ମନୋରଞ୍ଜନ
କଟକରୁ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢାଇଛନ୍ତି। କଟକ ରେଳେ ଷ୍ଟେସନ ଯାଞ୍ଚ ବେଳେ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୁମ୍ଭ ମେଳା ଫେରନ୍ତା ୩୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ଯରୁ ୧୩ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। । ପଜିଟିଭ ଚିହ୍ନଟ ପରେ ଯାତ୍ରୀଙ୍କ କରୋନା ରିପୋର୍ଟ ଯାଞ୍ଚ କଡାକଡି କରାଯାଇଛି। ଆଜି ମଧ୍ୟ ୨ ରୁ ୩ ଟି ଟ୍ରେନରେ କୁମ୍ଭ ମେଳାରେ ସାମିଲ […]
ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢାଇଛନ୍ତି। କଟକ ରେଳେ ଷ୍ଟେସନ ଯାଞ୍ଚ ବେଳେ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୁମ୍ଭ ମେଳା ଫେରନ୍ତା ୩୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ଯରୁ ୧୩ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। । ପଜିଟିଭ ଚିହ୍ନଟ ପରେ ଯାତ୍ରୀଙ୍କ କରୋନା ରିପୋର୍ଟ ଯାଞ୍ଚ କଡାକଡି କରାଯାଇଛି। ଆଜି ମଧ୍ୟ ୨ ରୁ ୩ ଟି ଟ୍ରେନରେ କୁମ୍ଭ ମେଳାରେ ସାମିଲ ଲୋକେ ଫେରିବା ସମ୍ଭାବନା ରହିଛି ବୋଲି ସିଏମ୍ସି କାର୍ଯ୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଆଜି କଟକ ଜିଲ୍ଲାରୁ ୧୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।