ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲା ସଭାପତି…..

The Sakala Picture
Published On

ଭୁବନେଶ୍ବର : ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେପଟେ ଆସନ୍ତାକାଲିଠୁ ଆଉ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା […]

ଭୁବନେଶ୍ବର : ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ସୁଦ୍ଧା ଶେଷ ହେବ ଓଡ଼ିଶା SI ପରୀକ୍ଷା ୨୦୨୬, ସୂଚନା ଦେଲେ OUSSSC ଅଧ୍ୟକ୍ଷ

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା

ସେପଟେ ଆସନ୍ତାକାଲିଠୁ ଆଉ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା ପରେ ଏଜ୍‌କ୍ୟୁଟିଭ କମିଟି ଗଠିତ ହେବ। ତା ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସଭାପତି ପଦ ପାଇଁ ନୋମିନେସନ କେବେ ଓ ନିର୍ବାଚନ କେବେ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଅନୁଗୁଳ – ବ୍ରଜ କିଶୋର ପ୍ରଧାନ
ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ଗଜପତି – ପ୍ରଦୀପ ନାୟକ
ବୌଦ୍ଧ – ପ୍ରଦୀପ କୁମାର ଅମାତ
ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ପୁରୀ – ଉମାକାନ୍ତ ସାମନ୍ତରାୟ
ନୟାଗଡ଼ – ରମେଶ ବେହେରା
ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
ଯାଜପୁର – ସରୋଜ କୁମାର ମହାପାତ୍ର
ଝାରସୁଗୁଡା – ହରିସ ଗଣତ୍ରା
କନ୍ଧମାଳ – ପଦ୍ମନାଭ ବେହେରା
ମାଲକାନଗିରି – ମାନସ ମାଡକାମୀ
ମୟୁରଭଞ୍ଜ ୧ – ସୁଦାମ ମାରାଣ୍ଡି
ନବରଙ୍ଗପୁର – ମନୋହର ରନ୍ଧାରୀ
ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ
ନୂଆପଡା – ଅବନୀ ରଞ୍ଜନ ଯୋଶୀ
ସୁବର୍ଣ୍ଣପୁର – ସରୋଜ କୁମାର କମ୍ପା

15 Apr 2025 By The Sakala

ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲା ସଭାପତି…..

ଭୁବନେଶ୍ବର : ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ସେପଟେ ଆସନ୍ତାକାଲିଠୁ ଆଉ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା ପରେ ଏଜ୍‌କ୍ୟୁଟିଭ କମିଟି ଗଠିତ ହେବ। ତା ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସଭାପତି ପଦ ପାଇଁ ନୋମିନେସନ କେବେ ଓ ନିର୍ବାଚନ କେବେ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଅନୁଗୁଳ – ବ୍ରଜ କିଶୋର ପ୍ରଧାନ
ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ଗଜପତି – ପ୍ରଦୀପ ନାୟକ
ବୌଦ୍ଧ – ପ୍ରଦୀପ କୁମାର ଅମାତ
ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ପୁରୀ – ଉମାକାନ୍ତ ସାମନ୍ତରାୟ
ନୟାଗଡ଼ – ରମେଶ ବେହେରା
ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
ଯାଜପୁର – ସରୋଜ କୁମାର ମହାପାତ୍ର
ଝାରସୁଗୁଡା – ହରିସ ଗଣତ୍ରା
କନ୍ଧମାଳ – ପଦ୍ମନାଭ ବେହେରା
ମାଲକାନଗିରି – ମାନସ ମାଡକାମୀ
ମୟୁରଭଞ୍ଜ ୧ – ସୁଦାମ ମାରାଣ୍ଡି
ନବରଙ୍ଗପୁର – ମନୋହର ରନ୍ଧାରୀ
ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ
ନୂଆପଡା – ଅବନୀ ରଞ୍ଜନ ଯୋଶୀ
ସୁବର୍ଣ୍ଣପୁର – ସରୋଜ କୁମାର କମ୍ପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର