ଟ୍ୱିଟର କିଣିବା ପରେ ମସ୍କ ୭୫% କର୍ମଚାରୀଙ୍କୁ ଛଟେଇ କରିବେ

The Sakala Picture
Published On

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର କିଣିବା ଚୁକ୍ତି ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ। ବର୍ତ୍ତମାନ ଏକ ଖବର ଆସୁଛି ଯେ ଟ୍ୱିଟର କିଣିବା ପରେ ମସ୍କ କମ୍ପାନୀର ପ୍ରାୟ ୭୫% କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଟ୍ୱିଟର ଏହାର କର୍ମଚାରୀମାନଙ୍କୁ ସ୍ପଷ୍ଟ କଭାବେ କହିଛି ଯେ କମ୍ପାନୀର ଇଟେଇ ନେଇ କୌଣସି ଯୋଜନା ନାହିଁ। ୱାଶିଂଟନ୍ ପୋଷ୍ଟରେ […]

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର କିଣିବା ଚୁକ୍ତି ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ। ବର୍ତ୍ତମାନ ଏକ ଖବର ଆସୁଛି ଯେ ଟ୍ୱିଟର କିଣିବା ପରେ ମସ୍କ କମ୍ପାନୀର ପ୍ରାୟ ୭୫% କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଟ୍ୱିଟର ଏହାର କର୍ମଚାରୀମାନଙ୍କୁ ସ୍ପଷ୍ଟ କଭାବେ କହିଛି ଯେ କମ୍ପାନୀର ଇଟେଇ ନେଇ କୌଣସି ଯୋଜନା ନାହିଁ। ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମସ୍କ ତାଙ୍କ ଟ୍ୱିଟର କ୍ରୟରେ ସମ୍ଭାବ୍ୟ ନିବେଶକଙ୍କୁ କହିଛନ୍ତି ଯେ ସେ କମ୍ପାନୀର ୭୫୦୦ କର୍ମଚାରୀଙ୍କ ପ୍ରାୟ ୭୫% କିମ୍ବା ପ୍ରାୟ ୫୬୦୦ କର୍ମଚାରୀଙ୍କୁ ହଟାଇବାକୁ ଯୋଜନା କରୁଛନ୍ତି। ଏହା ଉପରେ ଟ୍ୱିଟରର ସାଧାରଣ ପରାମର୍ଶଦାତା ସଚିନ ଏଜେଟ୍ ଗୁରୁବାର ଦିନ କର୍ମଚାରୀମାନଙ୍କୁ ଏକ ଇମେଲ୍ ପଠାଇ କହିଛନ୍ତି ଯେ କମ୍ପାନୀ କୌଣସି ଛଟେଇ ଯୋଜନା ନାହିଁ।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଓଡ଼ିଶାରେ ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ

ମସ୍କଙ୍କ ଡିଲ୍ ସମାପ୍ତ ହୋଇଛି କି ନାହିଁ, ଟ୍ୱିଟରର ବର୍ତ୍ତମାନର ପରିଚାଳନା କର୍ତ୍ତୃପକ୍ଷ ଆସନ୍ତା ବର୍ଷ ଶେଷ ସୁଦ୍ଧା କମ୍ପାନୀ କର୍ମଚାରୀଙ୍କ ବେତନକୁ ପ୍ରାୟ ୮୦୦ ନିୟୁତ ଡଲାରକୁ ହ୍ରାସ କରିବାକୁ ଯୋଜନା କରିଛନ୍ତି। ,ଠାରେ ସୂଚନାଯୋଗ୍ୟ ଯେ, ଟ୍ୱିଟର ଚୁକ୍ତି ବାତିଲ କରିବା ପରେ ମସ୍କ ୟୁ-ଟର୍ନ ନେଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ କିଣିବାକୁ ରାଜି ହୋଇଥିଲେ। ସେ ଏହି ଡିଲରେ ଟ୍ୱିଟରକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମସ୍କଙ୍କ ଓକିଲମାନେ କହିଛନ୍ତି ଯେ ସେମାନେ ଆଇନଗତ ଯୁଦ୍ଧକୁ ସମାପ୍ତ କରିବାକୁ ଏବଂ କାରବାର ମମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ଟ୍ୱିଟର ମୁଖପାତ୍ର ମଧ୍ୟ ଏହି ଚିଠିକୁ ନିଶ୍ଚିତ କରିଛନ୍ତି। ଏପ୍ରିଲ୍ ୧୪ ରେ, ମସ୍କ ୪୩ ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଥÒଲେ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

22 Oct 2022 By The Sakala

ଟ୍ୱିଟର କିଣିବା ପରେ ମସ୍କ ୭୫% କର୍ମଚାରୀଙ୍କୁ ଛଟେଇ କରିବେ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର କିଣିବା ଚୁକ୍ତି ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ। ବର୍ତ୍ତମାନ ଏକ ଖବର ଆସୁଛି ଯେ ଟ୍ୱିଟର କିଣିବା ପରେ ମସ୍କ କମ୍ପାନୀର ପ୍ରାୟ ୭୫% କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଟ୍ୱିଟର ଏହାର କର୍ମଚାରୀମାନଙ୍କୁ ସ୍ପଷ୍ଟ କଭାବେ କହିଛି ଯେ କମ୍ପାନୀର ଇଟେଇ ନେଇ କୌଣସି ଯୋଜନା ନାହିଁ। ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମସ୍କ ତାଙ୍କ ଟ୍ୱିଟର କ୍ରୟରେ ସମ୍ଭାବ୍ୟ ନିବେଶକଙ୍କୁ କହିଛନ୍ତି ଯେ ସେ କମ୍ପାନୀର ୭୫୦୦ କର୍ମଚାରୀଙ୍କ ପ୍ରାୟ ୭୫% କିମ୍ବା ପ୍ରାୟ ୫୬୦୦ କର୍ମଚାରୀଙ୍କୁ ହଟାଇବାକୁ ଯୋଜନା କରୁଛନ୍ତି। ଏହା ଉପରେ ଟ୍ୱିଟରର ସାଧାରଣ ପରାମର୍ଶଦାତା ସଚିନ ଏଜେଟ୍ ଗୁରୁବାର ଦିନ କର୍ମଚାରୀମାନଙ୍କୁ ଏକ ଇମେଲ୍ ପଠାଇ କହିଛନ୍ତି ଯେ କମ୍ପାନୀ କୌଣସି ଛଟେଇ ଯୋଜନା ନାହିଁ।

ମସ୍କଙ୍କ ଡିଲ୍ ସମାପ୍ତ ହୋଇଛି କି ନାହିଁ, ଟ୍ୱିଟରର ବର୍ତ୍ତମାନର ପରିଚାଳନା କର୍ତ୍ତୃପକ୍ଷ ଆସନ୍ତା ବର୍ଷ ଶେଷ ସୁଦ୍ଧା କମ୍ପାନୀ କର୍ମଚାରୀଙ୍କ ବେତନକୁ ପ୍ରାୟ ୮୦୦ ନିୟୁତ ଡଲାରକୁ ହ୍ରାସ କରିବାକୁ ଯୋଜନା କରିଛନ୍ତି। ,ଠାରେ ସୂଚନାଯୋଗ୍ୟ ଯେ, ଟ୍ୱିଟର ଚୁକ୍ତି ବାତିଲ କରିବା ପରେ ମସ୍କ ୟୁ-ଟର୍ନ ନେଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ କିଣିବାକୁ ରାଜି ହୋଇଥିଲେ। ସେ ଏହି ଡିଲରେ ଟ୍ୱିଟରକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମସ୍କଙ୍କ ଓକିଲମାନେ କହିଛନ୍ତି ଯେ ସେମାନେ ଆଇନଗତ ଯୁଦ୍ଧକୁ ସମାପ୍ତ କରିବାକୁ ଏବଂ କାରବାର ମମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ଟ୍ୱିଟର ମୁଖପାତ୍ର ମଧ୍ୟ ଏହି ଚିଠିକୁ ନିଶ୍ଚିତ କରିଛନ୍ତି। ଏପ୍ରିଲ୍ ୧୪ ରେ, ମସ୍କ ୪୩ ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଥÒଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର