ପୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲ ଦର ; ଭୁବନେଶ୍ୱରରେ ୧୧୦

The Sakala Picture
Published On

ଭୁବନେଶ୍ୱର: ଆଜି ପୁଣି ବଢିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଷ୍ଟ୍ରୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୧୦୮ଟଙ୍କା ୯୯ ପଇସା ହୋଇଛି । ସେହିଭଳି ଡିଜେଲ ଦର ୯୭ ଟଙ୍କା ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୫ ଟଙ୍କା […]

ଭୁବନେଶ୍ୱର: ଆଜି ପୁଣି ବଢିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଷ୍ଟ୍ରୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୧୦୮ଟଙ୍କା ୯୯ ପଇସା ହୋଇଛି । ସେହିଭଳି ଡିଜେଲ ଦର ୯୭ ଟଙ୍କା ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୫ ଟଙ୍କା ୮୬ ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦର ୧୦୯ ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୧୦୦ ଟଙ୍କା ୮୪ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ୍ ୧୦୫ ଟଙ୍କା ୭୪ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୧୦୧ଟଙ୍କା ୯୨ ପଇସା ହୋଇଛି ।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ, ପର୍ଦ୍ଦାଫାସ୍ କଲା ୪ ବର୍ଷର ପୁଅ

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୧୦୯ ଟଙ୍କା ୯୬ ପଇସା ଥିବାବେଳେ ଡିଜେଲ୍ ରେଟ୍ ୧୦୬ ଟଙ୍କା ୬୨ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ୍ ଦର ୧୧୫ ଟଙ୍କା ୫୫ ପଇସା ହୋଇଥିବା ବେଲେ ଡିଜେଲ୍ ଦର ୧୧୨ ଟଙ୍କା ୧ ପଇସାରେ ପହଞ୍ଚିଛି । ରାଉରକେଲା ସହରରେ ଆଜି ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୭ ପଇସା, ସ୍ପିଡ ପେଟ୍ରୋଲ ଲିଟର ୧୧୫ ଟଙ୍କା ୨୭ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୬୯ ପଇସା ରହିଛି । ଲଗାତାର ଭାବେ ତେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ ଖାଲି କରିବାରେ ଲାଗିଛି ।

30 Oct 2021 By The Sakala

ପୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲ ଦର ; ଭୁବନେଶ୍ୱରରେ ୧୧୦

ଭୁବନେଶ୍ୱର: ଆଜି ପୁଣି ବଢିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଷ୍ଟ୍ରୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୧୦୮ଟଙ୍କା ୯୯ ପଇସା ହୋଇଛି । ସେହିଭଳି ଡିଜେଲ ଦର ୯୭ ଟଙ୍କା ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୫ ଟଙ୍କା ୮୬ ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦର ୧୦୯ ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୧୦୦ ଟଙ୍କା ୮୪ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ୍ ୧୦୫ ଟଙ୍କା ୭୪ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୧୦୧ଟଙ୍କା ୯୨ ପଇସା ହୋଇଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୧୦୯ ଟଙ୍କା ୯୬ ପଇସା ଥିବାବେଳେ ଡିଜେଲ୍ ରେଟ୍ ୧୦୬ ଟଙ୍କା ୬୨ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ୍ ଦର ୧୧୫ ଟଙ୍କା ୫୫ ପଇସା ହୋଇଥିବା ବେଲେ ଡିଜେଲ୍ ଦର ୧୧୨ ଟଙ୍କା ୧ ପଇସାରେ ପହଞ୍ଚିଛି । ରାଉରକେଲା ସହରରେ ଆଜି ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୭ ପଇସା, ସ୍ପିଡ ପେଟ୍ରୋଲ ଲିଟର ୧୧୫ ଟଙ୍କା ୨୭ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୬୯ ପଇସା ରହିଛି । ଲଗାତାର ଭାବେ ତେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ ଖାଲି କରିବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର