ଖାଉଟିଙ୍କୁ ଡ଼ବଲ ଝଟକା: ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପରେ ୫୦ ଟଙ୍କା ବଢିଲା ରନ୍ଧନ ଗ୍ଯାସ

The Sakala Picture
Published On

ନୂଆଦିଲ୍ଲୀ: ମଙ୍ଗଳବାର ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇବା ପରେ ଏଲପିଜି ବା ରନ୍ଧନ ଗ୍ଯାସର ମୂଲ୍ୟ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ଏଣିକି ୯୪୯.୫୦ ଟଙ୍କା ଦିଲ୍ଲୀରେ ଦେବାକୁ ପଡିବ। ଏ ନେଇ ଏକ ନ୍ୟୁଜ୍ ଏଜେନ୍ସି  ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଶେଷ ଥର ପାଇଁ ୬  […]

ନୂଆଦିଲ୍ଲୀ: ମଙ୍ଗଳବାର ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇବା ପରେ ଏଲପିଜି ବା ରନ୍ଧନ ଗ୍ଯାସର ମୂଲ୍ୟ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ଏଣିକି ୯୪୯.୫୦ ଟଙ୍କା ଦିଲ୍ଲୀରେ ଦେବାକୁ ପଡିବ। ଏ ନେଇ ଏକ ନ୍ୟୁଜ୍ ଏଜେନ୍ସି  ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ଶେଷ ଥର ପାଇଁ ୬  ଅକ୍ଟୋବରରେଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।  ଆସନ୍ତୁ ଜାଣିବା ବର୍ତ୍ତମାନ ଅନ୍ୟ ସହରରେ ଏକ ସିଲିଣ୍ଡର ପାଇଁ କେତେ ଦେବାକୁ ପଡିବ …

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସହର        ପୂର୍ବରୁ           ବର୍ତ୍ତମାନ

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

୧- ଦିଲ୍ଲୀ         ୮୯୯.୫୦       ୯୪୯.୫୦

୨- ମୁମ୍ବଇ       ୮୯୯.୫୦        ୯୪୯.୫୦

୩-ଲକ୍ଷ୍ନୌ       ୯୩୭.୫୦      ୯୮୭.୫୦

୪-କୋଲକାତା  ୯୨୬.୦୦      ୯୭୬.୦୦

୫-ଚଣ୍ଡିଗଡ଼      ୯୦୯.୦୦      ୯୫୯.୦୦

୬- ପାଟନା      ୯୮୯.୫୦      ୧୦୩୯.୫୦

୬- ଶିମଲା       ୯୪୫.୦୦     ୯୯୫.୦୦

୭- ଡେରାଡୁନ    ୯୧୮.୦୦    ୯୬୮.୦୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର