍ରାମର ୧୩ ବର୍ଷର ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ ପୂର୍ବରୁ ବାହାନା କରି ବାରମ୍ବାର ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଥିଲା। ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲା ଅଭିଯୁକ୍ତ ପିଉସା। ଝିଅର ଶରୀର ଅସୁସ୍ଥ ହେବାରୁ ଘଟଣା ଜଣା ପଡିବା ପରେ ପିଡୀତାଙ୍କ ପରିବାର ନାବାଳିକାର ଡାକ୍ତରୀ ପରୀକ୍ଷା କରିବାପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର