ବଲିଉଡ୍ ଅଭିନେତା ଅମୀର ଖାନ୍ କରୋନା ସଂକ୍ରମିତ

The Sakala Picture
Published On

ମୁମ୍ବଇ: ବଲିଉଡ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି । Aamir Khan has tested positive for COVID-19. He is at home in self-quarantine, following all the protocols and he’s doing […]

ମୁମ୍ବଇ: ବଲିଉଡ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂ ଚଡ୍ଡା’ କୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ ଅମୀର ଖାନ୍ । ଏହି ଚଳଚିତ୍ରଟି ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗଂପ’ ର ହିନ୍ଦି ରିମେକ୍ । ଏହି ଚଳଚିତ୍ରରେ ଅମୀରଙ୍କ ବିପକ୍ଷରେ କରୀନା କପୁର ଅଭିନୟ କରୁଥିବା ବେଳେ ମୋନା ସିଂ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ସୂଚନା ମିଳିଛି ।

24 Mar 2021 By The Sakala

ବଲିଉଡ୍ ଅଭିନେତା ଅମୀର ଖାନ୍ କରୋନା ସଂକ୍ରମିତ

ମୁମ୍ବଇ: ବଲିଉଡ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।

ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂ ଚଡ୍ଡା’ କୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ ଅମୀର ଖାନ୍ । ଏହି ଚଳଚିତ୍ରଟି ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗଂପ’ ର ହିନ୍ଦି ରିମେକ୍ । ଏହି ଚଳଚିତ୍ରରେ ଅମୀରଙ୍କ ବିପକ୍ଷରେ କରୀନା କପୁର ଅଭିନୟ କରୁଥିବା ବେଳେ ମୋନା ସିଂ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର