ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ

The Sakala Picture
Published On

ପଞ୍ଜାବ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ। ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ଆଜି ତାକୁ ଗିରଫ କରିଛି। ଅମ୍ରିତପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରିତ ସିଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ଏହି ସମୟରେ ତାକୁ ଗିରଫ କରାଯାଇଛି। ଆସିଥିବା ସିସିଟିଭି ଫୁଟେଜରୁ ଅମ୍ରିତପାଲ ସହ ପାପାଲପ୍ରିତକୁ ଦେଖିବାକୁ ମିଳିଥିଲା । ଏବେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଶିହାରପୁରରୁ ତାକୁ ଗିରଫ […]

ପଞ୍ଜାବ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ। ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ଆଜି ତାକୁ ଗିରଫ କରିଛି। ଅମ୍ରିତପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରିତ ସିଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ଏହି ସମୟରେ ତାକୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ରାଜ୍ୟ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆସିଥିବା ସିସିଟିଭି ଫୁଟେଜରୁ ଅମ୍ରିତପାଲ ସହ ପାପାଲପ୍ରିତକୁ ଦେଖିବାକୁ ମିଳିଥିଲା । ଏବେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଶିହାରପୁରରୁ ତାକୁ ଗିରଫ କରାଯାଇଛି । ପାପାଲପ୍ରିତ ଏବଂ ଅମ୍ରିତପାଲ ଫାଗଓ୍ବାରା ଟାଉନ, ନାଦଲୋନ, ବିବି ଗାଁରେ କିଛି କିଛି ଦିନ ଲୁଚିଥିଲେ। ଏବେ କିନ୍ତୁ ପାପାଲପ୍ରିତ ଧରାପଡ଼ିଯାଇଛି। ତାକୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ବଳୟରେ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ଅଣାଯାଇଛି । ପାପାଲପ୍ରିତ ସିନା ଧରାପଡ଼ିଯାଇଛି କିନ୍ତୁ ଅମ୍ରିତପାଲ ଏ ଯାଏ ଧରାପଡ଼ିନାହିଁ । ସେ ଏବେ ମଧ୍ୟ ପୋଲିସ ସହ ଲୁଚକାଳୀ ଖେଳୁଛି।

ଆହୁରି ପଢ଼ନ୍ତୁ: ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା; ୨ ଗୁରୁତର, ୧୦ ଗିରଫ

10 Apr 2023 By The Sakala

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ

ପଞ୍ଜାବ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ। ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ଆଜି ତାକୁ ଗିରଫ କରିଛି। ଅମ୍ରିତପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରିତ ସିଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ଏହି ସମୟରେ ତାକୁ ଗିରଫ କରାଯାଇଛି।

ଆସିଥିବା ସିସିଟିଭି ଫୁଟେଜରୁ ଅମ୍ରିତପାଲ ସହ ପାପାଲପ୍ରିତକୁ ଦେଖିବାକୁ ମିଳିଥିଲା । ଏବେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଶିହାରପୁରରୁ ତାକୁ ଗିରଫ କରାଯାଇଛି । ପାପାଲପ୍ରିତ ଏବଂ ଅମ୍ରିତପାଲ ଫାଗଓ୍ବାରା ଟାଉନ, ନାଦଲୋନ, ବିବି ଗାଁରେ କିଛି କିଛି ଦିନ ଲୁଚିଥିଲେ। ଏବେ କିନ୍ତୁ ପାପାଲପ୍ରିତ ଧରାପଡ଼ିଯାଇଛି। ତାକୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ବଳୟରେ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ଅଣାଯାଇଛି । ପାପାଲପ୍ରିତ ସିନା ଧରାପଡ଼ିଯାଇଛି କିନ୍ତୁ ଅମ୍ରିତପାଲ ଏ ଯାଏ ଧରାପଡ଼ିନାହିଁ । ସେ ଏବେ ମଧ୍ୟ ପୋଲିସ ସହ ଲୁଚକାଳୀ ଖେଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର