ଭିଜିଲାନ୍ସ ଜାଲରେ ସହକାରୀ ମତ୍ସ୍ୟ ଅଧିକାରୀ…

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ। ୩୦ ହଜାର ଲାଞ୍ଚ ନେବାବେଳେ ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଧରାପଡ଼ିଛନ୍ତି। ସବ୍‌ସିଡି ରିଲିଜ୍ କରିବାକୁ SHG ମହିଳାଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

01 May 2025 By The Sakala

ଭିଜିଲାନ୍ସ ଜାଲରେ ସହକାରୀ ମତ୍ସ୍ୟ ଅଧିକାରୀ…

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ। ୩୦ ହଜାର ଲାଞ୍ଚ ନେବାବେଳେ ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଧରାପଡ଼ିଛନ୍ତି। ସବ୍‌ସିଡି ରିଲିଜ୍ କରିବାକୁ SHG ମହିଳାଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର