ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ : ଏକା ସଙ୍ଗେ ପ୍ରଜ୍ଵଳିତ ହେଲା ୧୨ ଲକ୍ଷ ଦୀପ
ଅଯୋଧ୍ୟା : ରାମଲାଲାଙ୍କ ନଗରୀ ଅଯୋଧ୍ୟାରେ ପାଳନ ହେଉଛି ଭବ୍ୟ ଏବଂ ଦିବ୍ୟ ଦୀପୋତ୍ସବ। ରାମଲାଲାଙ୍କ ପାଇଁ ଭବ୍ୟ ମନ୍ଦିର ତିଆରି ଚାଲିଥିବା ବେଳେ ଦୀପୋତ୍ସବ ପାଇଁ ଆଜି ନବବଧୂ ପରି ସଜେଇ ହେଇଛି ପୁରା ଅଯୋଧ୍ୟା।ଭଳିକି ଭଳି ଆଲୋକ ମାଳା ଓ ଦୀପରେ ସଜେଇ ହେଇଛି ଅଯୋଧ୍ୟା। ଆଜି ଅଯୋଧ୍ୟାରେ ଏକା ସଙ୍ଗେ ୧୨ ଲକ୍ଷ ଦୀପ ପ୍ରଜ୍ଵଳିତ କରାଯାଇଛି । #WATCH | Earthern lamps lit up on the bank of […]
ଅଯୋଧ୍ୟା : ରାମଲାଲାଙ୍କ ନଗରୀ ଅଯୋଧ୍ୟାରେ ପାଳନ ହେଉଛି ଭବ୍ୟ ଏବଂ ଦିବ୍ୟ ଦୀପୋତ୍ସବ। ରାମଲାଲାଙ୍କ ପାଇଁ ଭବ୍ୟ ମନ୍ଦିର ତିଆରି ଚାଲିଥିବା ବେଳେ ଦୀପୋତ୍ସବ ପାଇଁ ଆଜି ନବବଧୂ ପରି ସଜେଇ ହେଇଛି ପୁରା ଅଯୋଧ୍ୟା।ଭଳିକି ଭଳି ଆଲୋକ ମାଳା ଓ ଦୀପରେ ସଜେଇ ହେଇଛି ଅଯୋଧ୍ୟା। ଆଜି ଅଯୋଧ୍ୟାରେ ଏକା ସଙ୍ଗେ ୧୨ ଲକ୍ଷ ଦୀପ ପ୍ରଜ୍ଵଳିତ କରାଯାଇଛି ।
#WATCH | Earthern lamps lit up on the bank of Saryu river in Ayodhya as part of the Deepotsav celebration on the occasion of #Diwali pic.twitter.com/lkFfnv6oKk
— ANI UP (@ANINewsUP) November 3, 2021
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଅଯୋଧ୍ୟାରେ ଉପସ୍ଥିତ ଅଛନ୍ତି । ଦୀପୋତ୍ସବ ପୂର୍ବରୁ ସହରର ସାକେତ ପିଜି କଲେଜରୁ ରାମ ରାଜ୍ୟାଭିଷେକ ଶୋଭାଯାତ୍ରା ଜୟ ଶ୍ରୀ ରାମ ଧ୍ଵନୀ ଏବଂ ଶଙ୍ଖ ନାଦ ସହିତ ସହର ପରିକ୍ରମା କରିଥିଲା। ଯେଉଁଥିରେ ଭାରତର ଲୋକ ସଂସ୍କୃତିର ବିଭିନ୍ନ ଝଲକ ଦେଖିବାକୁ ମିଳିଥିଲା ।
#WATCH | Colourful lights and laser show organised in Ayodhya as part of the Deepotsav celebration on the occasion of #Diwali pic.twitter.com/RodRnBtBXC
— ANI UP (@ANINewsUP) November 3, 2021
ଗତବର୍ଷ ଅଯୋଧ୍ୟାରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏକା ସଙ୍ଗେ ୧୨ ଲକ୍ଷ ଦୀପ ପ୍ରଜ୍ଵଳିତ କରାଯାଇଛି। ଯାହା ଏକ ସମୟରେ ସର୍ବାଧିକ ଦୀପ ପ୍ରଜୋଳନର ଗିନିସ ବୁକ ଅଫ ରେକର୍ଡ ସୃଷ୍ଟି ହୋଇଛି। ଯାହାଫଳରେ ନିଜ ବିଶ୍ୱ ରେକର୍ଡକୁ ଆଜି ପୁଣି ଥରେ ଅଯୋଧ୍ୟା ଭାଙ୍ଗିଛି। ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ରାମ ରଥର ଶୋଭାଯାତ୍ରା କରାଯିବା ସହିତ ମନ୍ଦିରର ଚତୁଃର୍ଦିଗରେ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି।
#WATCH | Fireworks show organised in Ayodhya as part of the Deepotsav celebration on the occasion of #Diwali pic.twitter.com/zcoaCjIMrG