ବଲିଉଡରେ ଡେବ୍ୟୁ କରିବେ ୟୋହାନୀ, ଅଜୟ ଦେବଗନଙ୍କ ପାଇଁ ଗାଇବେ ଗୀତ

The Sakala Picture
Published On

ମୁମ୍ବଇ : ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ଗାୟିକା ୟୋହାନି । ନିକଟରେ ‘ମାନିକେ ମାଗେ ହିତେ’ ଗାଇ ସେ ସୋସିଆଲ ମିଡିଆର ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।“ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ […]

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ମୁମ୍ବଇ : ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ଗାୟିକା ୟୋହାନି । ନିକଟରେ ‘ମାନିକେ ମାଗେ ହିତେ’ ଗାଇ ସେ ସୋସିଆଲ ମିଡିଆର ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।“ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ ଦେଇଥିଲେ । ତେବେ ଖୁବଶୀଘ୍ର ଏହି ଗାୟିକା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି କଲେ ସରକାର, ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ପରିବାରକୁ ମିଳିବ ସହାୟତା

ଟି-ସିରିଜ୍ ଦ୍ୱାରା ପ୍ରସ୍ତାବିତ ଏକ ପ୍ରୋଜେକ୍ଟକୁ ୟୋହାନୀ ହଁ ଭରିଛନ୍ତି । ନିଜ ଭାଇରାଲ ଗୀତର ହିନ୍ଦୀ ଭର୍ସନକୁ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ରେ ସେ ମାନିକେ ମାଗେ ହିତେ ଟ୍ରାକକୁ ହିନ୍ଦି ଭର୍ସନରେ କଣ୍ଠ ଦାନ କରିବେ।   ଏ ନେଇ ଖୋଦ ଟି-ସିରିଜ୍ କମ୍ପାନୀ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ମଧ୍ୟ କନଫର୍ମ କରିଛି । ଭୂଷଣ କୁମାର ଓ ଇନ୍ଦ୍ର କୁମାରଙ୍କ ସହ ମିଳିତ ଭାବେ ୟୋହାନୀ ମାନିକେ ମାଗେ ହିଥେ ଗୀତର ହିନ୍ଦୀ ଭର୍ସନ ରିକ୍ରିଏଟ୍ କରିବେ ।

ଅନ୍ୟପଟେ ବଲିଉଡରେ ଡେବ୍ୟୁ କରିବା ନେଇ ୟୋହାନୀ ମଧ୍ୟ ଖୁବ ଏକ୍ସାଇଟେଡ୍ ଥିବା ଜଣାପଡିଛି । ଆଗାମୀ ବର୍ଷ ଏହି ଗୀତଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଯାହାକୁ ତାନିସ୍କ ବାଗ୍ଚୀ କମ୍ପୋଜ କରିବା ସହ ଲିରିକ୍ସ ଭାର ସମ୍ଭାଳିବେ ରଶ୍ମୀ ଭିରାଗ । ଫିଲ୍ମ ଥ୍ୟାଙ୍କ ଗଡରେ ଏହି ଗୀତଟି ପିକ୍ଚରାଇଜ କରାଯିବ । ଯେଉଁଥିରେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

19 Oct 2021 By The Sakala

ବଲିଉଡରେ ଡେବ୍ୟୁ କରିବେ ୟୋହାନୀ, ଅଜୟ ଦେବଗନଙ୍କ ପାଇଁ ଗାଇବେ ଗୀତ

ମୁମ୍ବଇ : ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ଗାୟିକା ୟୋହାନି । ନିକଟରେ ‘ମାନିକେ ମାଗେ ହିତେ’ ଗାଇ ସେ ସୋସିଆଲ ମିଡିଆର ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।“ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ ଦେଇଥିଲେ । ତେବେ ଖୁବଶୀଘ୍ର ଏହି ଗାୟିକା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଟି-ସିରିଜ୍ ଦ୍ୱାରା ପ୍ରସ୍ତାବିତ ଏକ ପ୍ରୋଜେକ୍ଟକୁ ୟୋହାନୀ ହଁ ଭରିଛନ୍ତି । ନିଜ ଭାଇରାଲ ଗୀତର ହିନ୍ଦୀ ଭର୍ସନକୁ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ରେ ସେ ମାନିକେ ମାଗେ ହିତେ ଟ୍ରାକକୁ ହିନ୍ଦି ଭର୍ସନରେ କଣ୍ଠ ଦାନ କରିବେ।   ଏ ନେଇ ଖୋଦ ଟି-ସିରିଜ୍ କମ୍ପାନୀ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ମଧ୍ୟ କନଫର୍ମ କରିଛି । ଭୂଷଣ କୁମାର ଓ ଇନ୍ଦ୍ର କୁମାରଙ୍କ ସହ ମିଳିତ ଭାବେ ୟୋହାନୀ ମାନିକେ ମାଗେ ହିଥେ ଗୀତର ହିନ୍ଦୀ ଭର୍ସନ ରିକ୍ରିଏଟ୍ କରିବେ ।

ଅନ୍ୟପଟେ ବଲିଉଡରେ ଡେବ୍ୟୁ କରିବା ନେଇ ୟୋହାନୀ ମଧ୍ୟ ଖୁବ ଏକ୍ସାଇଟେଡ୍ ଥିବା ଜଣାପଡିଛି । ଆଗାମୀ ବର୍ଷ ଏହି ଗୀତଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଯାହାକୁ ତାନିସ୍କ ବାଗ୍ଚୀ କମ୍ପୋଜ କରିବା ସହ ଲିରିକ୍ସ ଭାର ସମ୍ଭାଳିବେ ରଶ୍ମୀ ଭିରାଗ । ଫିଲ୍ମ ଥ୍ୟାଙ୍କ ଗଡରେ ଏହି ଗୀତଟି ପିକ୍ଚରାଇଜ କରାଯିବ । ଯେଉଁଥିରେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର