୩୦୦ କିମି କ୍ଷମତା ଥିବା ବୈଦ୍ୟୁତିକ ସ୍କୁଟର ଏସ୍‌କେ ୩ ବଜାରରେ

The Sakala Picture
Published On

ନୂଆଦିଲ୍ଲୀ : ଚୀନ୍‌ରେ ଥିବା ବୈଦ୍ୟୁତିକ ଯାନ କମ୍ପାନୀ ହରୱିନ ତାର ନୂଆ ବୈଦ୍ୟୁତିକ ସ୍କୁଟର୍‌ ଏସକେ୩ର ନୂଆ ୨୦୨୨ ଏଡ଼ିସନର ବଜାର ପ୍ରବେଶ ହୋଇଛି। ଏହି ସ୍କୁଟର ଥରକରେ ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏସକେ୩ ର ପୁରୁଣା ମଡେଲ୍‌ ଯାହାକି ପୂର୍ବ ବର୍ଷ ବଜାରକୁ ଆସିଥ଄ଲା ତାହା ମାତ୍ର ୮୦ କି.ମି. ଯିବାର କ୍ଷମତା ରହିଥିଲା। ହରୱିନ ଏହି ସ୍କୁଟରରେ ବହୁତ ସାରା ପରିବର୍ତ୍ତନ ଆଣିଛି ଫଳରେ ଏହା ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏହି […]

ନୂଆଦିଲ୍ଲୀ : ଚୀନ୍‌ରେ ଥିବା ବୈଦ୍ୟୁତିକ ଯାନ କମ୍ପାନୀ ହରୱିନ ତାର ନୂଆ ବୈଦ୍ୟୁତିକ ସ୍କୁଟର୍‌ ଏସକେ୩ର ନୂଆ ୨୦୨୨ ଏଡ଼ିସନର ବଜାର ପ୍ରବେଶ ହୋଇଛି। ଏହି ସ୍କୁଟର ଥରକରେ ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏସକେ୩ ର ପୁରୁଣା ମଡେଲ୍‌ ଯାହାକି ପୂର୍ବ ବର୍ଷ ବଜାରକୁ ଆସିଥ଄ଲା ତାହା ମାତ୍ର ୮୦ କି.ମି. ଯିବାର କ୍ଷମତା ରହିଥିଲା। ହରୱିନ ଏହି ସ୍କୁଟରରେ ବହୁତ ସାରା ପରିବର୍ତ୍ତନ ଆଣିଛି ଫଳରେ ଏହା ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏହି ସ୍କୁଟରରେ ୨ ଟି ବ୍ୟାଟେରି ବ୍ୟବହାର କରାଗଲେ ଏହା ୩୦୦ କି.ମି. ଯାଉଥିବା ବେଳେ ଗୋଟିଏ ବ୍ୟାଟେରିରେ ଏହା ୧୬୦ କି.ମି. ଯାଇପାରିବ ବୋଲି ନିର୍ମାତା କମ୍ପାନୀ କହିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ବର୍ତ୍ତମାନ ସୁଦ୍ଧା ଭାରତରେ ଉପଲ଼ବ୍ଧ ଥିବା ବିଭିନ୍ନ ବୈଦ୍ୟୁତିକ ସ୍କୁଟର ତୁଳନାରେ ଏହାର କ୍ଷମତା ଅଧିକ ରହିଛି । ହରୱିନ ଏସକେ୩ ନୂଆ ଏଡ଼ିସନ୍‌ର ସର୍ବାଧ଄କ ବେଗ ଘଣ୍ଟା ପ୍ରତି ୯୦ କି.ମି. ରହିଥିବା ବେଳେ ଏଥିରେ ୬.୩ କିଲୋ ୱାଟ୍‌ର ମୋଟର ରହିଛି ଯାହାକି ୬.୩ କିଲୋ ୱାଟ୍‌ ଆଉଟ୍‌ପୁଟ ଦେଇଥାଏ। ଏହାର ଫିଚର୍ସ କଥା କହିବାକୁ ଗଲେ ଏଥିରେ ଫୁଲ୍‌ ଟିଏଫଟି ଡିସପ୍ଲେ, ବ୍ଲୁ ଟୁଥ୍‌ କନେକ୍ଟିଭିଟି, କି-ଲେସ୍‌ (ଚାବିକାଠି ବିହୀନ) ପାୱାର ସିଷ୍ଟମ ଓ କୃଜ କଣ୍ଟ୍ରୋଲ ରହିଛି। ଚୀନ୍‌ ବ୍ୟତିତ ହରୱିନ୍‌ ୟୁରୋପରେ ମଧ୍ୟ ଏସକେ୩ (SK3) ବୈଦ୍ୟୁତିକ ସ୍କୁଟର ବିକ୍ରି କରିଥାଏ। କିନ୍ତୁ ଏହି ସୁନ୍ଦର ଫିଚର୍ସ ଥିବା ବୈଦ୍ୟୁତିକ ଯାନଟି ଭାରତରେ ଏବେ ବିକ୍ରି ହେବାର ସମ୍ଭାବନା ପ୍ରାୟ ନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

05 May 2022 By The Sakala

୩୦୦ କିମି କ୍ଷମତା ଥିବା ବୈଦ୍ୟୁତିକ ସ୍କୁଟର ଏସ୍‌କେ ୩ ବଜାରରେ

ନୂଆଦିଲ୍ଲୀ : ଚୀନ୍‌ରେ ଥିବା ବୈଦ୍ୟୁତିକ ଯାନ କମ୍ପାନୀ ହରୱିନ ତାର ନୂଆ ବୈଦ୍ୟୁତିକ ସ୍କୁଟର୍‌ ଏସକେ୩ର ନୂଆ ୨୦୨୨ ଏଡ଼ିସନର ବଜାର ପ୍ରବେଶ ହୋଇଛି। ଏହି ସ୍କୁଟର ଥରକରେ ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏସକେ୩ ର ପୁରୁଣା ମଡେଲ୍‌ ଯାହାକି ପୂର୍ବ ବର୍ଷ ବଜାରକୁ ଆସିଥ଄ଲା ତାହା ମାତ୍ର ୮୦ କି.ମି. ଯିବାର କ୍ଷମତା ରହିଥିଲା। ହରୱିନ ଏହି ସ୍କୁଟରରେ ବହୁତ ସାରା ପରିବର୍ତ୍ତନ ଆଣିଛି ଫଳରେ ଏହା ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏହି ସ୍କୁଟରରେ ୨ ଟି ବ୍ୟାଟେରି ବ୍ୟବହାର କରାଗଲେ ଏହା ୩୦୦ କି.ମି. ଯାଉଥିବା ବେଳେ ଗୋଟିଏ ବ୍ୟାଟେରିରେ ଏହା ୧୬୦ କି.ମି. ଯାଇପାରିବ ବୋଲି ନିର୍ମାତା କମ୍ପାନୀ କହିଛି।

ବର୍ତ୍ତମାନ ସୁଦ୍ଧା ଭାରତରେ ଉପଲ଼ବ୍ଧ ଥିବା ବିଭିନ୍ନ ବୈଦ୍ୟୁତିକ ସ୍କୁଟର ତୁଳନାରେ ଏହାର କ୍ଷମତା ଅଧିକ ରହିଛି । ହରୱିନ ଏସକେ୩ ନୂଆ ଏଡ଼ିସନ୍‌ର ସର୍ବାଧ଄କ ବେଗ ଘଣ୍ଟା ପ୍ରତି ୯୦ କି.ମି. ରହିଥିବା ବେଳେ ଏଥିରେ ୬.୩ କିଲୋ ୱାଟ୍‌ର ମୋଟର ରହିଛି ଯାହାକି ୬.୩ କିଲୋ ୱାଟ୍‌ ଆଉଟ୍‌ପୁଟ ଦେଇଥାଏ। ଏହାର ଫିଚର୍ସ କଥା କହିବାକୁ ଗଲେ ଏଥିରେ ଫୁଲ୍‌ ଟିଏଫଟି ଡିସପ୍ଲେ, ବ୍ଲୁ ଟୁଥ୍‌ କନେକ୍ଟିଭିଟି, କି-ଲେସ୍‌ (ଚାବିକାଠି ବିହୀନ) ପାୱାର ସିଷ୍ଟମ ଓ କୃଜ କଣ୍ଟ୍ରୋଲ ରହିଛି। ଚୀନ୍‌ ବ୍ୟତିତ ହରୱିନ୍‌ ୟୁରୋପରେ ମଧ୍ୟ ଏସକେ୩ (SK3) ବୈଦ୍ୟୁତିକ ସ୍କୁଟର ବିକ୍ରି କରିଥାଏ। କିନ୍ତୁ ଏହି ସୁନ୍ଦର ଫିଚର୍ସ ଥିବା ବୈଦ୍ୟୁତିକ ଯାନଟି ଭାରତରେ ଏବେ ବିକ୍ରି ହେବାର ସମ୍ଭାବନା ପ୍ରାୟ ନାହିଁ।

https://www.thesakala.in/automobile/the-sk-3-electric-scooter-with-a-capacity-of-300-km-is-available-in-3-markets/article-11298
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp