ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ୱର: ମଞ୍ଚେଶ୍ବର ସ୍ଥିତ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ। ଭିତ୍ତିଭୂମି, ଆଇଟି କମ୍ପାନୀଙ୍କ ପାଇଁ ଥିବା ସୁବିଧା ନେଇ ଅନୁଧ୍ୟାନ କରୁଛନ୍ତି । ତାଲିମ ନେଉଥିବା ପିଲାଙ୍କ ସହ କଥା ହୋଇଛନ୍ତି । 5T ସଚିବଙ୍କ ସହ ଅଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଆଇବିଏମ୍‌, ଡେଲଏଟ୍ ଓଡ଼ିଶା ଆସିବା ପାଇଁ ବାଟ ଫିଟିଛି । ବିଶ୍ବସ୍ତରରେ […]

ଭୁବନେଶ୍ୱର: ମଞ୍ଚେଶ୍ବର ସ୍ଥିତ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ। ଭିତ୍ତିଭୂମି, ଆଇଟି କମ୍ପାନୀଙ୍କ ପାଇଁ ଥିବା ସୁବିଧା ନେଇ ଅନୁଧ୍ୟାନ କରୁଛନ୍ତି । ତାଲିମ ନେଉଥିବା ପିଲାଙ୍କ ସହ କଥା ହୋଇଛନ୍ତି । 5T ସଚିବଙ୍କ ସହ ଅଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଆଇବିଏମ୍‌, ଡେଲଏଟ୍ ଓଡ଼ିଶା ଆସିବା ପାଇଁ ବାଟ ଫିଟିଛି । ବିଶ୍ବସ୍ତରରେ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ପୁଅ କମାଲ୍ କରୁଛନ୍ତି । ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

10 Oct 2022 By The Sakala

ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ମଞ୍ଚେଶ୍ବର ସ୍ଥିତ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ। ଭିତ୍ତିଭୂମି, ଆଇଟି କମ୍ପାନୀଙ୍କ ପାଇଁ ଥିବା ସୁବିଧା ନେଇ ଅନୁଧ୍ୟାନ କରୁଛନ୍ତି । ତାଲିମ ନେଉଥିବା ପିଲାଙ୍କ ସହ କଥା ହୋଇଛନ୍ତି । 5T ସଚିବଙ୍କ ସହ ଅଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଆଇବିଏମ୍‌, ଡେଲଏଟ୍ ଓଡ଼ିଶା ଆସିବା ପାଇଁ ବାଟ ଫିଟିଛି । ବିଶ୍ବସ୍ତରରେ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ପୁଅ କମାଲ୍ କରୁଛନ୍ତି । ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର